• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶା ଟ୍ରକ ମାଲିକ ମହାସଂଘ ତରଫରୁ ୯ ଦଫା ଦାବୀ ପତ୍ର ପ୍ରଦାନ

Proprietor Abhimanyu Maharana by Proprietor Abhimanyu Maharana
July 6, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡିଶା ଟ୍ରକ ମାଲିକ ମହାସଂଘ ତରଫରୁ ୯ ଦଫା ଦାବୀ ପତ୍ର ପ୍ରଦାନ
Share on FacebookShare on TwitterWhatsapp

୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଆଜି ଓଡିଶା ଟ୍ରକ ମାଲିକ ମହାସଂଘ ଓଡିଶା ରାଜ୍ୟ ସଭାପତି ଶ୍ରୀ ପୁରଞ୍ଜନ ପାଢ଼ୀ ଏବଂ ଓଡ଼ିଶାର ବିଭିର୍ଣ୍ଣ ଜିଲ୍ଲାରୁ ଆସିଥିବା କମିଟି ସଦସ୍ୟ ମାନେ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କୁ ଭେଟି ଅଭିନନ୍ଦନ ଜ୍ଞାପନ କରିବା ସହ ୯ ଦଫା ଦାବୀ ଉପସ୍ଥାପନା କରିଥିଲେ |

୯ ଦଫା ଦାବୀ :-> 

୧. ବହୁତ ଦିନ ପୂର୍ବରୁ ଗାଡି ଭଡା ସର୍ବନିମ୍ନରେ ନିର୍ଦ୍ଧାରିତ ହୋଇଥିଲା ମାତ୍ର ଅଦୃଶ୍ୟ କାରଣ ବଶତଃ ସର୍ବାଧିକ ରେଟରେ ନିର୍ଧାରଣ କରିଦିଆଗଲା ଯାହାଫଳରେ ନିରୀହ ଟ୍ରକ ମାଲିକ ମାନେ ବହୁତ କ୍ଷତି ସହିଆସୁଅଛନ୍ତି | ତେଣୁ ଆପଣଙ୍କୁ ବିନମ୍ର ପ୍ରାର୍ଥନା ବର୍ତ୍ତମାନର ଡିଜେଲ, ଟୋଲ ଟ୍ୟାକ୍ସ ଏବଂ ପରିଚାଳନା ଖର୍ଚ୍ଚକୁ ଧ୍ୟାନରେ ରଖି ୬, ୧୦, ୧୨, ୧୪, ୧୬, ୧୮, ୨୨ ଚକିଆ ଗାଡି ପାଇଁ ସର୍ବନିମ୍ନ ଭଡା ମୂଲ୍ୟ ନିର୍ଧାରଣ କରାଯାଉ |

୨. ପ୍ରଥମେ ଆସି ପହଞ୍ଚି ଥିବା ଗାଡି ଗୁଡିକୁ ପ୍ରଥମେ ଲୋଡ଼ ମିଳିବା ପାଇଁ ବ୍ୟବସ୍ଥା କରାଯାଉ |

୩. ବର୍ତ୍ତମାନ ରେଳ ଗାଡ଼ିରେ ଖଣିଜ ଦ୍ରବ୍ୟ ବ୍ୟାପକ ରୂପେ ପରିବହନ ହେତୁ ନିରୀହ ଟ୍ରକ ମାଲିକ ମାନେ ବହୁତ କ୍ଷତି ସହିଆସୁଅଛନ୍ତି ଏଣୁ ଆପଣଙ୍କୁ ବିନୀତ ପ୍ରାର୍ଥନା ଏହାକୁ ୬୦:୪୦ ଭାଗରେ ( ଟ୍ରକରେ ୬୦ ପ୍ରତିଶତ ଏବଂ ରେଳରେ ୪୦ ପ୍ରତିଶତ )ପରିବହନ କରିବାକୁ ଏକ ପ୍ରସ୍ତାବ ପାରିତ କରାଯାଉ |

୪. ପଡୋଶୀ ରାଜ୍ୟ ମାନଙ୍କରେ ଓଡିଶା ଗାଡି ଗୁଡିକୁ ବିଭିର୍ଣ୍ଣ ଆଳ ଦେଖାଇ ବୋହୁ ମୋଟା ଅଙ୍କରେ ଆର୍ଥିକ ଦଣ୍ଡ ଦେଇ ଅକଥନୀୟ ଅତ୍ୟାଚାର କରାଯାଉଥିବାରୁ ଏହା ଉପରେ ବିଚାର କରି ଜଣେ ଦକ୍ଷ ଅଧିକାରୀଙ୍କୁ ପଡୋଶୀ ରାଜ୍ୟ RTO ଅଫିସ ଅଧିକାରୀ ମାନଙ୍କ ସହ ଆପଦ ସମୟରେ ଯୋଗାଯୋଗ କରିବାପାଇଁ ଦାୟିତ୍ୱ ପ୍ରଦାନ କରାଯାଉ |

୫. ପୋର୍ଟ ଗୁଡିକରେ ଯେତିକି ଦ୍ରବ୍ୟ ରଖାଯାଇପାରିବ ସେତିକି ଗାଡିକୁ ପର୍ଯ୍ୟାୟ କ୍ରମେ ଲୋଡ଼ କରି ଛଡାଗଲେ ରାସ୍ତାରେ ହେଉଥିବା ଜାମ ଏବଂ ଦୁର୍ଘଟଣା ରୋକାଯାଇପାରିବ ଏବଂ ଏହା ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିଯିବ |

୬. ମାଇନିଂ ଅଫିସ ତରଫରୁ ପ୍ରତ୍ୟେକ ଟ୍ରାନ୍ସପୋର୍ଟ ମାନଙ୍କ ଉପରେ ଏକ ଲଗାମ ଲଗାଯାଉଥିଲା ପ୍ରତ୍ୟେକ ଲୋଡିଂ ଚାଲାଣ ଉପରେ ଭଡା ମୂଲ୍ୟ ଲେଖାଯାଉଥିଲା ଯାହାକି ବର୍ତ୍ତମାନ କେହି ମାନୁ ନଥିବାରୁ ଟ୍ରାନ୍ସପୋର୍ଟ ମାଲିକ ମାନେ ଟ୍ରକ ମାଲିକ ମାନଙ୍କୁ ଠକି ଆସୁଛନ୍ତି ଏଣୁ ବିନମ୍ର ପ୍ରାର୍ଥନା ଏହା ଉପରେ ଅଙ୍କୁଶ ଲଗାଯାଉ |

୭. ଟ୍ରକରେ ପରିବହନ ସମୟରେ ଦୁର୍ଘଟଣା ହେଉ କି ଚୋରୀର ଶିକାର ହେଇ ଲୋଡ଼ିଂ ଚାଲାଣ ହଜିଗଲେ ଗାଡି ମାଲିକଙ୍କୁ ଆତ୍ମହତ୍ୟା ସଦୃଶ ଅନୁଭବ ହେଲାଣି କାରଣ ଗୋଟେ ଟ୍ରିପରେ ୫୦୦୦ ରୁ ୬୦୦୦ ବାହାରିବା କଷ୍ଟ ସାଧ୍ୟ ସମୟରେ ଏହି ଚାଲାଣକୁ ଆଉଥରେ ଆଣିବାକୁ ହେଲେ ୨୫୦୦୦ ଟଙ୍କା ଆର୍ଥିକ ଦଣ୍ଡ ଅନ୍ୟାନ୍ୟ ଖର୍ଚ୍ଚ ସହ ୧୫ ଦିନ ପର୍ଯ୍ୟନ୍ତ ଗାଡି ବନ୍ଦ ରଖିବାକୁ ପଡୁଛି ଏଣୁ ଆପଣଙ୍କୁ ବିନମ୍ର ପ୍ରାର୍ଥନା ସତ୍ୟପାଠ ସହ ପୋଲିସ ରିପୋର୍ଟ ସଂଯୋଗ କରାଯାଇ ମାଲିକଙ୍କ ଦ୍ୱାରା ପ୍ରଦାନ ମାତ୍ରେ ବିନା ଆର୍ଥିକ ଦଣ୍ଡରେ ଚାଲାଣ କପି ପ୍ରଦାନ କରାଯାଉ |

୮. ନଦୀରୁ ବାଲି ଉତ୍ତୋଳନ କରାଯାଉଥିବା ଅଞ୍ଚଳରେ CCTV କ୍ୟାମେରା ଲଗାଯାଇ ପାରିଲେ ପ୍ରକୃତ କେତେ ବାଲି ଉଠୁଛି ସରକାରଙ୍କ ପାଖରେ ହିସାବ ରହିବ ଏବଂ ତଦନୁଯାୟୀ ସରକାରଙ୍କ ରାଜସ୍ୱ ବିପୁଳ ଭାବରେ ବୃଦ୍ଧି ଘଟିବ ଏହା ଉପରେ ଉପଯୁକ୍ତ ପଦକ୍ଷେପ ନିଆଯାଇନଥିବାରୁ ଏକ ସଂଘ ଭାଗ ବାଲି ଘାଟ ନେଇଥିବା ଏବଂ ସେମାନଙ୍କୁ ସହଯୋଗୀଙ୍କ ପକେଟକୁ ଯାଉଛି କିନ୍ତୁ ଅକାରଣରେ ଟ୍ରକ ବା ହାଇବା ଗାଡି ମାଲିକଙ୍କୁ ବାଲିମାଫିଆ ଆଖ୍ୟା ଦେଇ ଆର୍ଥିକ ଦଣ୍ଡ ଏବଂ ଜେଲ ଦଣ୍ଡ ଦିଆଯାଉଅଛି ଏଣୁ ବିନମ୍ର ଅନୁରୋଧ ଏହି ବିଷୟରେ କଡା ପଦକ୍ଷେପ ନିଆଯାଉ |

୯. ସମସ୍ତ ଖଣି ଅଞ୍ଚଳ ଏବଂ ବନ୍ଦର ଅଂଚଳରେ ଗାଡି ପାର୍କିଂ ବ୍ୟବସ୍ଥା କରାଯାଉ | ମହାସଂଘ ଦ୍ୱାରା ପ୍ରଦତ୍ତ ଏହି ପ୍ରାର୍ଥନା ପତ୍ରକୁ ଗ୍ରହଣ କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ମହୋଦୟ ପ୍ରତିଶୃତି ଦେଇଥିଲେ | ଏହି ସାହାଯ୍ୟ ପାଇଲେ ଓଡ଼ିଶାର ଲକ୍ଷାଧିକ ଲୋକ ରାଜ୍ୟ ସରକାରଙ୍କ ଠାରେ ଚିରଋଣୀ ରହିବେ ବୋଲି ଶ୍ରୀ ପାଢ଼ୀ କହିଛନ୍ତି | ଏହି କାର୍ଯ୍ୟକ୍ରମରେ ଫିରୋଜ ବାଦଶାହା (ପାରାଦ୍ୱୀପ ) Wasn’t ସାହୁ(ଯାଜପୁର)ଅଶୋକ ଦାସ (ଭଦ୍ରକ )ସୁଶାନ୍ତ କୁମାର ଦାସ(କୋଇଡା )ଏସ କେ ଅହମ୍ମଦ ଚିଷ୍ଟି(ଭଦ୍ରକ) ବିରେନ କୁମାର ସାହୁ, ସୁନୀଲ କୁମାର ମହାନ୍ତି ବାରଙ୍ଗ ଟ୍ରକ ସଙ୍ଘ ସଭାପତି ଶ୍ରୀ ବିଜୟ କୁମାର ପଣ୍ଡା, ବାଟକୃଷ୍ଣ ରାଉତ ଜଗନ୍ନାଥ ପଟ୍ଟନାୟକ ରଶ୍ମି ରଞ୍ଜନ ସାହୁ ଉପସ୍ଥିତ ଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026
 Pattamundai set to host Birth Anniversary of Baraha Samal 

 Pattamundai set to host Birth Anniversary of Baraha Samal 

June 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version