୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ରାଜ୍ୟ ରେ ହାତୀ ମୃତ୍ୟୁ ଧିରେ ଧିରେ ବଢିବାରେ ଲାଗିଛି । ବିଗତ ୫ବର୍ଷ ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂରେ ୧୧ଟି ହାତୀ ମୃତ୍ୟୁ ବରଣ କରିଛନ୍ତି । ଆଜି ପୁଣି ଏକ ଦନ୍ତାହାତୀ ର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂ ଡମଣଭୂଇଁ ଠାରେ ଏକ ଦନ୍ତାହାତୀ ର ମୃତ୍ୟୁ ଘଟିଛି । ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇନାହିଁ ବନବିଭାଗ ଡିଏଫ୍ଓ,ଏସିଏଫ,ରେଜଂର ଓ ଓୟୁଏଟି ର ଡାକ୍ତରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
















