No Result
View All Result
୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ସିଂହନାଥପୁର ଗ୍ରାମର ଶ୍ରୀ ସିଂହନାଥ ଦେବ ଗ୍ରାମ୍ୟ କମିଟିର ସଭାପତି ବିପିନି ବିହାରୀ ସାହୁଙ୍କ ନେତୃତ୍ୱରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଗ୍ରାମରେ ଥିବା ହଳିଦୀ ଗାଡିଆକୁ ସୁଶାନ୍ତ କୁମାର ସିଂହ, ମାନସ ପଣ୍ଡା, ବୁଲୁ ସାହୁ, ହେମନ୍ତ କୁମାର ସାହୁ, ଗତିକୃଷ୍ଣ ସାହୁ, ବିଶ୍ୱଜିତ ସାହୁ ପ୍ରମୁଖ ସଫା କରି ପରିଷ୍କାର ପରିଚ୍ଛନ୍ନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ପ୍ରଶଂସା କରିଥିଲେ ।
No Result
View All Result