• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୋନି ପକ୍ଷରୁ ବ୍ରାଭିଆ ଥିଏଟର ବାର୍ ୮ ଓ ବାର୍ ୯ ସାଉଣ୍ଡ୍‌ବାର୍‌ର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
July 17, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ସୋନି ପକ୍ଷରୁ ବ୍ରାଭିଆ ଥିଏଟର ବାର୍ ୮ ଓ ବାର୍ ୯ ସାଉଣ୍ଡ୍‌ବାର୍‌ର ଶୁଭାରମ୍ଭ
Share on FacebookShare on TwitterWhatsapp

୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୋନି ଇଣ୍ଡିଆ ପକ୍ଷରୁ ବ୍ରାଭିଆ ଥିଏଟର ବାର୍ ୮ ଓ ବ୍ରାଭିଆ ଥିଏଟର ବାର୍ ୯ ସାଉଣ୍ଡବାର୍‌କୁ ଉନ୍ମୋଚନ କରାଯାଇଛି । ଏହି ଅତ୍ୟାଧନିକ ସାଉଣ୍ଡବାର୍ ଘରେ ସିନେମା ଭଳି ଅତୁଳନୀୟ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏଥିରେ ସୋନିର ଅଡିଓ ଓ ଭିଜୁଆଲ୍ ପ୍ରୁକ୍ତି ସହିତ ଇନ୍‌-ହୋମ୍ ମନୋରଂଜନ୍‌ର ଉନ୍ନତ ସୁବିଧାସୁଯୋଗ ରହିଛି । ସୋନିର ନୂଆ ବ୍ରାଭିଆ ଥିଏଟର ବାର୍‌କୁ ଘରେ ଟିଭି ଦେଖିବା ଅନୁଭୂତିକୁ ବଢ଼ାଇବା ଭଳି ପ୍ରସ୍ତୁତ କରାଯାଇଛି ଯାହା ବଡ଼ ସ୍କ୍ରିନ୍‌ର ଯାଦୁକୁ ଘର ଭିତରକୁ ଆଣିବ । ଷ୍ଟ୍ରିମିଂ ସେବାର ସମ୍ପ୍ରସାରଣ ହେଉଥିବାରୁ ଘରେ ମନୋରଂଜନର ଧାରା ବଢ଼ିବାରେ ଲାଗିଛି ।

୧୧ଟି ସ୍କିପର୍ ୟୁନିଟ୍‌ ଥିବା ବ୍ରାଭିଆ ଥିଏଟର୍ ବାର୍ ୮ ଓ ୧୩ଟି ସ୍କିପର୍ ଥିବା ବ୍ରାଭିଆ ଥିଏଟର ବାର୍ ୯ ଏହାର ଉନ୍ନତ ସାଉଣ୍ଡ ମାନ ଓ ପ୍ରଯୁକ୍ତି ଜରିଆରେ ଆପଣଙ୍କ ଟିଭି ଦେଖିବା ଅନୁଭୂତି ବଢ଼ାଇବ । ଏହି ଦୁଇ ପ୍ରକାର ସାଉଣ୍ଡ୍ ବାର୍‌ରେ ସୋନିର ନିଜସ୍ୱ ୩୬୦ ସ୍ପାଟିଆଲ୍ ସାଉଣ୍ଡ ମ୍ୟାପିଂ ପ୍ରଯୁକ୍ତି ବ୍ୟବହାର କରାଯାଇଛି ଏଥିରେ ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ସାଉଣ୍ଡ ଆସିବ ଯାଦ୍ୱାରା ଟିଭି ଦେଖିବା ମଜାଦାର ହୋଇପାରିବ । ପୂର୍ବରୁ ଫାଂଟ୍‌ମ ସ୍ପିକର୍ ସୃଷ୍ଟି କରିବା ଲାଗି ଉଭୟ ସାଉଣ୍ଡ ବାର୍ ଓ ପଛ ସ୍ପିକର୍ ଦରକାର ହେଉଥିଲା । କିନ୍ତୁ ବ୍ରାଭିଆ ଥିଏଟର ବାର୍ ୮ ଓ ୯ରେ ଗୋଟିଏ ସାଉଣ୍ଡ ବାର୍‌ରେ ଏହି କାମ ହୋଇିବ । ବ୍ରାଭିଆ ଥିଏଟର ବାର୍ ୮ ଓ ୯ରେ ସାଉଣ୍ଡ ଫିଲ୍‌ଡ ଅପ୍ଟିମାଇଜେସନ୍ ରହିଛି ଯାହା ଘରର ଗଢ଼ା ଶୈଳୀ ଅନୁସାରେ ସ୍ପିକର୍‌କୁ ଆଡଜଷ୍ଟ କରି ସାଉଣ୍ଡ ପ୍ରଦାନ କରିବ ।

ଏଥିରେ ଡଲ୍‌ବି ଆଟ୍‌ମସ୍ ଇମର୍ସିଭ୍ ଓ ଆଇମ୍ୟାକ୍ସ ଏନ୍‌ହାନ୍‌ସଡ୍ ସାର୍ଟିଫିକେସନ୍ ରହିଛି । ଆକୋଷ୍ଟିକ୍ ସେଂଟର ସିଙ୍କ ଜରିଆରେ ଟିଭି ପରଦାରେ ଚାଲୁଥିବା ଦୃଶ୍ୟ ସହ ଶବ୍ଦର ଉପଯୁକ୍ତ ସମନ୍ୱୟ ରହିବ । ଏଥିରେ ଥିବା ଭଏସ୍ ଜୁମ୍ ୩ ସୁବିଧା ସଂଳାପଗୁଡ଼ିକୁ ସଠିକ୍ ଭାବେ ଆପଣଙ୍କ କାନ ପର୍ଯ୍ୟନ୍ତ ପହଂଚାଇବ । ବ୍ରାଭିଆ କନେକ୍ଟ ଆପ୍ ଜରିଆରେ ଏହି ଦୁଇ ସାଉଣ୍ଡ ବାର୍‌ର ପରିଚାଳନା କରାଯାଇପାରିବ । ବ୍ରାଭିଆ ଥିଏଟର ବାର୍ ୮ ଓ ବାର୍ ୯ରେ ଥିବା ୩୬୦ ରିଅଲିଟି ଅଡିଓ ପ୍ରତିଟି କୋଣରୁ ଆପଣଙ୍କ ପାଖରେ ସାଉଣ୍ଡ ପହଂଚାଇବ, ଫଳରେ ଆପଣ ସଙ୍ଗୀତ ଶୁଣିବାର ପୂରା ମଜା ନେଇପାରିବେ । ଆପଣ ସଙ୍ଗୀତ ଶୁଣନ୍ତୁ କିମ୍ବା ଅନ୍ୟ କିଛି ଏହା ଅତି ସ୍ପଷ୍ଟ ଓ ଗଭୀର ଭାବେ ଆପଣଙ୍କ ପାଖରେ ତାହାର ଅଡିଓକୁ ପହଂଚାଇବ ।

ବ୍ରାଭିଆ ଥିଏଟର୍ ବାର୍ ୮ ଓ ବାର୍ ୯କୁ ସୋନିର ରିଟେଲ୍ ଷ୍ଟୋର୍‌, ସୋନି ସେଂଟର, ସୋନି ଏକ୍ସକ୍ଲୁସିଭ୍‌, ସୋନି ପୋର୍ଟାଲ୍‌, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷେ୍‌ାର୍ ଏବଂ ଇ-କମର୍ସ ୱେବସାଇଟ୍‌ରୁ ୨୦୨୪ ଜୁଲାଇ ୧୫ରୁ କିଣିହେବ । ବ୍ରାଭିଆ ଥିଏଟର ବାର୍ ୮ର ଦାମ୍ ୮୯,୯୯୦ ଟଙ୍କା ଓ ବାର୍‌ ୯ର ଦାମ୍ ୧,୨୯,୯୯୦ ଟଙ୍କା ରହିଛି । କିଛି ନିର୍ଦ୍ଦିଷ୍ଟ କାର୍ଡ ଉଭୟରେ ଉଭୟ ବାର୍‌ରେ ୮-୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ପ୍ରଦାନ କରାଯାଇଛି । ବ୍ରାଭିଆ ଟିଭି ସହିତ କିଣିଲେ ସ୍ୱତନ୍ତ୍ର ୮୦୦୦ ଟଙ୍କାର ରିହାତି ସୁବିଧା ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026
ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..?  – ମହାସଂଘ

ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..? – ମହାସଂଘ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version