• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାଷାର ବ୍ୟବହାର କମିଗଲେ ଭାଷା ମରିଯାଏ

Proprietor Abhimanyu Maharana by Proprietor Abhimanyu Maharana
September 26, 2024
in ଓଡ଼ିଶା, ପୁରୀ, ହୋମ୍
0
ଭାଷାର ବ୍ୟବହାର କମିଗଲେ ଭାଷା ମରିଯାଏ
Share on FacebookShare on TwitterWhatsapp

କୁମାର କବି ଥିଲେ ଭାବ,ଭାଷା ଓ ଭକ୍ତି ର କବି/କୁମାର କବି ଙ୍କ ସମ୍ମାନରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେଉ କୁମାର କବି ଚେୟାର/ଭାଷା ହେଉଛି ଗୋଟିଏ ରାଷ୍ଟ୍ରର ଜନନୀ, ଜାତିର ପରିଚୟ, ଭାଷାର ବ୍ୟବହାର ନହେଲେ ଭାଷା ମରିଯାଏ।*ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ କୁମାର କବି ଶ୍ରଦ୍ଧାଞ୍ଜଳି ସମାରୋହ ପାଳିତ ସାହିତ୍ୟ ଏକାଡେମୀ କୁମାର କବି ଗ୍ରନ୍ଥାବଳୀ ପ୍ରକାଶ କରୁ

୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡ଼ିଶାର ଗର୍ବ ଓ ଗୌରବର ପ୍ରତୀକ, ବିଶିଷ୍ଟ କବି,ଲେଖକ, ପ୍ରାବନ୍ଧିକ, ସାହିତ୍ୟିକ, ସ୍ତମ୍ଭକାର , ପ୍ରଚଣ୍ଡ ପ୍ରବକ୍ତା, ଅନନ୍ୟ ବାଗ୍ମୀ ପୁରୁଷ,ଯୋଗଜନ୍ମା ସାରସ୍ଵତ ସାଧକ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ,୧୮ ଖଣ୍ଡ କାଳଜୟୀ ପୁସ୍ତକର ରଚୟିତା ଏବଂ ଆଶୁ କବି ଓ ଆର୍ଶ କବି କୁମାର କବି ଅରକ୍ଷିତ ପ୍ରଧାନ ଙ୍କ ସ୍ମୃତିରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କୁମାର କବି ଫାଉଣ୍ଡେସନ ଙ୍କ ମିଳିତ ପ୍ରଚେଷ୍ଟାରେ ପୁରୀ ଜିଲ୍ଲା ସଂସ୍କୃତି ଭବନ ସଭାକକ୍ଷରେ ସେପ୍ଟେମ୍ୱର ୨୫ ତାରିଖ ସକାଳ ୧୧ ଘଣ୍ଟା ସମୟରେ ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ କୁମାର କବି ଶ୍ରଦ୍ଧାଞ୍ଜଳି ସମାରୋହ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସମାରୋହକୁ ଉଦ୍ଘାଟନ କରିଥିଲେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ଵତୀ। ପ୍ରାରମ୍ଭରେ ବିଶିଷ୍ଟ କବି ଓ ନାଟ୍ୟକାର ଡକ୍ଟର ହରିହର ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ଛୋଟରାୟ ଏବଂ ଫାଉଣ୍ଡେସନର ସଭାପତି ବସନ୍ତ କୁମାର ମିଶ୍ରଙ୍କ ଏକମାତ୍ର ପୁତ୍ର ଇଞ୍ଜିନିୟର ଅମରଦୀପ ମିଶ୍ରଙ୍କ ବିୟୋଗରେ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ଉଦଘାଟକ କୁମାର କବିଙ୍କୁ ଜଣେ କାଳଜୟୀ ସାରସ୍ଵତ ସ୍ରଷ୍ଟା ବୋଲି ଅଭିହିତ କରିଥିଲେ। କୁମାର କବିଙ୍କ ସମସ୍ତ ସାରସ୍ଵତ ସୃଷ୍ଟି ର ସୁରକ୍ଷା ଓ ସଂରକ୍ଷଣ ପାଇଁ ସେ ମନ୍ତବ୍ୟ ଦେଇଥିଲେ।ଓଡ଼ିଆ ଭାଷା ପ୍ରତିଷ୍ଠାନ ର ପୂର୍ବତନ ନିର୍ଦେଶକ ପ୍ରଫେସର ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ସମାରୋହ ରେ ଅଧ୍ୟକ୍ଷତା କରିଥିଲେ। କୁମାର କବି ଫାଉଣ୍ଡେସନ ର ସମ୍ପାଦକ ଅଧିବକ୍ତା ଦିଗମ୍ବର ବେହେରା ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର କୁମାରବର ଦାସ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେଇ କହିଲେ ଯେ କୁମାର କବି ଥିଲେ ଭାବ,ଭାଷା ଭକ୍ତିର କବି। ତାଙ୍କର ପ୍ରତିଟି ଲେଖା ସମାଜ ଓ ସଂସ୍କୃତି ର ବିକାଶ ଏବଂ ସଂରକ୍ଷଣ ପ୍ରତି ଅଭିପ୍ରେତ ଥିଲା। ତାଙ୍କ ସମ୍ମାନାର୍ଥେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ତାଙ୍କ ନାମରେ ଏକ ଚେଆର ପ୍ରତିଷ୍ଠା ପାଇଁ ସେ ମତାମତ ରଖିଥିଲେ।

ଏଥିରେ ଲୋକ ସାହିତ୍ୟ, ସଂସ୍କୃତି ଓ ଲୋକ ଜୀବନ ଉପରେ ଗବେଷଣା କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ବିଶିଷ୍ଟ ଅତିଥି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର ହରିହର ହୋତା ଯୋଗଦେଇ କୁମାର କବିଙ୍କୁ ଜଣେ ଆର୍ଶ କବି ବୋଲି କହିଥିଲେ ଏବଂ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପାଇଁ ଦାବି କରିଥିଲେ। କଥାକାର ଗୀତିକାର ଓ ସମାଜସେବୀ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ର ସଦସ୍ୟ ବଦ୍ରି ମିଶ୍ର ବିଶିଷ୍ଟ ଅତିଥି ରୂପେ ଯୋଗଦେଇ କୁମାର କବିଙ୍କୁ ଜଣେ ମହାକବି ଭାବେ ଅଭିହିତ କରିଥିଲେ।ସବୁ ସମସ୍ୟା ମଧ୍ୟରେ ରହି ଆନୁଷ୍ଠାନିକ ଶିକ୍ଷା ର ଅଭାବ ସତ୍ୱେ କୁମାର କବି ୧୮ ଖଣ୍ଡ କାଳଜୟୀ ପୁସ୍ତକ ରଚନା କରିବା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଥିଲେ। ଚଳିତବର୍ଷ ଅନୁଷ୍ଠାନ ର ସର୍ବୋଚ୍ଚ ସମ୍ମାନ କୁମାର କବି ସମ୍ମାନ -୨୦୨୪ ରେ ସମ୍ମାନିତ ହୋଇଥିଲେ ବିଶିଷ୍ଟ ଆନ୍ତର୍ଜାତିକ ଭାଷା ବିଜ୍ଞାନୀ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ।

ବିଶିଷ୍ଟ ସଂଗୀତଜ୍ଞ ତଥା କଣ୍ଠଶିଳ୍ପୀ ଦୁଖୀଶ୍ୟାମ ତ୍ରିପାଠୀ ଙ୍କୁ ଉତ୍କଳ ସଙ୍ଗୀତ ରତ୍ନ ସମ୍ମାନ ପ୍ରଦାନ କରାଯାଇ ଥିଲା।ଏଥି ସହିତ ପ୍ରଫେସର ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ ଙ୍କୁ ଉତ୍କଳ ସଂସ୍କୃତ ସାହିତ୍ୟ ରତ୍ନ ସମ୍ମାନ, ଡକ୍ଟର ସୁଧାଂଶୁ ଶେଖର ମହାରଣାଙ୍କୁ ଉତ୍କଳ ଶିକ୍ଷା ସୌରଭ ସମ୍ମାନ, ନାଟ୍ୟକାର ପ୍ରଶାନ୍ତ କୁମାର ମିଶ୍ରଙ୍କୁ ଉତ୍କଳ ନାଟ୍ୟ ରତ୍ନ ସମ୍ମାନ,କବୀ ଓ ଲେଖିକା ସୁଶ୍ରୀ ହରପ୍ରିୟା ସାହୁଙ୍କୁ ଉତ୍କଳ କବୀ ରତ୍ନ ସମ୍ମାନ, ବିଶିଷ୍ଟ ଲୋକକଳା ନୃତ୍ୟଶିଳ୍ପୀ ଶ୍ରୀଯୁକ୍ତ ଶିଖିଧ୍ୱଜ ଦାସଙ୍କୁ ଉତ୍କଳ ଲଉଡି ନୃତ୍ୟରତ୍ନ ସମ୍ମାନ ଏବଂ ବନ୍ଦେ ମାତରଂ ଫାଉଣ୍ଡେସନ, ବ୍ରହ୍ମଗିରି ଅନୁଷ୍ଠାନ କୁ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍କଳ ସେବା ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା।ଏଥି ସହିତ ମହାବିଦ୍ୟାଳୟ ସ୍ତରରେ ପ୍ରିମିୟମ ପିକ୍ସ ଓ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଓଡ଼ିଆ ଭାଷା ର ବିକାଶରେ ଛାତ୍ରଛାତ୍ରୀମାନଙ୍କର ଭୂମିକା ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ରେ ଅଂଶଗ୍ରହଣକାରୀ ମାନଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଛି।

କୁମାର କବି ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ମୁଖ୍ୟବକ୍ତା କବି ଶଙ୍କର୍ଷଣ ପରିଡା।ଶ୍ରୀ ପରିଡା କହିଥିଲେ ଯେ ଯେହେତୁ କୁମାର କବି ଆସାମ ଏବଂ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଦୂତର ଭୂମିକା ନିର୍ବାହ କରୁଥିଲେ ତେଣୁ ଆସାମ ସରକାର ଙ୍କ ସହଯୋଗ ରେ ଆସାମରେ ଏକ ଜାତୀୟ କର୍ମଶାଳା ଆୟୋଜନ କରିବା ଆବଶ୍ୟକ। କୁମାର କବିଙ୍କ ସମଗ୍ର ରଚନାବଳୀ କୁ ଓଡ଼ିଶା ସାହିତ୍ୟ ଏକାଡେ଼ମୀ କୁମାର କବି ଗ୍ରନ୍ଥାବଳୀ ଆକାରରେ ପ୍ରକାଶ ପାଇଁ ସେ ଦାବି କରିଥିଲେ। କୁମାର କବିଙ୍କ ସାରସ୍ଵତ ସୃଷ୍ଟି ଉପରେ ଅଧିକ ଆଲୋଚନା ଓ ଗବେଷଣା ଉପରେ ସେ ଗୁରୁତ୍ୱ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଭାଗିରଥି ଦଳାଇ ଓ ସମସ୍ତ ସମ୍ବର୍ଧିତ ଅତିଥି ମତାମତ ରଖିଥିଲେ। *କୁମାର କବି ସମ୍ମାନ-୨୦୨୪ ରେ ସମ୍ମାନିତ * ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ସମ୍ବର୍ଧନା ର ଉତ୍ତର ରେ କହିଥିଲେ ଯେ ଭାଷା ହେଉଛି ଆମର ଜନନୀ, ତାହାର ସୁରକ୍ଷା, ସଂରକ୍ଷଣ ଓ ଶ୍ରୀ ବୃଦ୍ଧି କରିବାକୁ ହେଲେ ଭାଷାର ବ୍ୟାପକ ବ୍ୟବହାର ହେବା ଉଚିତ୍।

ଭାଷାର ବ୍ୟବହାର କମିଗଲେ ଭାଷା ମରିଯାଏ ବୋଲି ସେ କହିଥିଲେ। ଭାଷା ବଞ୍ଚିଲେ ଜାତି ବଞ୍ଚିବ ବୋଲି ସେ କହିଥିଲେ।କୁମାର କବି ଭାଷା ଓ ସାହିତ୍ୟ ପାଇଁ ସମର୍ପିତ ଥିଲେ ବୋଲି ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ କହିଛନ୍ତି।ଏହି ସମାରୋହକୁ ସଂସ୍କୃତି ସଂଗଠକ ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି ସଂଚାଳନ କରିଥିଲେ। କାର୍ଯ୍ୟକ୍ରମ କୁ ଫାଉଣ୍ଡେସନର କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଗୀତିକାରସତ୍ୟପ୍ରିୟ ପ୍ରଧାନ , ଦୁହିତା ସମ୍ପାଦିକା ପ୍ରଜ୍ଞା ପରିମିତା ପଟ୍ଟନାୟକ,ସ୍ୱରାଜ ମାନସିଂହ,ରୀନାରାଣୀ ଜେନା, ପ୍ରକାଶ ମହାନ୍ତି, ପୂର୍ଣଚନ୍ଦ୍ର ଜେନା ପ୍ରମୁଖ ପରିଚାଳନା କରିଥିଲେ। ସାହିତ୍ୟିକ ବିପିନ ବିହାରୀ ଦଳାଇ,ଗବେଷକ ନୀଳମଣି ସୁଆର, ସଂସ୍କୃତ ପାଲା ଗାୟକ ଗଦାଧର ଦାଶ,ଗାୟକ ପର୍ଶୁରାମ ସାସମଲ, ରଞ୍ଜନ କୁମାର ଦଳାଇ,ବାଣୀ କବି ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ମାଣିକ ସାଂସ୍କୃତିକ ପରିଷଦର ସଭାପତି ବନମାଳୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କୁମାର କବିଙ୍କ ପୁତ୍ର ଆଲୋକ କୁମାର ପ୍ରଧାନ ସମାରୋହ ସଂଯୋଜନା କରିଥିଲେ।(ଦିଗମ୍ବର ବେହେରା, ସମ୍ପାଦକ କୁମାର କବି ଫାଉଣ୍ଡେସନ, ୯୪୩୭୫୦୧୨୬୭/ ୯୭୭୬୮୫୧୫୪୦.

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

June 22, 2026
ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?

June 22, 2026
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

June 22, 2026
ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version