୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲବ୍ଲକ ଅଧୀନସ୍ଥ ଟଙ୍କପାଣି ସାଧନକେନ୍ଦ୍ର ଅନ୍ତର୍ଗତ ପତ୍ରାପାଳି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୂଡ଼ାମଣି ଧରୁଆ ଙ୍କ ଅବସର ସମ୍ବର୍ଦ୍ଧନା ଉତ୍ସବ ରେ ସୁନୀଲ କୁ ମହାନନ୍ଦ ଙ୍କ ଅଧକ୍ଷତାରେ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରୁଦ୍ରଦେବ ଷଢଙ୍ଗୀ ବିଆରସିସି ତଥା ଗୋଷ୍ଠୀ ସହ ଶିକ୍ଷ୍ୟା ଅଧିକାରୀ ଖପ୍ରାଖୋଲ ମୁଖ୍ୟ ଅତିଥି, ମିନିକେତନ ବରିହା ଗୋଷ୍ଠୀ ସହ ଶିକ୍ଷ୍ୟା ଅଧିକାରୀ ସମ୍ମାନିତ ଅତିଥି,















