• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୟୂରଭଞ୍ଜରେ ମାଟ୍ରିକ ପରୀକ୍ଷାରେ ଅଧିକ ସଫଳତା ପାଇଁ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ : ମେଧାବୀ ମୟୂରଭଞ୍ଜ

Proprietor Abhimanyu Maharana by Proprietor Abhimanyu Maharana
August 1, 2024
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ମୟୂରଭଞ୍ଜରେ ମାଟ୍ରିକ ପରୀକ୍ଷାରେ ଅଧିକ ସଫଳତା ପାଇଁ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ : ମେଧାବୀ ମୟୂରଭଞ୍ଜ
Share on FacebookShare on TwitterWhatsapp

0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମୟୂରଭଞ୍ଜର ଛାତ୍ର ଛାତ୍ରୀ ମାନଙ୍କର ପୂର୍ଣ୍ଣ ବିକାଶ ଏବଂ ସାମର୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ: ମେଧାବୀ ମୟୂରଭଞ୍ଜ। ଚଳିତ ଶିକ୍ଷାବର୍ଷରେ ଆଗାମୀ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି ତତସହିତ ଜିଲ୍ଲାରେ ଶିକ୍ଷକ ମାନଙ୍କର ଶିକ୍ଷାଦାନର ପଦ୍ଧତିରେ ଉନ୍ନତି ପାଇଁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଗୁରୁବାର ଦିନ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ, ଜିଲ୍ଲାର ସମସ୍ତ ଶିକ୍ଷା ସହିତ ଜଡିତ ଅଧିକାରୀ ଏବଂ ସମସ୍ତ ହାଇସ୍କୁଲର ହେଡ଼ ମାଷ୍ଟରଙ୍କ ସହିତ ଆଭାସୀ ମାଧ୍ୟମରେ ବୈଠକ କରି ଏହି “ମେଧାବୀ ମୟୂରଭଞ୍ଜ” ପ୍ରୟାସକୁ ଉପଯୋଗୀ କରିବା ପାଇଁ ବାର୍ତ୍ତା ଦେବା ସହିତ ଏ ନେଇ ଏକ ଖସଡ଼ା ବିଷୟରେ ବିଶଦ ବିବରଣୀ ଦେଇଛନ୍ତି।

ପ୍ରକାଶ ଥାଉକି, ୯ମ ପାସ ପରେ ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀ ମାନଙ୍କ ଶ୍ରେଣୀ ପରୀକ୍ଷା ମାନକ ଅନୁଯାୟୀ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀଙ୍କ ବୌଦ୍ଧିକ ବିକାଶ ଦିଗରେ କାର୍ଯ୍ୟ କରିବେ। ପ୍ରଥମେ ଏ-୧ ସ୍ତରର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଏବଂ ବିଦ୍ୟାଳୟରେ ସହି ଶିକ୍ଷାବର୍ଷର ସମସ୍ତ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶତ ପ୍ରତିଶତ ରେଜଲ୍ଟ କରିବା ପାଇଁ ପ୍ରେରଣା ଦେବେ ଏବଂ ପାରାବାସରଟି ମୁହୂର୍ତ୍ତରେ ସମସ୍ତ ଛାତ୍ର ଛାତ୍ରୀଙ୍କ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ ପାଇଁ ମଧ୍ୟ ଉତ୍ସାହିତ କରିବେ। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଏହି ଧାରାକୁ ଅବ୍ୟାହତ ରଖି ପ୍ରତି ମାସରେ ପିତାମାତା ମାନଙ୍କ ସହିତ ଶିକ୍ଷକ ମାନେ ଛାତ୍ର ଛାତ୍ରୀଙ୍କ ପ୍ରଗତି ସମ୍ପର୍କରେ ଅବଗତ କରାଇବା ସହିତ ଘରେ ସେମାନଙ୍କ ପାଠ ପଢ଼ାର ପୂର୍ଣ୍ଣ ସୂଚନା ପ୍ରଦାନ କରିବେ।

ଏଫ ଗ୍ରେଡ଼ର ଛାତ୍ର ଛାତ୍ରୀଙ୍କ ଉପରେ ଶିକ୍ଷକ ମାନେ ବିଶେଷ ଧ୍ୟାନ ଦେବା ସହିତ ସେମାନଙ୍କ ସହ ପ୍ରେରଣାଦାୟକ ବାର୍ତ୍ତାର ଆଦାନ ପ୍ରଦାନ କରିବେ ଏବଂ ପ୍ରତି ଶନିବାର ଦିନ ଏହି ପ୍ରକାର ଶିକ୍ଷାଦାନର ସମୀକ୍ଷା ବିଦ୍ୟାଳୟର ହେଡ଼ ମାଷ୍ଟର କରିବେ। ଏଥିପାଇଁ ୨୬ଟି ବ୍ଲକରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ୨୬ଟି ଏକାଡେମିକ୍ ସମୃଦ୍ଧ କମିଟି ଗଠନ କରାଯାଇ ପାଠ୍ୟ ବିଷୟ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇ, ଛାତ୍ର ଛାତ୍ରୀଙ୍କର ପ୍ରାକ୍ଟିସ ଟେଷ୍ଟ କରାଯିବ ଏବଂ ସେହି ପ୍ରାକ୍ଟିସ ଟେଷ୍ଟ ଆଧାରରେ ପ୍ରତ୍ୟେକ ମାସରେ ଛାତ୍ର ଛାତ୍ରୀଙ୍କର ପ୍ରଗତି ମୂଲ୍ୟାଙ୍କନ କରାଯିବ। ଜିଲ୍ଲାରେ କାର୍ଯ୍ୟ କରୁଥିବା ପିଏ, ଆଇଟିଡିଏ, ବିଡ଼ିଓ, ତହସିଲଦାର ମାନେ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହେବେ ଏବଂ ସମସ୍ତ ବିଦ୍ୟାଳୟ ମାନେ ପ୍ରକାର ସହଯୋଗ କରିବେ।

ପ୍ରତ୍ୟେକ ସ୍କୁଲରେ ପରାମର୍ଶଦାତା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷାଦାନ ଶୈଳୀ ବିଷୟରେ ଅବଗତ କରାଇ ସେମାନଙ୍କୁ ପାଠପଢା ପ୍ରତି ଅଧିକ ଆକର୍ଷିତ କରାଇବେ ଏବଂ ପ୍ରମୁଖ କଥା ହେଲା ଏହି ପଦ୍ଧତି ଯୋଗୁଁ ଯେପରି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଉପସ୍ଥାନ ଶତ ପ୍ରତିଶତ ରୁହେ ସେ ପ୍ରତି ମଧ୍ୟ ଧ୍ୟାନ ଦେବେ। ଏଣୁ, ମେଧାବୀ ମୟୂରଭଞ୍ଜ ପ୍ରୟାସକୁ ସଫଳ କରୁଥିବା ବିଦ୍ୟାଳୟ ଏବଂ ବିଦ୍ୟାଳୟର ହେଡ଼ମାଷ୍ଟରଙ୍କୁ ପୁରସ୍କୃତ କରାଯିବ। ସହିତ ଶ୍ରେଷ୍ଠ କାର୍ଯ୍ୟ ପ୍ରଦର୍ଶନକାରୀ ଶିକ୍ଷକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅଭିନବ ପ୍ରୟାସର କାର୍ଯ୍ୟକୁ ଶିକ୍ଷା ସହିତ ଜଡିତ ସମସ୍ତ ଅଧିକାରୀ ପୂର୍ଣ୍ଣ ସହଯୋଗ କରିବେ ଏବଂ ନିରୀକ୍ଷଣ କରିବେ। ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଦୀପ୍ତି ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ଦାଶ, ବାରିପଦା ପିଏ, ଆଇଟିଡିଏ, ଶ୍ରୀ ପ୍ରଣୟ ବେହେରା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

April 28, 2026
ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମସ୍ୟା ଦୂରୀକରଣ ନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ପତ୍ର

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମସ୍ୟା ଦୂରୀକରଣ ନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ପତ୍ର

April 28, 2026
ପୂଜ୍ୟପୂଜା କମିଟି ପକ୍ଷରୁ ମଧୁ ଜୟନ୍ତୀ ପାଳିତ

ପୂଜ୍ୟପୂଜା କମିଟି ପକ୍ଷରୁ ମଧୁ ଜୟନ୍ତୀ ପାଳିତ

April 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

April 28, 2026
ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version