• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିରିଡି ପଞ୍ଚାୟତ ସମିତି ର ଷଷ୍ଠ ସାଧାରଣ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
July 19, 2024
in ଓଡ଼ିଶା, ଜଗତସିଂହପୁର, ହୋମ୍
0
ବିରିଡି ପଞ୍ଚାୟତ ସମିତି ର ଷଷ୍ଠ ସାଧାରଣ ବୈଠକ
Share on FacebookShare on TwitterWhatsapp

୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଜଗତସିଂହପୁର :->  ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ର ଷଷ୍ଠ ସାଧାରଣ ବୈଠକ ଗୁରୁବାର ସମିତି ଗୃହରେ ଅନୁଷ୍ଠିତ ହୋଇ ଯାଇଛି l ବିଡ଼ିଓ ବିଜୟ କୁମାର ବେହେରା ବୈଠକରେ ସଭାପତିତ୍ୱ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧକ୍ଷା ମମତା ପାତ୍ର, ଉପାଧ୍ୟକ୍ଷ୍ୟl ପିନାକୀ ପ୍ରିୟଦର୍ଶିନୀ, ଏମପି ବିଭୂପ୍ରସାଦ ତରାଇ, ବିଧାୟକ ଡ଼. ରମାକାନ୍ତ ଭୋଇ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ସଭ୍ୟା ଦିପ୍ତିମୟୀ ରାୟ, ଆତ୍ମା ର ଅଧକ୍ଷ ପ୍ରତାପ ବେହେରା ଙ୍କ ସହ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିଲେ l ବିଶେଷକରି ଗ୍ରାମୀଣ ଆବାସ ଯୋଜନା, ବିଦୁ୍ତବିଭାଗ, ଆଇସିଡ଼ିଏସ, ମିଶନ ଶକ୍ତି ଓ ଜୀବିକା ମିଶନ, ମନରେଗା, ଗ୍ରାମ୍ୟ ପରିମଳ ପାନୀୟ ଜଳ ଏବଂ ବିଭିନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା l

ପ୍ରଥମେ ବିଧାୟକ ଡ଼. ଭୋଇ ସମସ୍ତ ଜନପ୍ରତିନିଧି ଦଳଗତ ନିର୍ବିଶେଷରେ ମିଳିମିଶି ଜନସାଧାରଣ ଙ୍କ କାମ କରିବାକୁ ଆହ୍ୱାନ ଦେଇଥିଲେ l ସେହିପରି ଏମପି ଶ୍ରୀ ତରାଇ ସରକାରଙ୍କ ଯୋଜନା ଯେପରି ଠିକ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚେ ସେସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ l ବର୍ତମାନ ସୁଦ୍ଧା ଆବାସ ଯୋଜନା ରେ ବ୍ଲକକୁ 595ଟି ଗୃହ ଆସିଥିବାବେଳ ସେଥିରୁ 502 ଟି ସରିଛି l 93 ଟି ପଡ଼ିରହିଛି ବୋଲି ବିପିସି ମଧୁସ୍ମିତା ବିଶ୍ୱାଳ କହିଥିଲେ l ବାଇଶି ମୌଜା ରେ ଦୈନିକ ଘଣ୍ଟା ଘଣ୍ଟା ଧରି ଲାଇନ କାଟୁଥିବା ସରପଞ୍ଚ ଯୁଧିଷ୍ଠିର ବେହେରା ପ୍ରକାଶ କରିଥିଲେ l ତେବେ ନିମ୍ନ ମାନର ତାର ଓ ଇନ୍ସଲୁଟର ଲାଗିଥିବାରୁ ଲାଇନ କଟୁଛି ବୋଲି ଅଭିଯୋଗ କରିଥିଲେ l

ଜେଇ ପୁଲିନ ମଲ୍ଲ କହିଲେ ସେଗୁଡିକ ପୁରୁଣା ହେଲାଣି ସେଗୁଡିକ ପରିବର୍ତନ ପାଇଁ ଆମେ ଆକଳନ ପଠାଇଛୁ ସାଂକ୍ସନ ଆସିଲେ ନୂଆ କାମହେବ l ଏମପି, ଏମ ଏଲ ଏ ଅର୍ଥରେ ଲାଗିଥିବା ହାଇମାସ ଲାଇଟ ଗୁଡିକ ଅଳ୍ପଦିନ ଜଳି ଖରାପ ହୋଇ ପଡୁଛି ବୋଲି ଯୁଧିଷ୍ଠିର ବେହେରା ଓ ସମିତିସଭ୍ୟ ରଞ୍ଜନ ବେହେରା ବିଡ଼ିଓ ଙ୍କୁ କହିଥିଲେ l ବିଡ଼ିଓ ବେହେରା ସେଗୁଡିକ 3ବର୍ଷ କମ୍ପାନୀ ମରାମତି କରିବା ନିୟମ ଅଛି l ଯଦି ସମୟ ଥାଏ ତେବେ ନୂତନ ବଲ ଲଗାଯାଇ ପାରିବ ଏହି ଭଳି ଥିଲେ ଲେଖିକି ଦିଅନ୍ତୁ ବୋଲି କହିଥିଲେ l ବ୍ଲକରେ ମୋଟ 170ଟି ଅଙ୍ଗନ ୱାଡି କେନ୍ଦ୍ର ରହିଛି ସେଥିରୁ 2ଟିରେ କର୍ମୀ ନାହାନ୍ତି l

106 ଟି ର ନିଜସ୍ୱ ଘର ଅଛି,11ଟିକେନ୍ଦ୍ର ସ୍କୁଲ ରେ ଚାଲିଛି,22ଟି ଘର ଅଧା ପଡିଛି,6ଟି ଆରମ୍ଭ ହୋଇନି,25ଟି ଘର ଜାଗା ନଥିବାରୁ ଘର ହୋଇ ପାରୁନାହିଁ ବୋଲି ସୁପରଭାଇଜର ପ୍ରତିମା ସ୍ୱାଇଁ ଗୃହକୁ ଜଣାଇଥିଲେ l ମିଶନ ଶକ୍ତି ଜରିଆରେ ବ୍ଲକ ରେ କେତେଗୁଡିଏ ମହିଳା ଏସ ଏଚ ଜି ଗ୍ରୁପ କାର୍ଯ୍ୟକରି ଆତ୍ମନିର୍ଭର ଶିଳ ହୋଇଛନ୍ତି ସେଥି ମଧ୍ୟରୁ ଗୌରୀ ପ୍ରଡୁସର ଗ୍ରୁପ ଡ୍ରେସ କରି, ଅବଦୁଲ କଲାମ ଗ୍ରୁପ ମାଛ ଚାଷ, ଜୟ ମା ଲକ୍ଷ୍ମୀ ଗୁପ ମାଛ ଚାଷ କରି ଉପକୃତ ହୋଇଥିବା ବ୍ଲକ ସଂଯୋଜକ ମିଶନଶକ୍ତି ବିଜୟ ରଣା କହିଥିଲେ l

କେଉଁ ଆର୍ଥିକ ବର୍ଷରେ କେଉଁ ଯୋଜନାରେ କେତେ ଅର୍ଥ ବ୍ଲକ ଉପର ମହଲା ରେ ଖର୍ଚ୍ଚ ହୋଇଛି ସଭ୍ୟ ରଞ୍ଜନ ବେହେରା ପ୍ରଶ୍ନ କରିଥିଲେ ଉତ୍ତରରେ ବିଡ଼ିଓ ବେହେରା ସମୟ ଅଭାବରୁ ପରେ ଆସି ବୁଝି ଯିବେ ବୋଲି କହି ଥିଲେ l ପାନୀୟ ଜଳ ପ୍ରକଳ୍ପ ରେ ମୋଟ 24ଟି ପ୍ରକଳ୍ପ ଚାଲୁଚି ବୋଲି କନିଷ୍ଠ ଯନ୍ତ୍ରୀ ସ୍ଵାଗତିକା ସ୍ୱାଇଁ କହିଥିଲେ l ବହୁ ସ୍ଥାନରେ ପାଣି ଲୋକଙ୍କ ଘରେ ପହଂଚୁ ନାହିଁ ବୋଲି କେତେକ ସରପଞ୍ଚ ଅଭିଯୋଗ କରି ଥିଲେ ସେଗୁଡିକ ସମାଧାନ କରାଯିବ ବୋଲି କନିଷ୍ଟ ଯନ୍ତ୍ରୀ ସ୍ୱାଇଁ କହିଥିଲେ l ଶେଷରେ ଜିଲ୍ଲାପରିଷଦ ସଭ୍ୟ ଦାଶ ଧନ୍ୟବାଦ ଦେଇଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା

September 10, 2026
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା

September 9, 2026
TPNODL launches ‘Solar Rath’ campaign in Baleshwar to accelerate rooftop solar adoption

TPNODL launches ‘Solar Rath’ campaign in Baleshwar to accelerate rooftop solar adoption

September 9, 2026
 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ 

TPWODL Joins 3rd National Lok Adalat to Facilitate Resolution of Electricity Theft Cases 

September 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା

September 10, 2026
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା

September 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version