No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଭାରତ ସରକାର ଙ୍କ ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ମାଇ ଭାରତ ଫୁଲବାଣୀ ତରଫରୁ ଅଭିଜ୍ଞ ଶିକ୍ଷଣ କାର୍ଯ୍ୟକ୍ରମ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ଠାରେ ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇ ଥିଲା l
ଏହି କାର୍ଯ୍ୟକ୍ରମ ରେ ଦଶ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି l ସେହି ମାନଙ୍କ ମଧ୍ୟରେ ସିବେନ୍ଦ୍ର ଡିଗାଲ, ପିଣ୍ଟୁ ସେଠି, ବିଜୟ ପ୍ରଧାନ, ରଞ୍ଜନ ବିନ୍ଧାଣୀ, ମିନି କଂହର, ରଚିତାରାଣୀ ସାହାଣୀ, କବିତା କର,ଭବାନୀ ଗୁରୁ, ଶ୍ରାବଣୀ ସାହାଣୀ,
ମାମାଲି ସାହାଣୀ,ଏବଂ ସତ୍ୟବାନ ଦଳବେହେରା,ରାଜକିଶର ପ୍ରଧାନ, କଲ୍ୟାଣୀ କଂହର ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମ କରିଥଲେ l ଏହି କାର୍ଯ୍ୟକ୍ରମ ଟି 27.9.2024 ରିଖ ପଯ୍ୟନ୍ତ ଚାଲିବ ବୋଲି ଜ଼ିଲ୍ଲା ଯୁବ ଅଧିକାରୀ ଅବଗତ କରି ଥିଲେ l

No Result
View All Result