• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

 ନକଲି ପ୍ରମାଣ ପତ୍ର ଦେଇ ଶିକ୍ଷୟତ୍ରୀ ଚାକିରି ବିଓଙ୍କ ନିକଟରେ ସୂଚନା କର୍ମୀଙ୍କ ତଥ୍ୟ ଦାଖଲ

Proprietor Abhimanyu Maharana by Proprietor Abhimanyu Maharana
September 18, 2024
in ଓଡ଼ିଶା, କଟକ, ହୋମ୍
0
 ନକଲି ପ୍ରମାଣ ପତ୍ର ଦେଇ ଶିକ୍ଷୟତ୍ରୀ ଚାକିରି ବିଓଙ୍କ ନିକଟରେ ସୂଚନା କର୍ମୀଙ୍କ ତଥ୍ୟ ଦାଖଲ
Share on FacebookShare on TwitterWhatsapp

୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ  :-> ରାଜ୍ୟରେ ନକଲି ଶିକ୍ଷକଙ୍କ ତାଲିକା ବଢ଼ି ଚାଲୁଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଜଣେ ଶିକ୍ଷୟତ୍ରୀଙ୍କ କଳା କାରନାମା। ସୂଚନା ଅଧିକାର ଆଇନ ଖୋଲିଛି ଗୁପ୍ତ ରହସ୍ୟ । ଟାଙ୍ଗୀ ଚୌଦ୍ୱାର ବ୍ଲକ ଉଚ୍ଚପଦା ଗ୍ରାମପଞ୍ଚାୟତ ଅଧିନ ନିଶ୍ଚିନ୍ତା ଉ ପ୍ରା ବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ଶିକ୍ଷୟତ୍ରୀ ରିତାଞ୍ଜଳୀ ସାହୁ। ତାଙ୍କ ଶିକ୍ଷ୍ୟାଗତ ଯୋଗ୍ୟତା ଉପରେ ସନ୍ଦେହ କରି ଯାଜପୁର ଜିଲ୍ଲା କଣ୍ଟୀଗାଡ଼ିଆ ଶାନ୍ତିପୂରର ଛବି ପାତ୍ର, ସୂଚନା ଅଧିକାର ଆଇନ ବଳରେ ୪। ୭। ୨୩ରେ ମାଗିଥିଲେ ତଥ୍ୟ। ବ୍ଲକ ଶିକ୍ଷ୍ୟା ଅଧିକାରୀଣୀଙ୍କ କାର୍ଯ୍ୟାଳୟରୁ ଚିଠି ନମ୍ବର ୧୮୦ ତା୩। ୮।୨୩ରେ ଶିକ୍ଷୟତ୍ରୀଙ୍କ ସମସ୍ତ ଶିକ୍ଷା ଗତ ପ୍ରମାଣ ପତ୍ର ଯୋଗାଇ ଦିଆ ଯାଇଥିଲା । ଏଥିରେ ମାଟ୍ରିକ, ଯୁକ୍ତଦୁଇ, ସିଟି, ଜାତିଗତ ପ୍ରମାଣ ପତ୍ର ଓ ଶିକ୍ଷୟତ୍ରୀଙ୍କ ହାତ ଲେଖା ଦରଖାସ୍ତ ମିଳିଥିଲା।

ପିଏଏନ ସ୍କୁଲରୁ ୨୦୦୯ ମସିହାରେ ରୋଲ ନମ୍ବର ୦୨ବିସି ୦୨୫ ଥାଇ ରିତାଞ୍ଜଳୀ ପ୍ରଥମ ଶ୍ରେଣୀରେ ପାସ କରିଥିବା ଜଣା ପଡିଥିଲା। ପି ଏ ଏନ ସ୍କୁଲ ଅଫ ଏଜୁକେସନ, ବାଂକୋଇ ଖୋର୍ଦ୍ଧାରୁ ମିଳିଥିବା ସେକଣ୍ଡରୀ ଟିଚର୍ସ ଟ୍ରେନିଂ ସାର୍ଟିଫିକେଟ(ସିଟି)କୁ ନେଇ ଛବି ପାତ୍ର ନାମ୍ନୀ ମହିଳା ଜଣଙ୍କ ଏହି ପ୍ରମାଣ ପତ୍ରର ତଦାରଖ ପାଇଁ ବୋର୍ଡ ଅଫ ସେକଣ୍ଡାରୀ ଏଜୁକେସନର ଦ୍ୱାରସ୍ଥ ହେଲେ। ଅଶୋକ ନଗର, ଭୁବନେଶ୍ୱର ରେ ଥିବା ବୋର୍ଡର ଜୋନାଲ ଅଫିସକୁ ୨୪। ୬। ୨୦୨୪ରେ ସୂଚନା ଅଧିକାର ଆଇନିରେ ମାଗିଥିବା ତଥ୍ୟ ଚିଠି ନମ୍ବର ୪୪୬ ତା୨୨। ୭। ୨୦୨୪ରେ ତାଙ୍କୁ ମିଳିଛି। ଭେରୀଫାଏ ରିପୋର୍ଟରୁ ମିଳିଛି ଅନେକ ରହସ୍ୟ ଭରା ତଥ୍ୟ। ବୋର୍ଡ ଅଫ ସେକଣ୍ଡାରୀ ଏଜୁକେସନ ଜୋନାଲ ଅଫିସ ର ଉପନିର୍ଦେଶକ ତଥା ଜନ ସୂଚନା ଅଧିକାରୀ ସିଟି ପ୍ରମାଣ ପତ୍ରକୁ ଭୁଲ ବୋଲି ଦର୍ଶାଇଛନ୍ତି ।

ଚିଠିରେ ସ୍ପଷ୍ଟ କରିଛନ୍ତି ପି ଏ ଏନ ସ୍କୁଲ ଅଫ ଏଜୁକେସନ ବାଂକୋଇ, ଖୋର୍ଦ୍ଧାରେ ୨୦୦୯ ମସିହାରେ ରିତାଞ୍ଜଳୀ ସାହୁ ନାମରେ କିମ୍ବା ୦୨ବିସି ୦୨୫ରୋଲ ନମ୍ବରରେ କେହି ନଥିଲେ। ସୂତରାଙ୍ଗ ବିଇଓ କାର୍ଯ୍ୟାଳୟରୁ ମିଳିଥିବା ଶିକ୍ଷୟତ୍ରୀଙ୍କ ତାଲିମ ବୋଲି ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଛବି ପାତ୍ର ଟାଙ୍ଗୀ ଚୌଦ୍ୱାର ବ୍ଲକ ଶିକ୍ଷା ଅଧିକାରିଣୀଙ୍କୁ ଦରଖାସ୍ତ ଲେଖି ଅବଗତ କରାଇଥିବା ସୂଚନା ମିଳିଛି। ବିଭାଗ ଅବଗତ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ବିଡମ୍ବନାର ବିଷୟ ପ୍ରମାଣ ପତ୍ର ଦାଖଲ ପାଇଁ ଶିକ୍ଷୟତ୍ରୀ ଜଣକ ବ୍ଲକ ଶିକ୍ଷ୍ୟା ଅଧିକାରିଣୀଙ୍କୁ ଲେଖିଥିବା ଦରଖାସ୍ତର ପ୍ରତିଟି ଧାଡିରେ ଭୁଲ। ସାଧାରଣ ଶିକ୍ଷୟତ୍ରୀ, ସ୍ଥାନରେ ଶିକ୍ଷତ୍ରୀ, ନିଶ୍ଚିନ୍ତା ଯାଗାରେ ନିଶ୍ଚିନାତ, ମାଟ୍ରିକ ବଦଳରେ ମାର୍ଟିକା, ସାର୍ଟିଫିକେଟ, ନଲେଖି କଟିଫିକଟ ଲେଖାରୁ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ସହ ଯୋଗାଯୋଗ ହୋଇ ନପାରିଥିବା ବେଳେ, ଏହା ଯାଞ୍ଚ ପ୍ରକ୍ରିୟାରେ ଅଛି ଖୁବ ଶୀଘ୍ର ଆପଣ ମାନେ ଜାଣିପାରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ବ୍ଲକ ଅଧିକାରିଣୀ କୁନ୍ତଳା ଖଟୁଆ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version