• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେନାମି ନମ୍ବରରେ ପୋଲିସ ଏଏସଆଇ ଚଲାଇଛନ୍ତି ମୋଟର ସାଇକେଲ

Proprietor Abhimanyu Maharana by Proprietor Abhimanyu Maharana
August 22, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ବେନାମି ନମ୍ବରରେ ପୋଲିସ ଏଏସଆଇ ଚଲାଇଛନ୍ତି ମୋଟର ସାଇକେଲ
Share on FacebookShare on TwitterWhatsapp

୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା  :-> ସରକାରଙ୍କ ପରିବହନ ବିଭାଗ ଗାଡିମୋଟର ପଲ୍ୟୁସନ ଓ ଗାଡିର ନମ୍ବର ପ୍ଲେଟ ପରିବର୍ତ୍ତନ କରିବା ପାଇଁ ଅନେକ ଥର ବିଗ୍ୟାଂପନ ବାହାର କରି ଲୋକ ମାନଙ୍କୁ ସଚେତନ କରାଉଛନ୍ତି । ପୋଲିସକୁ ଦାୟିତ୍ୱ ଦିଆଯାଇଛି ପୋଲିସ ମଧ୍ୟ ରାସ୍ତାରେ ଗାଡିମୋଟର କାଗଜପତ୍ର ଯାଚଂ କରି ଲୋକଙ୍କ ଠାରୁ ଜୋରିମାନା ଆଦାୟ କରୁଛି ଏବଂ କେତେକ ଗାଡିକୁ ଜବତ କରି କେସ କରୁଛି । ଆଇନର ରକ୍ଷକ ହେଉଛି ପୋଲିସ । ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପୋଲିସ ର କର୍ତ୍ତବ୍ୟ । ଯଦି ସାଧାରଣ ଲୋକଟି ଅସୁବିଧା ରେ ପଡିଥାଏ ତେବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥାଏ।ହେଲେ ଖୋର୍ଦ୍ଧା ଜିଲ୍ଲାରେ ଜଣେ ପୋଲିସ ଏଏସଆଇ ଚଲାଉଛନ୍ତି ବେନାମି ଗାଡି ନମ୍ବର ରେ ମୋଟର ସାଇକେଲ ।

ଦେଖନ୍ତୁ ଏ ହେଉଛନ୍ତି ସେହି ପୋଲିସ ଏଏସଆଇ ଭଗବାନ ନାୟକ।ଉକ୍ତ ଏଏସଆଇ ଜଣଙ୍କ ଦିର୍ଘଦିନ ହେବ ଜଂକିଆ ଥାନାରେ କାର୍ଯ୍ୟ କରୁଥିଲେ ସେ ସରକାରୀ କ୍ୱାଟର ପାଇ ରହୁଥିଲେ।ଜଂକିଆ ରେ ଥିବା ସମୟରେ ଚୋରା ପଥର ବେପାରୀ ଚୋରା ମଦ ବେପାରୀ ମାନଙ୍କ ସହିତ ସମ୍ପର୍କ ରଖି ଭଲ ମୁନାଫା କମାଇଥିଲେ।ଅନେକ ସମୟରେ ସେ ପଥର ଗାଡିକୁ ରାସ୍ତାରେ ଅଟକାଇ ଟଙ୍କା ଆଦାୟ କରୁଥିବା ଭିଜୁଆଲ ମଧ୍ୟ ହସ୍ତଗତ ହୋଇଛି।ଗତ ସାତମାସ ହେବ ତାଙ୍କର ବୋଲଗଡ ଥାନାକୁ ବଦଳି ହୋଇଥିଲା ସେଠାରେ ସେ ୨/୩ମାସ ରହିବା ପରେ ତାଙ୍କୁ ପୋଲିସ ହେଡ କ୍ୱାଟରକୁ ବଦଳି କରାଗଲା।ଉକ୍ତ ଏଏସଆଇ ଜଣଙ୍କ ଦିଘଦିନ ହେବ ଜଂକିଆ ଥାନାରେ ଥିବା ସମୟରୁ ଗୋଟିଏ ମୋଟର ସାଇକେଲ ଚଲାଉଛନ୍ତି ଯାହାର ନମ୍ବର OR05_AC_4119 ଉକ୍ତ ନମ୍ବର ଯାଚଂ କରିବା ପରେ ଜଣାପଡିଲାକି ଏହିଟି ଗୋଟିଏ ସ୍କର୍ପିଓ କାର ନମ୍ବର।ମୋଟର ସାଇକେଲ ରେ ଗୋଟିଏ ସ୍କର୍ପିଓ କାର ନମ୍ବର ଲେଖି ଚଲାଇବା ବେନାମି ।

ପୋଲିସ ଏଏସଆଇ ଜଣଙ୍କ ବେନାମି ନମ୍ବର ରେ ଗାଡି ଚଲାଉଥିବା ଜାଣି ଆମ ପ୍ରତିନିଧି ଉକ୍ତ ପୋଲିସ ଏଏସଆଇ ଜଣଙ୍କୁ ପଚାରିବାରେ ସେ ହଡବଡେଇ ହୋଇ ଗାଡି କାଗଜପତ୍ର ଠିକ ଅଛି କହି ମୁହଁ ଆଡେଇ ଜଂକିଆ ଥାନା ଭିତରେ ଥିବା କ୍ୱାଟରକୁ ଚାଲିଗଲେ।ପରବର୍ତ୍ତୀ ସମୟରେ ଜଣାପଡିଲା କି ଉକ୍ତ ଗାଡିର ନମ୍ବର ପରିବର୍ତ୍ତନ ହୋଇଛି।ପୂର୍ବରୁ ଗାଡି ନମ୍ବର ଥିଲା OR05_AC_4119 ଏବେ ହୋଇଛି OR05_AC_4419।ତେବେ ପୂର୍ବରୁ କର୍ତ୍ତବ୍ୟରତ ଜଣେ ପୋଲିସ ଏଏସଆଇ କାହିଁକି ଗୋଟିଏ ସ୍କର୍ପିଓ ନମ୍ବର ଥିବା ନମ୍ବରକୁ ମୋଟର ସାଇକେଲରେ ଲେଖି ଚଲାଉଥିଲେ ତାଙ୍କର ଉଦ୍ଦେଶ୍ୟ କଣ ଥିଲା।ପ୍ରକୃତ ରେ ସେହି ମୋଟର ସାଇକେଲ ଟିକୁ ଏଏସଆଇ କିଣିଛନ୍ତି ନା ସେ ମୋଟର ସାଇକେଲଟି ଚୋରା ଗାଡି।ଉକ୍ତ ଏଏସଆଇ ଜଣଙ୍କ ଖୋର୍ଦ୍ଧା ହେଡ୍ କ୍ୱାଟରକୁ ବଦଳି ହୋଇ ଯିବାପରେ ବିଭିନ୍ନ ଆଳ ଦେଖାଇ ନିଜର ସ୍ୱାର୍ଥ ସାଧନ ନିମନ୍ତେ କ୍ୱାଟର ଟିକୁ ନିଜ ଅକ୍ତିଆରରେ ରଖି ମାଡି ବସିଛନ୍ତି। ଯଦି କର୍ତ୍ତବ୍ୟରେ ଥିବା ଜଣେ ପୋଲିସ ଏଏସଆଇ ଏଭଳି ଭୁଲ କରନ୍ତି ତାଙ୍କ ପାଇଁ କଣ କାର୍ଯ୍ୟାନୁଷ୍ଠାନ ନେବେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ।ଏ ନେଇ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିକ୍ରିୟା ନେବାକୁ ଚାହିଁବାରୁ ସେ ଜଂକିଆ ଥାନା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଦେଖାଯାଉ ଉକ୍ତ ପୋଲିସ ଏଏସଆଇ ଜଣଙ୍କ ବିରୋଧରେ କଣ ହେଉଛି କାର୍ଯ୍ୟାନୁଷ୍ଠାନ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

July 3, 2026
TPCODL Gears Up for Rath Yatra 2026 with Robust Power Preparedness in Puri

TPCODL Gears Up for Rath Yatra 2026 with Robust Power Preparedness in Puri

July 3, 2026
TPWODL Strengthens Power Network to Ensure Reliable Electricity Supply During Monsoon

TPWODL Strengthens Power Network to Ensure Reliable Electricity Supply During Monsoon

July 3, 2026
ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ

July 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

July 3, 2026
TPCODL Gears Up for Rath Yatra 2026 with Robust Power Preparedness in Puri

TPCODL Gears Up for Rath Yatra 2026 with Robust Power Preparedness in Puri

July 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version