No Result
View All Result


0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଜାତୀୟ ଡାକ୍ତର ଦିବସ ପାଳନ ହୋଇ ଯାଇଛି। ସକାଳ ୦୯ଟା ସମୟରେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ଆବାହକତ୍ଵରେ ସମସ୍ତ ସଦସ୍ଯ ମାନେ ମୁଖ୍ଯ ଚିକିତ୍ସାଳୟ ପରିସରରେ ପହଞ୍ଚି ସମସ୍ତ ଡାକ୍ତର ମାନଙ୍କୁ ଗୋଲାପ ଫୁଲ ଗୋଟିଏ ଗୋଟିଏ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କ୍ଳବ୍ ସଂପାଦକ ରୋଟାରିଆନ୍ ଅବିନାଶ ସାହୁ, ରୋଟାରିଆନ୍ ଆରିଫ୍ ଖାନ୍, ଶ୍ରୀଧର ସାହୁ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଜି ରଶ୍ମିରାଜ, ସନ୍ତୋଷ କୁମାର ନାୟକ, ବାସୁଦେବ ସାହୁ ,ପ୍ରସନ୍ନ କୁମାର ବସନ୍ତିଆ, ଲକ୍ଷ୍ମୀ ନାରାୟଣ ରଥ ଓ ମଦନମୋହନ ମହାପାତ୍ର ଯୋଗଦେଇ ଥିଲେ ।



No Result
View All Result