No Result
View All Result
୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି ଜିଲ୍ଲା ନୂଆଗଡ ବ୍ଲକ :-> ନୂଆଗଡ ବ୍ଲକ ସଦଭାବନା ଗୃହ ରେ ଏକ ସମଗ୍ର ଶିକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମେ ନୂଆଗଡ ବ୍ଲକ ର ଵିୟୁ ନୟନ ମଣ୍ଡଳ ବୈଠକ ଟିକୁ ଆଗେଇ ନେବାପାଇଁ ଵିୟୁ ନୟନ ମଣ୍ଡଳ ଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ସମସ୍ତ ଙ୍କୁ ସ୍ଵାଗତ ଜଣେଇ ନିଜର ପରିଚୟ ଦେଉଥିଲେ ।
ନୂଆଗଡ ବ୍ଲକ ର ବିଡ଼ିଓ ଲୋକନାଥ ଶବର ସମଗ୍ର ଶିକ୍ଷା ବିଷୟକୁ ନେଇ କିଛି ସମୟ ପାଇଁ ଆଲୋଚନା ତର୍ଜମା କରିସାରିବା ପରେ ବିୟୁ ନୟନ ମଣ୍ଡଳ ସମଗ୍ର ଶିକ୍ଷା ମାନେ କ’ଣ ତାହା ସ୍ପଷ୍ଟ ଭାବରେ ଏହି ଏକ ଦିବସୀୟ ଦକ୍ଷତା ବୃଦ୍ଧି ଶିବିର ବା ସମଗ୍ର ଶିକ୍ଷା ନୂଆଗଡ ବ୍ଲକ ଅନ୍ତର୍ଗତ ଯେତେ ସବୁ ୟୁପି ସ୍କୁଲ୍, ପ୍ରାୟମେରି ସ୍କୁଲ୍, ହାଇସ୍କୁଲ ପ୍ରତ୍ୟେକ ସ୍କୁଲର ପ୍ରଧାନ ଶିକ୍ଷକ ବା ଶିକ୍ଷୟତ୍ରୀ ଏବଂ ଏସ୍ ଏଫଟି,
ସିଏସ୍ଏ ମାନଙ୍କୁ ଶିଖେଇ ଦେଇଥିଲେ ବା ତାହା ସ୍ପଷ୍ଟ ଭାବରେ ବୁଝାଇଲେ । ପାରଳାଖେମୁଣ୍ଡି ରୁ ବାବୁଲା ବିଷୋୟୀ ମଧ୍ୟ କିଛି ସମୟ ନେଇ ସମଗ୍ର ଶିକ୍ଷାର କାର୍ଯ୍ୟ କିପରି କରାଯାଏ ତାହା ସିଏସ୍ଏ ମାନଙ୍କୁ ଏବଂ କାଗଜପତ୍ର କିପରି ରେକର୍ଡ ରେ ସଜାଇ ରଖିବାକୁ ହେବ ତାହା ଡିଏସ୍ଏ କହିଛନ୍ତି । ବ୍ଲକ ର ଡିଏସ୍ଏ, ସ୍କୁଲ୍ ର ପ୍ରଧାନ ଶିକ୍ଷକ ସିଏସ୍ଏ, ଏସ୍ଏଫ୍ ଟି, ବିଡ଼ିଓ ,ବୈଠକ ରେ ଯୋଗ ଦେଇଥିଲେ। ନୂଆଗଡ ବ୍ଲକ ର ଏବିୟୁ ଲିଙ୍ଗରାଜ କାର୍ଯ୍ୟୀ ଙ୍କ ଦ୍ଵାରା ବୈଠକ ଟିକୁ ସମାପ୍ତ କରାଗଲା । 

No Result
View All Result