No Result
View All Result
୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ରବିବାର,ରାଷ୍ଟ୍ରୀୟ ଲୋଟସ୍ ଚାରିଟେବୁଲ ଟ୍ରଷ୍ଟ ପରିବାର ତରଫରୁ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ଠାରେ ଅବସ୍ଥିତ ପତିତପାବନ ସେବା ଆଶ୍ରମ ରେ ୨୦୦ ରୁ ଉର୍ଦ୍ଧ ବୃଦ୍ଧ ପିତାମାତା, ଦୃଷ୍ଟିହୀନ, ଦିବ୍ୟାଙ୍ଗ ଏବଂ ଛୋଟ ଛୋଟ ପିଲାଙ୍କ ମନରେ ଛୋଟିଆ ଖୁସି ଭରିଦେବା ଉଦ୍ଦେଶ୍ୟରେ ରନ୍ଧା ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l
ଉକ୍ତ କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ହୋଇ ତାଙ୍କର ବୋହୁ ମୂଲ୍ୟ ସମୟ ଦେଇ ଆମ ଟ୍ରଷ୍ଟ ର ତୃତୀୟ କାର୍ଯ୍ୟକ୍ରମଟିକୁ ସଫଳତାର ସହିତ ସମ୍ପୂର୍ଣ କରିଥିବାରୁ ଟ୍ରଷ୍ଟ ତରଫରୁ ସମସ୍ତ ସଦସ୍ୟ ମାନଙ୍କୁ ଅନେକ ଅନେକ ଧନ୍ୟଵାଦ l
No Result
View All Result