• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୋଦରେଜ ଆଣ୍ଡ ବଏସ୍ ପକ୍ଷରୁ ଜୁଏଲର୍ସଙ୍କୁ ନୂଆ ନିୟମ ସମ୍ପର୍କରେ ସଚେତନ କରିବା ପାଇଁ ଭୁବନେଶ୍ଵରରେ ସଚେତନତା କାର୍ଯ୍ୟକ୍ରମ

Proprietor Abhimanyu Maharana by Proprietor Abhimanyu Maharana
September 4, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଗୋଦରେଜ ଆଣ୍ଡ ବଏସ୍ ପକ୍ଷରୁ ଜୁଏଲର୍ସଙ୍କୁ ନୂଆ ନିୟମ ସମ୍ପର୍କରେ ସଚେତନ କରିବା ପାଇଁ ଭୁବନେଶ୍ଵରରେ ସଚେତନତା କାର୍ଯ୍ୟକ୍ରମ
Share on FacebookShare on TwitterWhatsapp

0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଗୋଦରେଜ ଏଣ୍ଟରପ୍ରାଇଜେସ୍ ଗ୍ରୁପ୍ ଅଧୀନସ୍ଥ ଗୋଦରେଜ ଆଣ୍ଡ୍ ବସର ସୁରକ୍ଷା ସମାଧାନ ବ୍ୟବସାୟ ପକ୍ଷରୁ ବିଆଇଏସ୍ ଦ୍ଵାରା ନିର୍ଧାରିତ ନୂତନ ଶ୍ରେଣୀ ଇ-ମାନକ ଅନୁଯାୟୀ ଅଳଙ୍କାର କ୍ଷେତ୍ର ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଅତ୍ୟାଧୁନିକ ହାଇ ସିକ୍ୟୁରିଟି ଉତ୍ପାଦ ‘ଡିଫେଣ୍ଟର ଅରୁମ ପ୍ରୋ’କୁ ଉନ୍ମୋଚନ କରାଯାଇଛି । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ନୂତନ ଗୁଣବତା ନିୟନ୍ତ୍ରଣ ଆଦେଶ (ଜ୍ୟୁସିଓ) ପ୍ରଚଳନ କରାଯିବା ପରେ ଏହି ଶୁଭାରମ୍ଭ ଏକ ଗୁରୁତ୍ଵପୂର୍ବ ସମୟରେ ଆସିଛି। ଜୁନ୍ ୨୦୨୪ରୁ ଦିଆଇଏସ୍-ସାର୍ଟିଫାଏଡ ହାଇସିକ୍ୟୁରିଟି ସେଫ, ଜୋର ଏବଂ ସବର ବିକ୍ରି ବାଧ୍ୟତାମୂଳକ କରାଯାଇଛି। ଏହି ଆଦେଶ ଶିଳ୍ପରେ ଏକ ଗୁରୁତ୍ଵପୂର୍ଣ ପରିବର୍ତନର ଆହ୍ୱାନ ଡଗୁଛି ଯାହା ଗହଣା ବ୍ୟବସାୟୀମାନଙ୍କୁ ସେମାନଙ୍କର ସୁରକ୍ଷା ଭିତିଭୂମିକୁ ସାର୍ଟିଫାଏନ ଉତ୍ପାଦରେ ଅପଗ୍ରେଡ୍‌ କରିବାକୁ ବାଧ୍ୟ କରିବା ସହ ଜନ୍ନତ ସୁରକ୍ଷା ଏବଂ ମାନସିଡ କ୍ଳାନ୍ତି ସୁନିଶ୍ଚିତ କରୁଛି ।

ଗୋଦରେଜ ଆଣ୍ଡ ବଏସର ସୁରକ୍ଷା ସମାଧାନ ବ୍ୟବସାୟ ସୁରକ୍ଷା ମାନଦଣ୍ଡକୁ ଆଗକୁ ବଢ଼ାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଏବଂ ନୂତନ ‘ଡିଫେଣ୍ଡର ଅରୁମ ପ୍ରୋ କ୍ଳାସ ଇ-ସେଫ୍” ଏହି ପ୍ରତିବଦ୍ଧତାର ପ୍ରମାଣ । ଏହି ଉତ୍ପାଦ ଅତ୍ୟାଧୁନିକ ନିୟମାବଳୀ ଦ୍ବାରା ନିର୍ଧାରିତ ଆବଶ୍ୟକତାକୁ ପୂରଣ କରୁଛି । ଏହା ଗହଣା ବ୍ୟବସାୟୀମାନଙ୍କୁ ସେମାନଙ୍କ ମୂଲ୍ୟବାନ ସାମଗ୍ରୀ ପାଇଁ ଅତୁଳନୀୟ ସୁରକ୍ଷା ପ୍ରଦାନ କରିବ। ଅଳଙ୍କାର ଶିଳ୍ପ ପାଇଁ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଥିବା ବିଫେଣ୍ଡର ଅତୁମ ପ୍ରୋ’ ଗହଣା ବ୍ୟବସାୟୀଙ୍କ ଅନନ୍ୟ ଆବଶ୍ୟକ‌ତା ଅନୁଯାୟୀ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ପ୍ରଦାନ କରିଛି। ସେମାନଙ୍କ ମୂଲ୍ୟବାନ ଗହଣାକୁ ସୁରକ୍ଷିତ ରଖିବା ସହିତ ନିୟମାବଳୀ ଅନୁପାଳନକୁ ସୁନିଶ୍ଚିତ କରୁଛି ।

ଡିଫେଣ୍ଡର ଅଗ୍ରମ ପ୍ରୋ ବ୍ୟତୀତ ଗୋବରେକ, ଆଣ୍ଡ ଟିଏସର ସୁରକ୍ଷା ସମାଧାନ ବ୍ୟବସାୟ ‘ସ୍ମାର୍ଟଫୋଗ’ ସିଷ୍ଟମ୍ ଆରମ୍ଭ କରାଯାଇଛି । ଏହା ହେଉଛି ଏକ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଯାହା ଅନୁପ୍ରବେଶକାରୀଙ୍କୁ ଭାଗ କରୁଥିବା ଏକ କୁହୁଡ଼ିର ଆସ୍ତରଣ ସୃଷ୍ଟି ପୂର୍ବକ ଅଳିଲିକ୍ତ ସୁରକ୍ଷା ସ୍ତର ସୃଷ୍ଟି କରିଥାଏ। ଏହାକୁ ସୁରକ୍ଷାର ଅତିରିକ୍ତ ସ୍ତର ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ‘ଅନୁଗୋଲ୍ଡ’ ହେଉଛି ସୁନାର ଶୁଦ୍ଧତା ପରୀକ୍ଷା ମେସିନ ଯାହା ଗହଣା ବ୍ୟବସାୟୀମାନଙ୍କୁ ସୁନାର ଶୁଦ୍ଧତା ସୁନିଶ୍ଚିତ କରିବା ପାଇଁ ଏକ ନିର୍ଭରଯୋଗ୍ୟ ଉପକରଣ ପ୍ରଦାନ କରୁଛି। ଏହି ନବସୃଜନଗୁନିକ ଭାରତରେ ଗ୍ରହଣାଇ ସୁରକ୍ଷା ଆବଶ୍ୟକ‌ତା ପୂରଣ କରିବା ପ୍ରତି କଂପାନିର ପ୍ରତିବଦ୍ଧତାକୁ ଦର୍ଶାଇଛି ।

ଏହି ଅବସରରେ ଗୋଦରେଜ ଆଣ୍ଡ ଏସର ସୁରକ୍ଷା ସମାଧାନ ବ୍ୟବସାୟର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବ୍ୟବସାର ମୁଖ୍ୟ ପୁଷ୍କର ଗୋଟଲେ କହିଛତି ଯେ, “ନବସୃଜନ ଉପରେ ଆମର ନିରନ୍ତର ଧାନ ଏବଂ ଗ୍ରାହକଙ୍କ ପରିବର୍ତିତ ନିରାପଦ ଆବଶ୍ୟକତାକୁ ଆକଳନ କରିବାର ଆମର ଦକ୍ଷତା ଦ୍ଵାରା ଆମର ଯାତ୍ରା ନିର୍ଧାରିତ ହୋଇଛି। ‘ଡିଫେଶର ଅରୂମା ପ୍ରୋ କ୍ଲାସ କ-ସେଫ’ ପ୍ରଚଳନ ଏହି ଦିଗରେ ଏକ ପଦକ୍ଷେପ। ଭାରତରେ ଗହଣା ବ୍ୟବସାୟୀ  ଏବଂ ଗ୍ରାହକଙ୍କ ବିକଶିତ ଆବଶ୍ୟକତାକୁ ବୁଝିବା ପାଇଁ ଆମେ ନିୟାମଳମାନଙ୍କ ସହିତ ମିଳିତ ଭାବରେ କାର୍ଯ୍ୟ କରିଛୁ ଏବଂ ଆଧୁନିକ ସମୟତ ବିପଦରୁ ରକ୍ଷା କରିବା ଏବଂ ବିଶ୍ଵସ୍ତରୀୟ ମାନଦଣ୍ଡ ପୂରଣ କରିବାରେ ସକ୍ଷମ ସେଫ ପ୍ରଚଳନ କରିଛୁ। “ସ୍ମାର୍ଟଫୋଗ୍” ଏବଂ “ଅନୁଗୋଲ୍ଡ’ର ଶୁଭାରମ ଅଳଙ୍କାରକୁ ଦୃଷ୍ଟିରେ ରଖ୍ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଆମର ସମର୍ପଣକୁ ଦର୍ଶାଉଛି ଓଡ଼ିଶାରେ ଅଳଙ୍କାର ବଳାର ବୃଦ୍ଧି ପାଇଥିବା ବେଳେ ବିଶେଷ କରି ଭୁବନେଶ୍ଵରରେ ସାର୍ଟିଫାଏକ, ଉଚ୍ଚମାନର ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକ‌ତା ରହିଛି । ଆମେ ଏହି ପରିବର୍ଟନର ନେତୃତ୍ୱ ନେଇ ଗର୍ବିତ। ସେଥ‌ିପାଇଁ ଆମେ ସୁନିଶ୍ଚିତ କରିବା ପାଇଁ ଚାହୁଁଛୁ ଯେ, ବ୍ୟବସାୟୀମାନେ ସେମାନଙ୍କର ଗହଣାର ନିରାପରା ଚିନ୍ତା ଛାଡ଼ି ଆତ୍ମବିଶ୍ଵାସ ସହିତ କାର୍ଯ୍ୟ କରିପାରିବେ।”

ଗୁଣଚନା ନିୟନ୍ତ୍ରଣ ଆଦେଶ ପ୍ରଚଳନ ବର୍ତମାନ ସ୍ଥାନୀୟ ସ୍ତରରେ ନିର୍ମିତ, ଅଣବ୍ରାଶେଜ ସେଫ୍ ଉପରେ ନିର୍ଭର କରୁଥିବା ଗହଣା ବ୍ୟବସାୟୀଙ୍କ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି । ଏହି ନୂତନ ନିୟମ ଡିଫେଣ୍ଡର ଅରୁମ ପ୍ରୋ ପରି ସାର୍ଟିଫାଏଡ ଉତ୍ପାଦ ପ୍ରତି ଆଗ୍ରହ ବଢ଼ାଯିଇବ। ଏହା ଯାହା ଉଭୟ ଅନୁପାଳନ ଏବଂ ଉନ୍ନତ ସୁରକ୍ଷାର ଗ୍ୟାରେଣ୍ଡି ଦେଉଛି । ଓଡ଼ିଶାର ଅଳଙ୍କାର ବଳାଗରେ ଦୃଢ଼ ଅଭିବୃଦ୍ଧି ଘଟିଥିବା ବେଳେ ୫ ହଜାରରୁ ଅଧୁନ ଗଜଣା ବ୍ୟବସାୟୀ ହଲମାର୍ଚ ପାଇଁ ବିଆଇଏସରେ ପଞ୍ଜୀକୃତ ହୋଇଥିବାରୁ ଗୋବରେଜ ଆଣ୍ଡ ଟିଏସର ସୁରକ୍ଷା ସମାଧାନ ବ୍ୟବସାଯ ଏହି ଚଢ଼ୁଥିବା ଚାହିବାକୁ ପୂରଣ କରିବା ପାଇଁ ଉନ୍ନତ ସ୍ଥିତିରେ ରହିଛି ।

ଭୁବନେଶ୍ଵରରେ ପ୍ରତ୍ୟକ୍ଷ ସୁରକ୍ଷା ଉତ୍ପାଦଗୁଡ଼ିକର ବଜାର ଅଂଶ ୬୫% ରହିବ ବୋଲି ଆଶା କରାଯାଉଥିବା ଗୋଦରେଜ ଆଣ୍ଡ ବଏସଲ ନିରାପତା ସମାଧାନ ବ୍ୟବସାୟ ଆଗାମୀ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ବଜାର ଅଂଶ ହାସଲ କରିବାର କ୍ଷମତା ଉପରେ ବିଶ୍ଵାସ ରଖୁଛି । ଉଭାବନ ପ୍ରତି କମ୍ପାନୀର ପ୍ରତିବଦ୍ଧତା ଏବଂ ଏହାର ଦୃଢ଼ ସହଯୋଗୀ ନେଟୱାର୍କ ଏହାକୁ ଉଭୟ ଓଡ଼ିଶା ଏବଂ ସମସ୍ତ ଭାରତରେ ସୁରକ୍ଷା ସମାଧାନ କ୍ଷେତ୍ରରେ ଏକ ପ୍ରମୁଖ ସଂସ୍ଥା ଭାବେ ଇପସ୍ଥାପିତ କରିଛି । ଗୁରୁତ୍ୱପୂର୍ଣ କାଗଜପତ୍ର ଏବଂ କଲିକ ସମେତ ସେମାନଙ୍କର ମୂଲ୍ୟବାନ ସାମଗ୍ରୀର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ଵରରେ କାର୍ଯ୍ୟାଳୟ, ଅକଳାର ଏବଂ କର୍ପୋରେସନ ପାଇଁ ଗୋଦରେକ ଅଗ୍ନି-ପ୍ରତିରୋଧକ ସେଟରେ ବିନିଯୋଗ ବିଶେଷ ଗୁରୁତ୍ୱପୂର୍ଣ । ଏହି ସେଫ୍ ଗୁଡିକ ଗୁରୁତ୍ଵପୂର୍ଣ ସମ୍ପରିକୁ ଦୁର୍ଘଟଣାକୁ ରକ୍ଷା କରିବା ପାଇଁ ଏକ ନିର୍ଭରଯୋଗ୍ୟ ସମାଧାନ ପ୍ରଦାନ କରିଥାଏ, ଯାହା ଏହି ଅଞ୍ଚଳରେ ଅଗ୍ନି ନିରାପତ୍ତା ପଦକ୍ଷେପ ପାଇଁ ଥିବା ଚାହିଁବା ସହିତ ସମାନ ଅଟେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version