No Result
View All Result
୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ବାଆଁରା ଗ୍ରାମରେ ଦୁଇଟି ମଣ୍ଡପରେ ମା’ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି । ଜେନା ସାହି ଠାରେ ଏହି ଲକ୍ଷ୍ମୀ ପୂଜା ଗତ ୪୦ବର୍ଷ ଧରି ପାଳିତ ହୋଇ ଆସୁଥିବା ବେଳେ ବାଆଁରା ଗ୍ରାମର ସିଂହ ସାହି ଠାରେ ୧୫ତମ ବାର୍ଷିକ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।
୧୬ତାରିଖରେ କଳସ ଯାତ୍ରା ଓ ୭ଦିନ ବ୍ୟାପି ପୂଜା ପରେ ଆସନ୍ତା ୨୩ତାରିଖରେ ଭସାଣି ଯାତ୍ରା ଅନୁଷ୍ଠିତ ହେବବୋଲି କମିଟିର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ । 
No Result
View All Result