୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତିର-ଲୋକିପୁର ମଧ୍ୟବର୍ତ୍ତୀ ସ୍ଥାନରେ ବ୍ୟକ୍ତିଗତ ଜମିରେ ଥିବା ଏକ ଜଙ୍ଗଲରୁ କେରଙ୍ଗ ପଞ୍ଚାୟତ ଅନ୍ତର୍ଗତ କୁମ୍ଭିଲୋ ଗ୍ରାମର ଦିପୁ ନାମକ ଜନୈକ ବ୍ୟକ୍ତି ଗଛ କାଟୁଥିବା ବେଳେ ଦୁଇଜଣ ବ୍ୟକ୍ତି ଗଛକଟା ମେସିନଟିକୁ ଜବତ କରିବା ସହ ୧ ଲକ୍ଷ ୨୦ ହଜାର ଟଙ୍କାର ଯୋରିମାନା ହୋଇଥିବାରୁ କେଶର ସମାଧାନ କରିବା ପାଇଁ ସିକୋ ରାଜସ୍ବ ନୀରିକ୍ଷକ ବିଶେଶ୍ୱର ରାୟ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ଦେବା ପାଇଁ କହିଥିଲେ ।















