No Result
View All Result
୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ଭାରତୀୟ ଜନତା ପାର୍ଟି ତରଫରୁ ପୁରୀ – କୋଣାର୍କ ବେଳା ମାର୍ଗରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା କପିଳେଶ୍ଵର ମନ୍ଦିର ନିକଟରେ ଏକ ଶୋଛଭାରତ ସଫେଇ କାର୍ଯ୍ୟ କର୍ମ ହୋଇ ଯାଇଛି । ଉକ୍ତ ସଫେଇ କାର୍ଯ୍ୟରେ କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ,
ନିମାପଡ଼ା ପୃବତନ ବିଧାୟକ – ବାଇଧର ମଲ୍ଲିକ, କୋଣାର୍କର ବରିଷ୍ଠ ବିଜେପି ନେତା – ପ୍ରଫୁଲ କୁମାର ପାତ୍ର, ପୂର୍ବତନ ପ୍ରଭାରୀ – ସୁରେନ୍ ପାଲ, ସୁତନ ଗ୍ରାମ ପଞ୍ଚାୟତର ବରିଷ୍ଠ ବିଜେପି ନେତା – ନିରଞ୍ଜନ ବେହେରା । ମଣ୍ଡଳ ସଭାପତି- ଗଜରାଜ ଜେନା, ବନାଖଣ୍ଡି ସରପଞ୍ଚ – ପ୍ରଜ୍ଞା ପରମିତା ନାୟକ, ତାରକୋର୍ ଯୁବ ନେତା – ଦିଲୀପ ପ୍ରଧାନ, ସତ୍ୟ ବରାଳ, ସନ୍ତୋଷ ପାତ୍ର,
ସଂଜୟ ବେହେରା,ବ୍ରହ୍ମାନନ୍ଦ ରାଉତ, ବିଦ୍ୟାଧର ବିଶ୍ଵାଳ ନିରଞ୍ଜନ ସ୍ୱାଇଁ ସମେତ ୨୦୦ ସହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରୁଥିଲେ। ଉକ୍ତ ସମସ୍ତ କାର୍ଯ୍ୟକୁ ସୁତନ ଗ୍ରାମ ପଞ୍ଚାୟତର ଭାରତୀୟ ଜନତା ପାର୍ଟିର ଯୁବ ନେତା ପ୍ରଶାନ୍ତ କୁମାର ସାହୁଙ୍କ ନେତୃତରେ ପରିଚାଳନା କରାଯାଇଥିଲା ।

No Result
View All Result