• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସବୁଜ ସଂକଳ୍ପ ଯୁବ ସଂଗଠନ ଆନୁକୂଲ୍ୟରେ ମେଗା ବୃକ୍ଷରୋପଣ ଓ ସ୍ଵେଚ୍ଛାକୃତ ଅଙ୍ଗଦାନ ପାଇଁ ଶିବିର ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
September 17, 2024
in ଓଡ଼ିଶା, ପୁରୀ, ହୋମ୍
0
ସବୁଜ ସଂକଳ୍ପ ଯୁବ ସଂଗଠନ ଆନୁକୂଲ୍ୟରେ ମେଗା ବୃକ୍ଷରୋପଣ ଓ ସ୍ଵେଚ୍ଛାକୃତ ଅଙ୍ଗଦାନ ପାଇଁ ଶିବିର ଅନୁଷ୍ଠିତ
Share on FacebookShare on TwitterWhatsapp

୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ତୁଳସୀ ଦୁଇପତ୍ର ରୁ ବାସେ ଓ ବିଛୁଆତି ଦୁଇପତ୍ର ରୁ କୁଣ୍ଡାଏ l ଠିକ ସେହିପରି ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ଗଣେଶ୍ୱରପୁର ପଞ୍ଚାୟତ ର ଗଳଦାରୀ ଗ୍ରାମରେ ଆଜି ଭଳି ପବିତ୍ର ଦିବସ ଅବସରରେ ଶତାଧିକ ବୃକ୍ଷ ରୋପଣ କରାଯିବା ସହିତ ପ୍ରାୟ 20 ଜଣ ଶିକ୍ଷିତ ଯୁବକ ଓ ଯୁବତୀ ମାନେ ସ୍ୱେଚ୍ଛାକୃତ ଭାବେ ଅଙ୍ଗଦାନ ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ସଂକଳ୍ପ କରିଛନ୍ତି l

ଉକ୍ତ ଗ୍ରାମ ର ରମେଶ ବେହେରା ନାମକ ଜଣେ ଶିକ୍ଷିତ ଯୁବକ କିଛି ସାଙ୍ଗ ସାଥୀ ଙ୍କୁ ସାଙ୍ଗରେ ଧରି ଗ୍ରାମରେ ଥିବା ଖାଲି ସ୍ଥାନ ରେ ବୃକ୍ଷ ରୋପଣ କରିଥିଲେ l ତାହା କାଳକ୍ରମେ ଅନ୍ୟ ଗ୍ରାମର ଯୁବକ ଓ ଯୁବତୀ ଙ୍କୁ ପ୍ରଭାବିତ କରିବା ସହିତ ରମେଶ ଙ୍କ କାର୍ଯ୍ୟକଳାପ ପ୍ରତି ଆକୃଷ୍ଟ ହୋଇଥିଲେ lଉକ୍ତ ଅଞ୍ଚଳ ଟି ସଦାସର୍ବଦା ବନ୍ୟା ପ୍ରପଡ଼ିତ ଅଞ୍ଚଳ ହୋଇଥିବରୁ ପ୍ରତିବର୍ଷ ବନ୍ୟା ଜଳ ରେ ଅନେକ ଧନଜୀବନ ହାନୀ ହୋଇଥାଏ l

ତା ସତ୍ତ୍ୱେ ଉକ୍ତ ଅଞ୍ଚଳ ଟି ବର୍ତମାନ ସବୁଜ ସବୁଜିମା ରେ ଭରପୁର ହୋଇଛି l କେବଳ ସବୁଜ ସକଳ୍ପ ସଂଗଠନ ର ସଦସ୍ୟ ଓ ସଦସ୍ୟାମାନଙ୍କ ପାଇଁ ଆଜି ଏହା ସମ୍ଭବ ହୋଇପାରିଛି l ଖାଲି ଯେ ବୃକ୍ଷ ରୋପଣ କରନ୍ତି ତାହା ନୁହେଁ ବରଂ ବର୍ଷକ ବାରମାସ ବୃକ୍ଷ ର ସୁରକ୍ଷା ସହିତ ଯତ୍ନ ମଧ୍ୟ ନେଇଥାନ୍ତି l ବର୍ତମାନ ସୁଦ୍ଧା 5 ହଜାର ରୁ ଉର୍ଦ୍ଧ ବିଭିର୍ନ୍ନ କିସମର ବୃକ୍ଷ ରୋପଣ କରିସାରିଲେଣି l

ଦୁଇବର୍ଷ ଭିତରେ ଅନେକ ସଂସ୍ଥା ପକ୍ଷରୁ ସମ୍ମାନିତ ହେଵା ସହିତ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇସାରିଲେଣି l ଆଜି ସବୁଜ ସଂକଳ୍ପ ସଂଗଠନ ପକ୍ଷରୁ ବିଶ୍ୱ ଓଜନ ଦିବସ ସହିତ ଅଙ୍ଗଦାନ ର ଶିବିର ଅନୁଷ୍ଠିତ ମଧ୍ୟ କରାଯାଇଥିଲା l ତତସହିତ ସଂଗଠନ ପକ୍ଷରୁ 5 ଶହ ନାନାଦି ବୃକ୍ଷ ରୋପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଟି ନିକଟସ୍ତ ଗଳଦାରୀ ଗ୍ରାମ ଠାରେ ଥିବା ବାତ୍ୟାଶ୍ରୟ ସ୍ଥଳୀ ରେ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର, ଲେଖକ ତଥା ସମାଜ ସେବୀ ଶ୍ରୀଯୁତ୍କ ବଦ୍ରି ମିଶ୍ର ମୁଖ୍ୟ ବ୍ୟକ୍ତା ଭାବେ ଦୁଇ ଥର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ଅମରେଶ ନରେଶ ସାମନ୍ତ ସମ୍ମାନୀୟ ଅତିଥିଭାବେ ଶିକ୍ଷାବିତ୍ ତଥା ପରିବେଶବିତ୍ ଶ୍ରୀଯୁକ୍ତ ରାମକୃଷ୍ଣ ମହାନ୍ତି, ପରିବେଶବିତ୍ ପ୍ରସନ୍ନ ମହାପାତ୍ର, ଶ୍ରୀଯୁକ୍ତ ତାପସ ସାହୁ , ଫରେଷ୍ଟର ଶ୍ରୀମତୀ ବିଜୟଲକ୍ଷ୍ମୀ ଦାସ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Suryakheetra Foundation hosts Climate Conclave in Delhi

Suryakheetra Foundation hosts Climate Conclave in Delhi

August 10, 2026
ବାଙ୍କୋଇ – ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ

ବାଙ୍କୋଇ – ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ

August 10, 2026
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ – ଟିଟିଲାଗଡ ସେକ୍ସନ ନିରୀକ୍ଷଣ

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ – ଟିଟିଲାଗଡ ସେକ୍ସନ ନିରୀକ୍ଷଣ

August 10, 2026
ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ

ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ

August 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Suryakheetra Foundation hosts Climate Conclave in Delhi

Suryakheetra Foundation hosts Climate Conclave in Delhi

August 10, 2026
ବାଙ୍କୋଇ – ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ

ବାଙ୍କୋଇ – ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ

August 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version