୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଏନ୍ଏସି ଅନ୍ତର୍ଗତ ଅର୍କକୁଦ ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ଲୋରିୟା ଗୃପୁର ମୁଖ୍ୟ ନିହାର ସ୍ବାଇଁ ପୂଜାମଣ୍ଡପ ପରିସରରେ ଏକ ଭଜନ ସଂନ୍ଧ୍ୟାର ଆୟାଜନ କରିଥଲେ । ଏଥିରେ ତାଙ୍କୁ ସହଯୋଗ କରିଥଲେ ।

ଗ୍ରାମର ସମସ୍ତ ଅଧିବାସୀ ମାନେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳପୀ ମାନେ ଯୋଗ ଦେଇଥିଲେ । ସୋତାଙ୍କ ମାନେ ଭଜନରେ ବିଭୋର ହୋଇଥିଲେ । ମନ୍ମମଥ ମିଶ୍ର, ଶଶାଙ୍କ ଶେଖର, ପ୍ରମୁଖ ଯୋଗଦେଇ ଅନ୍ୟ ସହକଳାକାରଙ୍କ ସହିତ ସଙ୍ଗୀତ ପରିବେଷଣ କରିଥଲେ ।