No Result
View All Result
୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ସୌଜନ୍ୟ ଗୁଣପୁର ପୌରପରିଷଦ ସୁଭଦ୍ରା ଯୋଜନାର ଲମ୍ବା ଧାଡିରେ ଖରା,ବର୍ଷାରେ କେତେକ ମାଆମାନେ ପିଲା ଛୁଆ ମାନଙ୍କୁ ହାତରେ ଧରି ଜନ ସାଧାରଣଙ୍କୁ ଆଜି ମାଝୀ ସରକାରଙ୍କ ଯୋଜନାରେ ଲୋକମାନଙ୍କୁ ଅନ୍ତ ସନ୍ତଃ ହେଉଛନ୍ତି । ଏଥି ଯୋଗୁଁ ଲୋକେ ଅନ୍ତସନ୍ତଃ ଆଧାର ସହ ମୋବାଇଲ୍ ନମ୍ବର ସଂଲଘ୍ନ କରିବା ପାଇଁ ଏହି କୋଣରୁ ସେହି କୋଣ ଭିଳ ମଧ୍ଯରେ ଲମ୍ବା ଧାଡିରେ, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟା ଳୟରେ,ପୋଷ୍ଟ ଅଫିସ୍ କାର୍ଯ୍ୟା ଳୟରେ,ଜନ ସେବା କେନ୍ଦ୍ରରେ ପୋଡଶୀ ରାଜ୍ଯରୁ ଗ୍ରାମାଞ୍ଚଳକୁ ଦୌଡ ପ୍ରତିଯୋଗିତାର ସୀମାନ୍ତ ହିତାଧିକାରୀ ମାଆମାନଙ୍କୁ ଅସନ୍ତୁଷ୍ଟ ହୋଇ ପଡିଛନ୍ତି।
ସର୍ଭର୍ କଟି ଯାଉଛି,ଓଟିପି ପାଇବା ଅସମ୍ଭବ ହିତାଧିକାରୀ ମାଆମାନଙ୍କ ସହ ଏକ ଲୁଚ କାଳିର ଖେଳ ଖେଳୁଛି, ସୁଭଦ୍ରା ଯୋଜନାର ଲିଙ୍କ୍ । ସାଙ୍ଘାତିକ ପରିସ୍ଥିତି ମଧ୍ୟରେ ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଆଧାର ସହ ମୋବାଇଲ୍ ନମ୍ବର ସଂଲଘ୍ନ କରିବା ପାଇଁ ବିଏସ୍ ନାଲ୍ ଅଫିସ୍, ଜିଓ ଅଫିସ୍ କେନ୍ଦ୍ରରେ ଘୁରି ଘୁରି ବୁଲୁ ଥାଆନ୍ତି । ଲୋକେ ଏହି କେନ୍ଦ୍ରରୁ ସେହି କେନ୍ଦ୍ରକୁ ଦୌଡୁଛନ୍ତି, ଯୁଆଡ଼େ ଗଲେ ମଧ୍ଯ ସେହି ସାଂଘାତିକ ଅବସ୍ଥାରେ ଝରା ଜିର୍ଣ୍ଣରେ ପରିପୂର୍ଣ୍ଣ ।
ଏହି ଦିଗରୁ ସେହି ଦିଗ ଯାତ୍ରା ପଥ ଯିବା ଆସିବା,କିଏ କାହାର ତୋ ଅର୍ଥର ଅଭାବ ଶୂନ୍ଯର ଆଶଙ୍କା ଅସୁବିଧା ରହିଥିବା ବେଳେ କୁଲି ନାଲି କରି ବଞ୍ଚିଥିବା ପରିବାରମାନଙ୍କୁ ସୁଭଦ୍ରା ଯୋଜନାର ପାଇଦା କି ପରି ଲାଭ ଜନକ ପାଇ ପାରିବେ,ତାହା ମାଆ ମାନେ ଚିନ୍ତାରେ ପଡୁଛନ୍ତି । ସୁଭଦ୍ରା ଯୋଜନାରେ କିଏ ଅଂଶିଦାର ହୋଇ ପାରିବ ଲୁଚ କାଳିର ଖେଳ ମଧ୍ୟରେ ସର୍ଭର୍ ଡାଉନ୍, ରାଜ୍ୟ ସରକାର ଦେଖିବାକୁ ବାକି ରହିଲା । ରାୟଗଡ଼ା ଜିଲ୍ଲାରୁ ସିମନ୍ ଦଳବେହେରାଙ୍କ ରିପୋର୍ଟ ତାଜା ନ୍ଯୁଜ୍ ଓଡ଼ିଶା ।
No Result
View All Result