• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନାହିଁ ନାହିଁରେ ଚାଲିଛି ଗୋପ ବ୍ଲକ

Proprietor Abhimanyu Maharana by Proprietor Abhimanyu Maharana
August 11, 2024
in ଓଡ଼ିଶା, ପୁରୀ, ହୋମ୍
0
ନାହିଁ ନାହିଁରେ ଚାଲିଛି ଗୋପ ବ୍ଲକ
Share on FacebookShare on TwitterWhatsapp

ଗୋପ ବ୍ଲକ ରେ ଏକାଧିକ ପ୍ରମୁଖ ପଦବୀ ପଦବୀ ଗୁଡିକ ଖାଲି ଥିବାରୁ ଉର୍ନୟନ ମୂଳକ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି l ( ଖାଲିଥିବା ପଦବୀ କୁ ପୂରଣ ପାଇଁ ଦାବୀ କଲା ଗୋପ ସୁରକ୍ଷା ମଞ୍ଚ ) ( ନାହିଁ ନାହିଁରେ ଚାଲିଛି ଗୋପ ବ୍ଲକ )

୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :->  ପୁରୀ ଜିଲ୍ଲାର ସର୍ବବୃହତମ ବ୍ଲକ ଟି ହେଉଛି ଗୋପ ବ୍ଲକ l ଏହା 31 ଟା ପଞ୍ଚାୟତ ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳ ର କିଛି ଏବଂ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀ ର କେନ୍ଦ୍ରବିନ୍ଧୁ ଅଟେ l ଏହାର ଲୋକ ସଂଖ୍ୟା ଓ ଭୌଗଳିକ ସ୍ଥିତି ଏବଂ ଅନ୍ୟାନ୍ୟ ବନ୍ଦୋବସ୍ତ କୁ ଦେଖିଲେ ଏକ ନିର୍ବାଚନ ମଣ୍ଡଳୀ ର ମାନ୍ୟତା ମିଳିବା କଥା କିନ୍ତୁ ବ୍ଲକ ସ୍ତରୀୟ ସ୍ଥାନୀୟ ନେତୃତ୍ୱ ମଣ୍ଡଳୀ ଙ୍କ ଅପାରଗତା ସାଙ୍ଗକୁ ନିର୍ବାଚିତ ଲୋକ ପ୍ରତିନିଧି ଙ୍କ ଇଚ୍ଛା ଶକ୍ତି ଅଭାବ ହେତୁ ଗୋପ ବ୍ଲକ ଆଜି ଅବହେଳିତ ଅବସ୍ଥାରେ ପଡ଼ିରହିଛି l ବିଗତ କିଛି ବର୍ଷଧରି ଗୋପ ବ୍ଲକ କାର୍ଯ୍ୟାଳୟରେ ପ୍ରାୟ 10 ଟି ବିଭାଗ ର ପ୍ରମୁଖ ପଦବୀ ଗୁଡିକ ଖାଲି ପଡ଼ିରହିଛି l ଖାଲି ପଡ଼ିଥିବା ପଦବୀ ଗୁଡିକ ହେଲା l

ଆସିଷ୍ଟାଣ୍ଡ ଏକଜୁଟିଭି ଇଞ୍ଜିନିଅର ପଦବୀଟି ଅନେକ ମାସ ଧରି ଖାଲି ପଡିଛି l ଠିକ ସେହିପରି
ଜୁନିଅର ଇଞ୍ଜିନିଅର ଦୁଇଟି ପଦବୀ ମଧ୍ୟ ଖାଲି ପଡିଛି l ଏଇ ପି ଓ ପଦବୀ ଖାଲି ରହିଛି କିନ୍ତୁ ସେହିଁ କାର୍ଯ୍ୟ କରିବା ପାଇଁ ନିମାପଡା ବ୍ଲକ ର ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ମିଳିଛି ସତ କିନ୍ତୁ ବର୍ତମାନ ସେହିଁ ବ୍ୟକ୍ତି ଜଣକ ଚାରୋଟି ବ୍ଲକ ଦାୟିତ୍ୱ ରେ ଥିବାରୁ ଗୋପ ବ୍ଲକ ରେ ତାଙ୍କୁ ଦେଖିବାକୁ ମିଳୁନାହିଁ l ଯାହାଫଳରେ ଅନେକ କାର୍ଯ୍ୟ ମାସ ମାସଧରି ପଡିରହୁଛି l ୱାଲଫର ଅସ୍ଟେନ୍ସନ ଅଫିସର ( ଡବ୍ଲୁ ଇ ଓ )- ପଦବୀ ଖାଲିଥିବାରୁ ଦୈନିକ ବିଭିର୍ନ୍ନ ପ୍ରକାର କାର୍ଯ୍ୟ ରୁ ସାଧାରଣ ଜନତା ବଞ୍ଚିତ ହେଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି l ବ୍ଲକ କାର୍ଯ୍ୟାଳୟ ରେ ପ୍ରମୁଖ ଭିମିକା ଗ୍ରହଣ କରୁଥିବା ପଦବୀ ଟି ହେଉଛି ସିନିଅର କ୍ଲର୍କ (ଏସ ସି ) ଯାହାଙ୍କ ଦ୍ଵାରା ସମସ୍ତ ସରକାରୀ କାର୍ଯ୍ୟ ହୋଇଥାଏ l

ବର୍ତମାନ ସିନିଅର କ୍ଲର୍କ ନଥିବା ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବ୍ଲକ କର୍ମଚାରୀ l ପଞ୍ଚାୟତ ଏଷ୍ଟେନ୍ସନ ଅଫିର (ପି ଇ ଓ ) ପଦବୀ ଟି ଖାଲିଥିବା ହେତୁ ପଞ୍ଚାୟତ ସ୍ତରୀୟ ଅନେକ ସରକାରୀ ଯୋଜନା ରେ ଅହେତୁକ ବିଳମ୍ବ ଘଟୁଛି l ପଞ୍ଚାୟତ ର ସମସ୍ତ ତଥ୍ୟ ସଂଗ୍ରହ କରୁଥିବା ପଦବୀ ଟି ହେଉଛି ଜି ଆର ଏସ ମୋଟ ପଦବୀ ସଂଖ୍ୟା ହେଲା 31 ପଦବୀ ମଧ୍ୟରୁ ରୁ ବର୍ତମାନ 27 ଟା ପଦବୀ ଖାଲି ପଡିଛି l କାରଣ ସେମାନଙ୍କ ମଧ୍ୟରୁ 22 ଜଣଙ୍କ ର ପଦର୍ନୀତି ହୋଇଥିବା ରୁ ନୂତନ ଜି ଆର ଏସ ନିଯୁକ୍ତି ଦିଆଯାଇନାହିଁ l ସ୍ଥାୟୀ ପିଅନ 6 ଜଣେଙ୍କ ମଧ୍ୟରୁ ମାତ୍ର ଜଣେ ବ୍ୟକ୍ତି ହିଁ କାର୍ଯ୍ୟ କରୁଛନ୍ତି ଆଉ ଚାରି ମାସ ପରେ ସେହିଁ ବ୍ୟକ୍ତି ଜଣକ ଚାକିରିରୁ ଅବସର ଗ୍ରହଣ କରିବେ l ଗୋପ ବ୍ଲକ ପରିସର ମଧ୍ୟରେ ଅନେକ କାର୍ଯ୍ୟାଳୟ ରହିଛି ତାର ସୁରକ୍ଷା ଦୁଷ୍ଟିରୁ ଦେଖିବାକୁ ଗଲେ ନିହାତି ଜଣେ ଜଗୁଆଳି ର ଆବଶ୍ୟକ ରହିଛି l

ବର୍ତମାନ ଉକ୍ତ ପଦବୀ ଟି ଦୀର୍ଘ ବର୍ଷ ହେଵ ଖାଲି ପଡିଛି ଯାହାଫଳରେ ବ୍ଲକ ପରିସର ରେ ଅନେକଥର ଚୋଟ ବଡ଼ ଚୋରୀ ହେଉଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି l ଗୋପ ବ୍ଲକ ଟି କୁଶଭଦ୍ରା ନଦୀ ବନ୍ଧ ପାର୍ଶ୍ଵ ଥିବା ହେତୁ ପୂର୍ବରୁ ଏଠାରେ ଏକ ଲଞ୍ଚ ରଖାଯାଇଥିଲା, କେତେବେଳେ ବନ୍ୟା ପାଇଁ ନଦୀବନ୍ଧ ରେ ଗଳିଆ ପଡିଲା କୀ ଘାଇ ସୃଷ୍ଟି ଅଥବା କୌଣସି ବିପଦ ଆସିଲେ ତତକ୍ଷଣାତ ପାସବର୍ତ୍ତୀ ଗ୍ରାମ କୁ ରିଲିଫ ସାମଗ୍ରୀ ନବା ଆଣିବାରେ ସହାୟକ ହୋଇଥାଏ l ଏହାଦ୍ଵାରା ଧନ ଜୀବନ ରକ୍ଷା କରିବାରେ ମୁଖ୍ୟ ସହାୟକ ହୋଇଥାଏ ଲଞ୍ଚ, କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଲା ଗୋପ ବ୍ଲକ ଟି ବନ୍ୟାଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଥିବା ଲଞ୍ଚ ଟି ସମ୍ପୂର୍ଣ ଅଚଳ ହେବାରୁ ବର୍ତମାନ କିଛି ଅଂଶ ରୁ ଯନ୍ତ୍ରାଂଶ ଆଦି ସାମଗ୍ରୀ ଚୋରୀ ହୋଇଗଲାଣି ଅଥବା ନଷ୍ଟ ହୋଇଗଲାଣି l

ଏଥିପାଇଁ ପୂର୍ବରୁ ଏକ ତାଲିମପ୍ରାପ୍ତ ଲଞ୍ଚ ଚାଳକ ଙ୍କୁ ସରକାର ଙ୍କ ତରଫଳରୁ ନିଯୁକ୍ତି ମିଳିଥିଲା କିନ୍ତୁ ସେ ପଦବୀ ଟି ଦୀର୍ଘ ବର୍ଷ ହେଵ ଖାଲି ପଡିଛି l ଏତେ ପଦବୀ ଯଦି ଗୋଟେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଖାଲି ରହିବ ତେବେ ସମସ୍ୟାର ସମାଧାନ ହେବ କିପରି ? ଉର୍ନୟନ ମୂଳକ କାର୍ଯ୍ୟ ହେବାରେ ବିଳମ୍ବ ହେବା ସ୍ୱାଭାବିକ କଥା l ମୁଖ୍ୟ ପଦବୀ ଗୁଡିକ ଖାଲି ହେତୁ ବ୍ଲକ ର ଅଧିକାଂଶ ଉର୍ନୟନ ମୂଳକ କାର୍ଯ୍ୟ ରେ ବ୍ୟାଘାତ ସୃଷ୍ଟି ହେଉଛି l ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ଆଦି ଜିଲ୍ଲା ପ୍ରଶାସନ ଙ୍କ ପାଖରେ ଦାବୀ କରିଛନ୍ତି ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ l ଖାଲିଥିବା ପଦବୀ ଗୁଡିକକୁ ତୁରନ୍ତ ପୂରଣ କରିବାପାଇଁ ଶ୍ରୀ ଗୋଛାୟତ ଗୋପ ବାସୀଙ୍କ ପକ୍ଷରୁ ଦାବୀ ଉପସ୍ଥାପନା କରିଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

June 25, 2026
ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

June 25, 2026
ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026

Recent News

ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

June 25, 2026
ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

June 25, 2026
ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

June 25, 2026
ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ

June 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version