• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟିଭିଏସ ମୋଟର ପକ୍ଷରୁ ନୂଆ ଟିଭିଏସ ଜୁପିଟର ୧୧୦ ଉନ୍ମୋଚିତ; ଅତୁଳନୀୟ ଡିଜାଇନ : ଉନ୍ନତ ପ୍ରଦର୍ଶନ ସାଙ୍ଗକୁ ଅନ୍ୟ ସୁବିଧାସୁଯୋଗ

Proprietor Abhimanyu Maharana by Proprietor Abhimanyu Maharana
September 4, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଟିଭିଏସ ମୋଟର ପକ୍ଷରୁ ନୂଆ ଟିଭିଏସ ଜୁପିଟର ୧୧୦ ଉନ୍ମୋଚିତ; ଅତୁଳନୀୟ ଡିଜାଇନ : ଉନ୍ନତ ପ୍ରଦର୍ଶନ ସାଙ୍ଗକୁ ଅନ୍ୟ ସୁବିଧାସୁଯୋଗ
Share on FacebookShare on TwitterWhatsapp

0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଦୁଇଚକିଆ ଓ ତିନିଚକିଆ ଯାନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଅଟୋମୋବାଇଲ ନିର୍ମାତା ଟିଭିଏସ ମୋଟର କଂପାନି ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଟିଭିଏସ ଜୁପିଟର ୧୧୦ ଉନ୍ମୋଚନ କରାଯାଇଛି। ଏହି ସ୍କୁଟରରେ ନୂଆ ପିଢ଼ିର ଇଂଜିନ ଓ ଶିଳ୍ପର ଅନେକ ପ୍ରଥମ ତଥା ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ବହୁ ସୁବିଧାସୁଯୋଗ ରହିଛି। ଏଥିରେ ରହିଛି ଅତୁଳନୀୟ ଡିଜାଇନ, ଦମଦାର ପ୍ରଦର୍ଶନ, ଅଧିକ ମାଇଲେଜ, ଆଧୁନିକ ପ୍ରଯୁକ୍ତି, ଆରାମ ଓ ସୁରକ୍ଷା ସହ ଅନ୍ୟ ସୁବିଧାସୁଯୋଗ । ଟିଭିଏସ ଜୁପିଟର ଏକ ଅତୁଟ ବନ୍ଧୁ ହୋଇରହିଛି ଏବଂ ଏହା ୬.୫ ନିୟୁତ ଗ୍ରାହକଙ୍କ ବିବିଧ ଆବଶ୍ୟକତା ପୂରଣ କରୁଛି ।

ଏହାର ଉନ୍ମୋଚନ ଅବସରରେ ଟିଭିଏସ ମୋଟର କଂପାନିର ବରିଷ୍ଠ ଉପସଭାପତି ତଥା କମ୍ୟୁଟର ବିଜନେସ ଏବଂ କର୍ପୋରେଟ ବ୍ରାଣ୍ଡ ଓ ମିଡିଆ ମୁଖ୍ୟ ଶ୍ରୀ ଅନିରୁଦ୍ଧ ହାଲଦାର କହିଛନ୍ତି ଯେ, “ଗତ ଦଶନ୍ଧିରେ ଟିଭିଏସ ମୋଟରର ସ୍କୁଟର ପୋର୍ଟଫାଲିଓରେ ଟିଭିଏସ ଜୁପିଟର ୧୧୦ ଅଗ୍ରୀମ ସ୍ଥାନ ଅଧିକାର କରିଛି। କିଛି ବର୍ଷ ମଧ୍ୟରେ ୬.୫ ନିୟୁତ ପରିବାର ଏହା ଉପରେ ଭରସା ପ୍ରକଟ କରିଛନ୍ତି, ଯାହା ଏହାକୁ ଭାରତର ଅନ୍ୟତମ ବୃହତ ଅଟୋମୋଟିଭ ବ୍ରାଣ୍ଡରେ ପରିଣତ କରିଛି। ସମ୍ପୂର୍ଣ୍ଣ ନୂଆ ଟିଭିଏସ ଜୁପିଟରରେ ‘ଜ୍ୟାଦା କା ଫାଏଦା’ର ମୂଳମନ୍ତ୍ରକୁ ଆହୁରି ଦୃଢ଼ କରାଯାଇଛି। ଆବଶ୍ୟକତା ଅନୁସାରେ ଟର୍କ ପ୍ରଦାନ ସହିତ ଉନ୍ନତ ଇନ୍ଧନ ମିତବ୍ୟୟିତା ଏବଂ ବ୍ୟବହାର କରିବା ଲାଗି ଅଧିକ ସ୍ଥାନ ତଥା ସମସାମୟିକ ଡିଜାଇନ, ଏହି ସ୍କୁଟର ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଉତ୍କଷ୍ଟ ଉପସ୍ଥାପନା ଗ୍ରାହକମାନଙ୍କୁ ଉଲ୍ଲସିତ କରିବ ଏବଂ ଟିଭିଏସ ଜୁପିଟର ପାଇଁ ଭଲ ପାଇବା ସୃଷ୍ଟି କରିବ। ”

ଟିଭିଏସ ଜୁପିଟର ୧୧୦ରେ ରହିଛି ୧୧୩.୩ ସିସି, ସିଙ୍ଗିଲ ସିଲିଣ୍ଡର, ୪ ଷ୍ଟ୍ରୋକ ଇଂଜିନ ଯାହା ୫.୯ କିଲୋୱାଟ ଶକ୍ତି ଓ ୯.୮ ଏନଏମ ଟର୍କ ଉତ୍ପନ୍ନ କରୁଛି। ଆଇ-ଗୋ ଆସିଷ୍ଟ ପ୍ରଯୁକ୍ତି ପାଇଁ ଏହାର ପୂର୍ବ ମଡେଲ ତୁଳନାରେ ଏଥିରେ ମାଇଲେଜରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ଏଥିରେ ଇଂଟେଲିଜେଂଟ ଇଗ୍ନିସନ ଓ ସ୍ୱୟଂକ୍ରିୟ ଷ୍ଟାର୍ଟ-ଷ୍ଟପ ସୁବିଧା ଓ ଇଂଟିଗ୍ରେଟେଡ ଷ୍ଟାର୍ଟର ଜେନେରେଟର ଭଳି ସୁବିଧା ରହିଛି। ଏହାର ସାମ୍ନାରେ ବଡ଼ ଇନ୍ଧନ ଟାଙ୍କି, ଲମ୍ବା ସିଟ, ଗୋଡ଼ ରଖିବା ଲାଗି ଅଧିକ ସଥାନ ଓ ବଡି ବାଲାନ୍ସ ପ୍ରଯୁକ୍ତି ଆରାମକୁ ବଢ଼ାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଏଥିରେ ଦୁଇଟି ହେଲମେଟ ରଖିବା ପାଇଁ ସ୍ଥାନ, ମେଟାଲ ମ୍ୟାକ୍ସ ବଡି, ଫଲୋ ମି ହେଡଲ୍ୟାମ୍ପ, ଟର୍ଣ୍ଣ ସିଗନାଲ ଲ୍ୟାମ୍ପ ରେଷ୍ଟ, ଜରୁରୀକାଳୀନ ବ୍ରେକିଂ ପାଇଁ ସତର୍କ ସୂଚନା ଆଦି ରହିଛି।

ସେହିପରି ଟିଭିଏସ ଜୁପିଟର ୧୧୦ର ଅନ୍ୟତମ ସୁବିଧାଗୁଡ଼ିକ ହେଉଛି ସମ୍ପୂର୍ଣ୍ଣ ଡିଜିଟାଲ ବ୍ଲୁ ଟୁଥ୍ ସକ୍ଷମ କ୍ଲଷ୍ଟର ଯେଉଁଥିରେ କଲ ଓ ଏସଏମଏସ ସୁବିଧା, ସ୍ୱର ଜରିଆରେ ନାଭିଗେସନ, ଫାଇଣ୍ଡ ମାଇଁ ଭେଇକିଲ, ୟୁଏସବି ମୋବାଇଲ ଚାର୍ଜର ଭଳି ସୁବିଧା ରହିଛି। ମୋଟରସାଇକଲ ଭଳି ଏଥିରେ ସାମ୍ନା ଟେଲିସ୍କୋପିକ ସସପେନସନ ଓ ୯୦/୯୦-୧୨ ଇଂଚ ଟାୟାର ରହିଛି। ସ୍କୁଟରକୁ ଏଗ୍ରୋନୋମିକ ଡିଜାଇନ ପ୍ରଦାନ କରାଯାଇଛି ଯାହାର ହାଣ୍ଡେଲ ବାର, ଫ୍ଲୋରବୋର୍ଡ, ସିଟର ଉଚ୍ଚତା, ଏଭଳି ଭାବେ ରଖାଯାଇଛି ଯେକୌଣସି ଉଚ୍ଚତା ଓ ଲିଙ୍ଗର ଚାଳକଙ୍କୁ ଆରାମ ପ୍ରଦାନ କରିବ।

ପିଆନୋ ବ୍ଲାକ ଫିନିସ ଓ ସିଗ୍ନେଚର ଇନଫିନିଟି ଲାଇଟ ଏହାକୁ ସମ୍ଭ୍ରାନ୍ତ ଛାପ ପ୍ରଦାନ କରୁଛି । ଅତି ଯତ୍ନ ସହକାରେ ପ୍ରସ୍ତୁତ କରାଯାଇଥିବା ନୂଆ ଟିଭିଏସ ଜୁପିଟର ୧୧୦ ଡନ ବ୍ଲୁ ମ୍ୟାଟ, ଗାଲାଟିକ କପର ମ୍ୟାଟ, ଟାଇଟାନିୟମ ଗ୍ରେ ମ୍ୟାଟ, ଷ୍ଟାରଲାଇଟ ବ୍ଲୁ ମ୍ୟାଟ, ଲୁନାର ହ୍ୱାଇଟ ଗ୍ଲସ ଓ ମେଟେଓର ରେଡ ଗ୍ଲସ ରଙ୍ଗରେ ଉପଲବ୍ଧ ହୋଇଛି। ଏହାର ଏକ୍ସ ସୋ’ରୁମ ଦାମ ଓଡ଼ିଶାରେ ୭୮,୬୦୦ ଟଙ୍କାରୁ ଆରମ୍ଭ ହୋଇଛି। ଏହି ସ୍କୁଟର ଡ୍ରମ, ଡ୍ରମ ଆଲୟ, ଡ୍ରମ ଏସଏକ୍ସସି ଓ ଡିସ୍କ ଏସଏକ୍ସସି ଭଳି ଚାରିଟି ଭାରିଆଂଟରେ ଉପଲବ୍ଧ ହୋଇଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ

ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ

November 1, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

November 1, 2026
ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

November 1, 2026
ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

RASHTRIYA EKTA DIWAS OBSERVED AT KHURDA ROAD DIVISION

November 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ

ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ

November 1, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

November 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version