No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ବ୍ଲକ୍ ଫୁଟ୍ଟାସିଂ ଗ୍ରାମରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇଛି। ଆଜିର ସଭା ପରିଚାଳନା ପି ଏମ୍ ଶ୍ରୀ- ସୂର୍ଯ୍ୟ କାନ୍ତ ନାରାୟଣ ସଭାପତି ଭାବେ ପରିଚାଳନା କରିଥିବା ବେଳେ ଆଜିର ମୂଖ୍ଯ ଅତିଥି ମହାଶୟା ଶ୍ରୀ ମତୀ-ଅସୀମା ରାଓ ଉପସ୍ଥିତିରେ ପତାକା ଉତ୍ତୋଳନ କରୁଥିବା ଦେଖିବାକୁ ପାଇ ପାରୁଛୁ । ତ୍ରିରଙ୍ଗା ସବୁଜ ପତାକା ପ୍ରତ୍ୟେକ ଘରେ ଘରେ ଲୋକେ ଆଜି ସମ୍ମାନ ସହ ଏହା ମାନନ୍ତି, ପତାକା ଉତ୍ତୋଳନ ପରେ ସଲ୍ ଗାନରେ ସମବେତ ହୋଇ ମହାତ୍ମା ଗାନ୍ଧୀଙ୍କ ଜୀବନରେ ଯାହା ଏହି ଦେଶର ଜାତୀୟ ପିତା ବା ଜାତିର ପିତା ବୋଲି ଅବିଭାଷଣ ଦେଇଥିଲେ । 
ଅଗଷ୍ଟ ୧୫ ତଥା ଏହା ଏକ ସୂାଧୀନତାର ପର୍ବ ପାଳନକୁ ଦ୍ରଷ୍ଟିରେ ଆକ୍ଷେପ ରଖି ଦେଶ ବ୍ୟାପି ତ୍ରିରଙ୍ଗାର କାର୍ଯ୍ୟ କ୍ରମରେ ଆୟୋଜିତ ହୋଇଛି। ପ୍ରତ୍ୟେକ ଲୋକଙ୍କ ମଧ୍ଯରେ ହ୍ରଦୟ ସହ ଦେଶ ଭକ୍ତି ଜାଗ୍ରତ ତଥା ନିଜ ହାତରେ ଯେଉଁ ତ୍ରିରଙ୍ଗା ପତାକା ପ୍ରତି ଏକ ସମ୍ମାନ ଆତୁର କରି ରଖି ଦେଇଥିବା ଦେଖିବାକୁ ମିଳିଛି । ଫୁଟ୍ଟାସିଂ ଗ୍ରାମରେ ବ୍ରକ୍ଷ ରୋପଣ, ଚାରା ଲଗାଇବା ସହ ଏକ ସ୍ମୁତିର ଚିହ୍ନ ସହ ରୂପ ବୋଲି ଶ୍ରୀ ମତୀ- ଅସୀମା ରାଓ କହିଥିଲେ।
୭୮ ତମ ସୂାଧୀନତା ଦିବସ ଅବସରରେ ଆଜି ବ୍ରୁକ୍ଷ ରୋପଣ ଲାଞ୍ଜିଆ ସଉରା ଉନ୍ନୟନ ତରଫରୁ ପିଜୁଳି ଗଛ, ହଅଳା ଗଛ ଇତ୍ୟାଦି ଗଛ ବ୍ରୁକ୍ଷ ରୋପଣ ଲଗାଇ ଥିଲେ, ସ୍ମୁତିର ଚିହ୍ନ ଗଛ ଦ୍ବାରା ଏକ ସୂ ସୋବିତ ଗ୍ରାମବାସୀ ମାନଙ୍କ ମନ ଆତୁର ଆଜି ଖେଳି ଯାଇଛି । ଏହା ପରେ ସରକାରୀ ବାଳକ, ବାଳିକା ବିଦ୍ୟାଳୟ ଫୁଟ୍ଟାସିଂ ସ୍କୁଲର ଶିଶୁ କଳା ଛାତ୍ର ଛାତ୍ରୀମାନେ ନ୍ରୁତ୍ୟୁ ପରିବେଷଣ କରି ଦେଶ ପ୍ରେମୀ ସ୍ବାଧୀନତାର ଦିବସ ଅବସରରେ ଗୀତ ଗାନରେ ଲୋକମାନଙ୍କୁ ମନ ମୁଙ୍ଗଦ୍ଦ କରି ଦେଇଥିଲେ ।
ଉପସ୍ଥିତ ଲାଞ୍ଜିଆ ସଉରା ଆଦିବାସୀ ଉନ୍ନୟନ ସଂସ୍ଥା ତଥା ଓପିଲିପି କର୍ମକର୍ତ୍ତା ଗଣ ଏସ୍ ଓ ଶ୍ରୀମତୀ- ଅସୀମା ରାଓ, ପିମ୍ ଶ୍ରୀ-ସୂର୍ଯ୍ୟ କାନ୍ତ ନାରାୟଣ, ଏଡି ଡେବ୍ୟୁ, ଡବ୍ଲ୍ୟୁ ଇ, ଆକାଉଟେଣ୍ଟ୍,ଏମ୍ ଇ ଏସ୍,ପିଏଲ୍, ଡିଏଲ୍,ଏମ୍ ଆଇଏସ୍, ବିଏଲ୍ ଡବ୍ଲ୍ୟୁ ଇ, ସୁଫରବାଇଜର୍ ଶ୍ରୀ- ଅନେଶୀ ଶବର,ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ-ପ୍ରକାଶ ଚନ୍ଦ୍ର , ସହ କର୍ମଚାରୀ ଶ୍ରୀ- ଧର୍ମେନ୍ଦ୍ର ପାଣୀଗ୍ରାହୀ ୱାର୍ଡ ମେମ୍ବର ଶ୍ରୀ- ଡର୍ ସିଂ ଦଳବେହେରା,ଓଡିଶା ପ୍ରସିଦ୍ଧ ଲାଞ୍ଜିଆ ସଉରା ଆଦିବାସୀ କଳାକାର ନେତ୍ରୀ ଗଣ ରିଂଜିଙ୍ଗ୍ ତାଲ୍ ଗ୍ରାମର ତଥା ଗ୍ରାମର ମୂଖ୍ୟା ବ୍ରୁନ୍ଦ ସମବେତ ରହି ଉପସ୍ଥିତ ଥିଲେ । ରାୟଗଡ଼ା ଜିଲ୍ଲାରୁ ସିମନ୍ ଦଳବେହେରାଙ୍କ ରିପୋର୍ଟ ତାଜା ନ୍ଯୁଜ୍ ଓଡ଼ିଶା।

No Result
View All Result