• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରୀ ରଘୁନାଥ ଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟ : ଅଧ୍ୟକ୍ଷା ଙ୍କ ମନମୁଖୀ କାର୍ଯ୍ୟକଳାପ ରେ କର୍ମଚାରୀ ଓ ଛାତ୍ର ଛାତ୍ରୀ ଅସନ୍ତୁଷ୍ଟ

Proprietor Abhimanyu Maharana by Proprietor Abhimanyu Maharana
August 2, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଶ୍ରୀ ରଘୁନାଥ ଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟ : ଅଧ୍ୟକ୍ଷା ଙ୍କ ମନମୁଖୀ କାର୍ଯ୍ୟକଳାପ ରେ କର୍ମଚାରୀ ଓ ଛାତ୍ର ଛାତ୍ରୀ ଅସନ୍ତୁଷ୍ଟ
Share on FacebookShare on TwitterWhatsapp

ନିଜର ସ୍ବାର୍ଥ କୁ ଆଖି ଆଗରେ ରଖି ନିଜର ପ୍ରାଇଭେଟ୍ କୋଚିଂ ସେଣ୍ଟର୍ ଚଳାଇବା ନିମନ୍ତେ ସରକାରଙ୍କ ସମୟସୀମା କୁ ପାଳନ ନକରି କଲେଜ୍ ରେ ଶ୍ରେଣୀ ଶିକ୍ଷା ଓ ପରୀକ୍ଷା ପ୍ରଣାଳୀ କୁ ପରିବର୍ତ୍ତନ କରାଇଥିଲେ ।

୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଣିଆ :->  ଶ୍ରୀ ଶ୍ରୀ ରଘୁନାଥ ଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଗଣିଆ ରେ ୫ମାସ ହେଲା ଶ୍ରୀମତି ସଲିଳା ସେଠୀ ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତାଙ୍କର ମନମୁଖୀ କାର୍ଯ୍ୟକଳାପ ତଥା କଥା କଥା ରେ କର୍ମଚାରୀ ଙ୍କୁ ଅସଦାଚରଣ ଓ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିବା, କାରଣ ଦର୍ଶାଅ ନୋଟିସ୍ ଜାରି କରିବା, ନିଜେ କ୍ଲାସ୍ ନକରି ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଅପମାନିତ କରିବା ସହିତ ନିଜ ହାତରେ କ୍ୟାସ୍ ବୁକ୍, ପାସବୁକ୍ ରଖି ଅର୍ଥ ଉଠାଇ ମନ ମୁତାବକ ଖର୍ଚ୍ଚ କରିବା ସହିତ କର୍ମଚାରୀ ଙ୍କୁ ଧମକ ଚମକ୍ ନେଇ ଥାନା ରେ ବସାଇବା ଭଳି କାର୍ଯ୍ୟକଳାପ ଗଣିଆ ଅଞ୍ଚଳ ରେ ବୁଦ୍ଧି ଜିବୀ ମହଲ ରେ ଅତ୍ୟନ୍ତ ନିନ୍ଦନୀୟ ବିଷୟ ହୋଇଛି ।

ପ୍ରକାଶ ଥାଉ କି ଗଣିଆ ମହାବିଦ୍ୟାଳୟରେ (+୨) ପ୍ରାୟ ୫୦୦ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ସୂଚନା ଅନୁଯାୟୀ ଅନୁଯାୟୀ ଉକ୍ତ ଅନୁଷ୍ଠାନ ରେ ଇଂରାଜୀ ବିଷୟ (PGT)ରେ ଯୋଗ ଦେଇଥିବା ଶ୍ରୀମତି ସଲିଳା ସେଠୀ ଅଫିସ୍ କାର୍ଯ୍ୟ ରେ ବ୍ୟସ୍ତତା ଦେଖାଇ ନିଜ ଇଂରାଜୀ ବିଷୟ କ୍ଲାସ୍ କରୁନାହାନ୍ତି । ଯାହା ଫଳ ରେ ଛାତ୍ର ଛାତ୍ରୀ ଉଚିତ୍ ଶିକ୍ଷା ପାଇ ପାରୁନାହାନ୍ତି । ପ୍ରକାଶ ଥାଉ କି କଲେଜ୍ ର ଟଙ୍କା ଆତ୍ମସାତ କରିବା ଉଦ୍ଦେଶ୍ୟ ରେ ହେଡ୍ କ୍ଲର୍କ ଙ୍କୁ ଧମକ ଚମକ୍ ମଧ୍ୟ କରିଛନ୍ତି । କଲେଜ୍ ରେ DEO ଉପସ୍ଥିତ ନଥିବା ବେଳେ ଆଲମାରୀ ଚାବି ଭାଙ୍ଗି ନୂତନ ତାଲା ପକାଇବା କଥା ମଧ୍ଯ ଦୃଷ୍ଟି କୁ ଆସିଛି।

କର୍ମଚାରି ମାନେ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଅଭଦ୍ର ଭାଷା ରେ ଗାଳି ମଧ୍ୟ କରିଛନ୍ତି । ଜଣେ ଅଧ୍ୟକ୍ଷା ହୋଇ କର୍ମଚାରୀ ମାନଙ୍କୁ ଗାଳିଗୁଲଜ କରିବା ଅସମ୍ମାନ କରିବା ସହ ସାଧାରଣ କଥା ରେ ଥାନା ର ଦ୍ୱାରସ୍ଥ ମଧ୍ୟ ହେଇଥିଲେ । ଏହା ସହ ନିଜର ସ୍ବାର୍ଥ କୁ ଆଖି ଆଗରେ ରଖି ନିଜର ପ୍ରାଇଭେଟ୍ କୋଚିଂ ସେଣ୍ଟର୍ ଚଳାଇବା ନିମନ୍ତେ ସରକାରଙ୍କ ସମୟସୀମା କୁ ପାଳନ ନକରି କଲେଜ୍ ରେ ଶ୍ରେଣୀ ଶିକ୍ଷା ଓ ପରୀକ୍ଷା ପ୍ରଣାଳୀ କୁ ପରିବର୍ତ୍ତନ କରାଇଥିଲେ । ତାଙ୍କ ନିଜସ୍ୱ କୋଚିଂ ସେଣ୍ଟର ର ଛାତ୍ରଛାତ୍ରୀ ଙ୍କୁ କଲେଜ୍ ରେ ଅଧିକ ମାର୍କ ଦେବା ସହ ଅନ୍ୟ ଛାତ୍ର ଛାତ୍ରୀ ଙ୍କ ମାର୍କ କାଟିବା ପାଇଁ ଧମକ ଦେବା ମଧ୍ୟ ଜଣାପଡିଛି ।

ଶ୍ରୀମତି ସେଠୀ କଥା କଥା ରେ ‘ମୁଁ ଜଣେ S.C ଜାତି ର ମହିଳା ଏବଂ ମୋ ସ୍ବାମୀ ଜଣେ ସାମ୍ବାଦିକ’ କହି ଧମକ ଦେବା ସହ ପ୍ରତ୍ୟେକ ଦିନ କଲେଜ୍ ରେ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରୁଛନ୍ତି । ଯାହା ଫଳ ରେ କଲେଜ୍ ର ଶୈଖିକ ବାତାବରଣ ନଷ୍ଟ ହେବା ସହ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଂକ ମଧ୍ୟ ରେ ମାନସିକ  ଅଶାନ୍ତି ଦେଖାଯାଇଛି । ଏପରି ଉଦ୍ଧତତା ତଥା ଅନୁଷ୍ଠାନ ବିରୋଧୀ ଅଧ୍ୟକ୍ଷା ଙ୍କ ବେନିୟମ କାର୍ଯ୍ୟକଳାପ ନିମନ୍ତେ ସରକାରୀ ଅନୁସନ୍ଧାନ ତଥା ସଠିକ୍ ତଦନ୍ତ କରାଯିବା ପାଇଁ କଲେଜ୍ କର୍ମଚାରି ଙ୍କ ଦ୍ବାରା ଜିଲ୍ଲାପାଳ ତଥା ଉପଜିଲ୍ଲାପାଳ ,ଓଡ଼ିଶା ସରକାର ଙ୍କ ମାସ୍ ଏଯୁକେଶନ ଙ୍କୁ ଅଭିଯୋଗ ପତ୍ର କରିବା ପରେ ମଧ୍ୟ କାହିଁକି ସମାଧାନ ହୋଇପାରୁନାହିଁ ଏବେ ତାହା ବଡ଼ ପ୍ରଶ୍ନ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version