• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମିଭି ଏକ ନୀରବ ବିଜ୍ଞାପନ ଚଳଚ୍ଚିତ୍ର ସହିତ ପ୍ରଚଳନ କରୁଛି ‘ହିୟର କ୍ଲିୟର’, ବୈପ୍ଳବିକ ସୁପରପଡ୍‌‌ସ୍‌‌ ଇମର୍ସିଓ ଟିଡବ୍ଲ୍ୟୁଏସ୍‌‌ ଶୁଭାରମ୍ଭ କଲା

Proprietor Abhimanyu Maharana by Proprietor Abhimanyu Maharana
September 25, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ହୋମ୍
0
ମିଭି ଏକ ନୀରବ ବିଜ୍ଞାପନ ଚଳଚ୍ଚିତ୍ର ସହିତ ପ୍ରଚଳନ କରୁଛି ‘ହିୟର କ୍ଲିୟର’, ବୈପ୍ଳବିକ ସୁପରପଡ୍‌‌ସ୍‌‌ ଇମର୍ସିଓ ଟିଡବ୍ଲ୍ୟୁଏସ୍‌‌ ଶୁଭାରମ୍ଭ କଲା
Share on FacebookShare on TwitterWhatsapp

୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହାଇଦରାବାଦ :-> ଏକ ଅଗ୍ରଣୀ ଭାରତୀୟ ଉପଭୋକ୍ତା ଇଲେକଟ୍ରୋନିକ୍ସ ବ୍ରାଣ୍ଡ୍‌‌ ମିଭି (ଏମଆଇଭିଆଇ) ତାହାର ସଦ୍ୟତମ ରାଷ୍ଟ୍ରୀୟ ଅଭିଯାନ ‘ହିୟର କ୍ଲିୟର’କୁ ଏକ ନୀରବ ବିଜ୍ଞାପନ ଫିଲ୍ମ (ସାଇଲେଣ୍ଟ ଆଡ ଫିଲ୍ମ) ସହିତ ଶୁଭାରମ୍ଭ କରିଛି, ଅଡିଓ ଡିଭାଇସ ଶିଳ୍ପରେ ଏହା ଏହି ଧରଣର ପ୍ରଥମ ଉତ୍ପାଦ। ଏହି ଚଳଚ୍ଚିତ୍ର ଜରିଆରେ ମିଭି ‘ହିୟର ଆଜ୍‌‌ କ୍ଲିୟର ଆଜ୍‌‌ ଫକ୍ସ’ ବାର୍ତ୍ତାକୁ ପ୍ରୋତ୍ସାହିତ କରୁଛି ଏବଂ ଏହିଭଳି ଭାବରେ ସଦ୍ୟତମ ଛାମୁଆ ଟିଡବ୍ଲ୍ୟୁଏସ୍‌‌ ‘ସୁପରପଡ୍‌‌ସ୍‌‌ ଇମର୍ସିଓ’ ଶୁଭାରମ୍ଭ ସହିତ ଗ୍ରାହକଙ୍କୁ ସ୍ପଷ୍ଟତାର ପରବର୍ତ୍ତୀ ସ୍ତରକୁ ନେଇଯିବା ନିମନ୍ତେ ପ୍ରେରିତ କରୁଛି। ତାହାର ଅଧୁନାତମ ଫ୍ଲାଗସିପ୍‌‌ ଟିଡବ୍ଲ୍ୟୁଏସ୍‌‌ ଇୟରବଡ୍‌‌ସ୍‌‌ ବର୍ଗ ସୁପରପଡ୍‌‌ସ୍‌‌ ପ୍ରଚଳନ ସହିତ ମିଭି ପ୍ରିମିୟମ ଟିଡବ୍ଲ୍ୟୁଏସ୍‌‌ ଶ୍ରେଣୀରେ ୧୦% ବଜାର ଅଂଶ ଦଖଲ କରିବା ଲକ୍ଷ୍ୟ ରଖିଛି।

ଏହି ଆକର୍ଷଣୀୟ ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ରହସ୍ୟପୂର୍ଣ୍ଣ ଜଙ୍ଗଲକୁ ନେଇଯାଉଛି, ଯେଉଁଠାରେ ଜଣେ ଯୁବ ଦୁଃସାହସୀ କୋକିଶିଆଳିମାନଙ୍କୁ ଦେଖି ଚକିତ ହେବା ସହିତ ସେମାନଙ୍କ ସହିତ ମିଶି ନୃତ୍ୟ କରୁଛନ୍ତି। ସେ ସେମାନଙ୍କ ସହିତ ଯୋଗଦେବା ଅବସରରେ ଏକ କୋକିଶିଆଳି ତାଙ୍କୁ ଏକ ସୁପରପଡ୍‌‌ସ୍‌‌ ଇମର୍ସିଓ ଟିଡବ୍ଲ୍ୟୁଏସ୍‌‌ ଉପହାର ଆକାରରେ ପ୍ରଦାନ କରୁଛି ଏବଂ ସେ କୋକିଶିଆଳିର ତୀବ୍ର ସ୍ୱରକୁ ସ୍ପଷ୍ଟ ଭାବରେ ଶୁଣିବାର ଅନୁଭୂତି ପାଉଛନ୍ତି। ଚଳଚ୍ଚିତ୍ରରେ ତ୍ରୁଟିଶୂନ୍ୟ ଭାବରେ ଚମତ୍କୃତ କଲାଭଳି ଦୃଶ୍ୟରାଜି, ଧରି ରଖିବାଭଳି ନୃତ୍ୟ ନିର୍ଦ୍ଦେଶନା ଏବଂ ଏକ ମନଲୋଭା କାହାଣୀର ସମାହାର ଘଟିଛି। ମିଭିର ‘ହିୟର କ୍ଲିୟର’ ଅଭିଯାନ ସୁପରପଡ୍‌‌ସ୍‌‌ ଇମର୍ସିଓ ଜରିଆରେ ଅତୁଳନୀୟ ଶବ୍ଦର ସ୍ପଷ୍ଟତା ଏବଂ ଅନ୍ତର୍ନିବିଷ୍ଟ ଅନୁଭୂତି ଉପରେ ଗୁରୁତ୍ୱ ଦେଉଛି ଯାହା ଡଲ୍‌‌ବି ଅଡିଓ ଦ୍ୱାରା ସଶକ୍ତ ହୋଇଛି।

ଏହି ବ୍ରାଣ୍ଡ୍‌‌ ଅଭୂତପୂର୍ବ ଶବ୍ଦରେ ସ୍ପଷ୍ଟତାକୁ ଉନ୍ନୀତ ହେବା ନିମନ୍ତେ ଗ୍ରାହକଙ୍କୁ ଉତ୍ସାହିତ କରି ଦେଶର ଅଡିଓ ଦୃଶ୍ୟପଟ୍ଟ ସଞ୍ଜ୍ଞା ପୁନଃ ନିର୍ଦ୍ଧାରଣ କରିବା ଲକ୍ଷ୍ୟ ରଖିଛି। ଚଳଚ୍ଚିତ୍ରରେ ପ୍ରଦର୍ଶିତ ଫ୍ଲାଗସିପ୍‌‌ ଟିଡବ୍ଲ୍ୟୁଏସ୍‌‌ ଇୟରବଡ୍‌‌ସ୍‌‌ ସୁପରପଡ୍‌‌ସ୍‌‌ ଇମର୍ସିଓର ବୈଶିଷ୍ଟ୍ୟାବଳୀ  – ଡଲ୍‌‌ବି ଅଡିଓ: ଆପଣଙ୍କ କର୍ଣ୍ଣରେ ଥିଏଟର-ଭଳି ଶବ୍ଦ – ୩ଡି ସାଉଣ୍ଡଷ୍ଟେଜ: ମିଭିର ସିଗ୍‌‌ନେଚର ସାଉଣ୍ଡ ଯାହା ଆପଣଙ୍କୁ ପ୍ରତ୍ୟେକଟି ବାଦ୍ୟଯନ୍ତ୍ର ସ୍ପଷ୍ଟ ଭାବରେ ଶୁଣିବା ସୁଯୋଗ ଦେଉଛି। – ୬୦ ଆୱାରସ୍‌‌ ପ୍ଲେଟାଇମ: ଓଟିଟିଗୁଡିକରେ ଅସରନ୍ତି କାର୍ଯ୍ୟକ୍ରମ ଉପଭୋଗ କରିବା – ୟୁନିବଡି ମେଟାଲ ଡିଜାଇନ: ଆୱାରଗ୍ଲାସ୍‌‌ ସହିତ ଇୟରବଡ୍‌‌ସ୍‌‌ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ଫିଟ୍‌‌ ହେଉଛି।

ଏହି ପ୍ରଚାର ଅଭିଯାନ ପଛରେ କାହାଣୀ ସମ୍ପର୍କରେ ପଚାରିବାରେ ମିଧୁଲା ଦେବଭକ୍ତୁନି, ସହ-ପ୍ରତିଷ୍ଠାତା ଏବଂ ସିଏମ୍‌‌ଓ, ମିଭି ନିଜ ଉତ୍ତରରେ କହିଥିଲେ, “ଏକ ନୀରବ ବିଜ୍ଞାପନ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ସମ୍ପର୍କରେ ଚିନ୍ତା କରିବା ଏକ ସହଜ ନିଷ୍ପତ୍ତି ନଥିଲା, କାରଣ ଗ୍ରାହକମାନେ ଏଭଳି ଅଡିଓ ଉପକରଣକୁ କିଭଳି ଗ୍ରହଣ କରିବେ ତାହା ସମ୍ପୂର୍ଣ୍ଣ ଭାବରେ ସନ୍ଦେହରେ ରହିଥିଲା। ଏକ ଭିନ୍ନ ତଥାପି ଫଳପ୍ରଦ ଉପାୟରେ ଏହାକୁ ପ୍ରୋତ୍ସାହିତ କରିବା ଏକ ଆହ୍ୱାନ ଥିଲା। ମୁଁ ଖୁସି ଯେ ଆମେ ଏହାକୁ ସଠିକ ଭାବରେ ଉପସ୍ଥାପିତ କରିଛୁ।

ମୋର ପୂର୍ଣ୍ଣ ବିଶ୍ୱାସ, ଏହି ବିଜ୍ଞାପନ ଚଳଚ୍ଚିତ୍ର ଦର୍ଶକମାନଙ୍କ ମନକୁ ଏଭଳି ଏକ ସ୍ତରରେ ସ୍ପଷ୍ଟ କରିବ ଯାହା ପ୍ରଚଳିତ ବ୍ୟବସ୍ଥା ଠାରୁ ଭିନ୍ନ।” ହିୟର କ୍ଲିୟର (ସ୍ପଷ୍ଟ ଭାବରେ ଶୁଣିବା) ଅଭିଯାନ ସମଗ୍ର ଟେଲିଭିଜନ, ଡିଜିଟାଲ ପ୍ଲାଟଫର୍ମ, ମୁଦ୍ରିତ ଗଣମାଧ୍ୟମ ଏବଂ ଆଉଟ୍‌‌ଡୋର ବିଜ୍ଞାପନରେ ପ୍ରଦର୍ଶିତ ହେବ। ସୁପରପଡ୍‌‌ସ୍‌‌ ଇମର୍ସିଓ ଅନ୍ୟାନ୍ୟ ସୁପରପଡ୍‌‌ସ୍‌‌ ଫ୍ଲାଗସିପ୍‌‌ଗୁଡିକ ସହିତ ସମ୍ପ୍ରତି ମିଭିର ଅଫିସିଆଲ୍‌‌ ୱେବସାଇଟ, ଅଗ୍ରଣୀ ରିଟେଲ ଷ୍ଟୋରସମୂହ ଏବଂ ଫ୍ଲିପକାର୍ଟ ଓ ଆମାଜନ ସହିତ ମାର୍କେଟପ୍ଲେସ୍‌‌ଗୁଡିକରେ ଉପଲବ୍ଧ ହେଉଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version