• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଦ୍ୟାଧର ପୁର ଗ୍ରାମରେ ଆତଙ୍କ ଖେଳା ଉଛି ମାରାତ୍ମକ ଜଣ୍ଡିସ : ୩୦ଉର୍ଦ୍ଧ୍ବ ଆକ୍ରାନ୍ତ ଙ୍କ ଭିତରେ ଅଛନ୍ତି ଅନେକ ସ୍କୁଲ ଛାତ୍ର ଛାତ୍ରୀ – ଚିନ୍ତାରେ ଗ୍ରାମବାସୀ।

Proprietor Abhimanyu Maharana by Proprietor Abhimanyu Maharana
July 13, 2024
in ଓଡ଼ିଶା, ଯାଜପୁର, ହୋମ୍
0
ବିଦ୍ୟାଧର ପୁର ଗ୍ରାମରେ ଆତଙ୍କ ଖେଳା ଉଛି ମାରାତ୍ମକ ଜଣ୍ଡିସ : ୩୦ଉର୍ଦ୍ଧ୍ବ ଆକ୍ରାନ୍ତ ଙ୍କ ଭିତରେ ଅଛନ୍ତି ଅନେକ ସ୍କୁଲ ଛାତ୍ର ଛାତ୍ରୀ – ଚିନ୍ତାରେ ଗ୍ରାମବାସୀ।
Share on FacebookShare on TwitterWhatsapp

୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :->  ଆତଙ୍କ ଖେଳାଉଛି ମାରାତ୍ମକ ଜଣ୍ଡିସ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅଧିନ ନେଳିଆ ପଞ୍ଚାୟତ ବିଦ୍ୟାଧର ପୁର ଗ୍ରାମରେ ଦୂଷିତ ନଳ କୂଅ ପାଣି ପିଇ ଲୋକେ ଜଣ୍ଡିସ ରେ ଆକ୍ରାନ୍ତ ହେଉଛନ୍ତି , ଆତଙ୍କିତ ଅବସ୍ଥାରେ ଗ୍ରାମ ବାସୀ, ଗ୍ରାମର ୩୦ ରୁ ଉର୍ଦ୍ଧ୍ୱ ଜଣ୍ଡିସ ରୋଗର ଆକ୍ରାନ୍ତ ହୋଇ ଥିବା ଚିହ୍ନଟ ହୋଇ ଥିବା ବେଳେ, ଅଧିକ ରୁ ଅଧିକ ଅଳ୍ପ ବୟସ୍କ ଓ ସ୍କୁଲ ପିଲା ମାନେ ଆକ୍ରାନ୍ତ ହୋଇ ଥିବା ଜଣା ପଡିଛି । ଗ୍ରାମ ବାସୀ ଙ୍କ କହିବାନୁଯାୟୀ, ଗାଁ ମଝି ଦେବୀ ଦାଣ୍ଡରେ ଥିବା ନଳକୂଅ ପାଣି ଉପରେ ଗ୍ରାମର ଶହରୁ ଉର୍ଦ୍ଧ୍ବ ପରିବାର ପାନୀୟ ଜଳ ଉପରେ ନିର୍ଭର କରିଥାନ୍ତି । ଖବର ପାଇ ବଡଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଏକ ମେଡିକାଲ ଟିମ୍ ଘଟଣା ସ୍ଥଳ ବୁଲି ଦେଖିବା ସହିତ ଲୋକ ମାନଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି ।

ତେବେ ମେଡିକାଲ ଟିମ୍ ଦୂଷିତ ନଳକୂଅ ପାଣିକୁ ପରୀକ୍ଷା ଲାଗି ନେଇ ଥିବା ବେଳେ, ମାରାତ୍ମକ ଜଣ୍ଡିସ ର ସଂକ୍ରମଣ ହେଉ ଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ । ବିଶେଷ ଭାବରେ ଗ୍ରାମବାସୀ ମାନେ ସଚେତନ ହେବା ସହିତ କିପରି ଜଣ୍ଡିସ ର ସଂକ୍ରମଣ କୁ ରୋକାଯାଇ ପାରିବ ସେ ସମ୍ପର୍କରେ ଟିମ୍ ସହିତ ଆଲୋଚନା କରିଥିଲେ । ତେବେ ଘଟଣା ସମ୍ପର୍କରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ ବଡଚଣା ମେଡିକାଲ ଅଧିକାରୀ ଅଶୋକ ମିଶ୍ର ।

ଉଲ୍ଲେଖ ଥାଉ କି, ଗ୍ରାମରେ ବାରମ୍ବାର ବର୍ଷା ଦିନ ଆସିଲେ ଲୋକମାନେ ଜଣ୍ଡିସ ରେ ଆକ୍ରାନ୍ତ ହେଉଛନ୍ତି,ଏହାର କାରଣ କଣ ? ଓ କାହିଁକି ନିରାକରଣ ଲାଗି ଉଚିତ୍ ପଦକ୍ଷେପ ନିଆଯାଉ ନାହିଁ , ବଡଚଣା ମେଡିକାଲ ଅଧିକାରୀ ଙ୍କ ଦୂର ଦୃଷ୍ଟି ର ଅଭାବ କାରଣରୁ ସାଧାରଣ ଲୋକେ ଏଭଳି ରୋଗର ଶିକାର ହେଉଛନ୍ତି ବୋଲି ଅଭିଯୋଗ ଆଣି ଛନ୍ତି ସମାଜସେବୀ ଅଶୋକ କୁମାର ବେହେରା । ତେବେ ଏହି ସଂକ୍ରମଣ କୁ ରୋକା ଯିବା ଲାଗି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version