• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୟୁଏଇ-ଇଣ୍ଡିଆ ସିଇପିଏ କାଉନ୍‌ସିଲ ଏବଂ ଇଣ୍ଡିଆନ ଚାମ୍ବର ଅଫ କମର୍ସ, ୟୁଏଇ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କରେ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଆଗ୍ରହୀ

Proprietor Abhimanyu Maharana by Proprietor Abhimanyu Maharana
June 26, 2024
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ୟୁଏଇ-ଇଣ୍ଡିଆ ସିଇପିଏ କାଉନ୍‌ସିଲ ଏବଂ ଇଣ୍ଡିଆନ ଚାମ୍ବର ଅଫ କମର୍ସ, ୟୁଏଇ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କରେ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଆଗ୍ରହୀ
Share on FacebookShare on TwitterWhatsapp

୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ୟୁଏଇ-ଇଣ୍ଡିଆ ସିଇପିଏ କାଉନ୍‌ସିଲ (ୟୁଆଇସିସି) ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ସହଯୋଗୀତାରେ ୟୁଏଇ-ଇଣ୍ଡିଆ କମ୍ପ୍ରିହେନ୍‌ସିଭ ଇକୋନୋମିକ ପାର୍ଟନରସିପ ଏଗ୍ରିମେଣ୍ଟ (ସିଇପିଏ)ର ଫାଇଦା ଉଠାଇବାକୁ ସୁଯୋଗଗୁଡିକ ସମ୍ପର୍କରେ ଆଲୋଚନା କରିବାକୁ ଓଡ଼ିଶାସ୍ଥିତ ପ୍ରାୟ ୩୦ ବ୍ୟବସାୟିକ ସଂସ୍ଥାକୁ ନେଇ ଏକ ବିଜିନେସ୍‌ ରାଉଣ୍ଡଟେବଲ୍‌ ଆୟୋଜନ କରିଥିଲେ । ସମ୍ମାନନୀୟ ଅବଦୁଲନାସେର ଆଲ୍‌ଶାଲି ପିଏଚ୍‌.ଡି. ଭାରତରେ ଅବସ୍ଥାପିତ ୟୁଏଇ ରାଷ୍ଟ୍ରଦୂତ ୟୁଏଇ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିବାବେଳେ ଏଥିରେ ଶ୍ରୀ ଅହମଦ ଅଲ୍‌ଜନିବି, ଡାଇରେକ୍ଟର ୟୁଆଇସିସି, ଶ୍ରୀ ମହମ୍ମଦ ହସିବ, ଷ୍ଟା୍ରଟେଜିକ କଣ୍ଟ୍ରି ମ୍ୟାନେଜର- ଇଣ୍ଡିଆ, ରାସ୍‌ ଅଲ୍‌ ଖାଇମାହ୍‌ ଇକୋନୋମିକ ଜୋନ୍‌ (ଆର୍‌ଏକେଇଜେଡ), ଏବଂ ଶ୍ରୀ ଯୋଗପାଲ ସିଂ, ଡାଇରେକ୍ଟର, କର୍ପୋରେଟ ଆଫେୟାର୍ସ, ଡିପି ୱର୍ଲଡ ସାମିଲ ଥିଲେ । ୟୁଏଇ ପାଇଁ ଓଡ଼ିଶାର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ସମ୍ମାନନୀୟ ଡ.ଅଲ୍‌ଶାଲି କହିଥିଲେ, “ୟୁଏଇ-ଭାରତ ଦ୍ୱିପାକ୍ଷିକ ଅଂଶୀଦାରୀତାକୁ ସମର୍ଥନ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହାର ଉଚ୍ଚ ବିକଶିତ ଖଣିଜ ଏବଂ ଶିଳ୍ପ କ୍ଷେତ୍ର ଏବଂ ମଜଭୁତ ମାନବ ସମ୍ବଳ ୟୁଏଇ ନିବେଶକଙ୍କ ନିମନ୍ତେ ପ୍ରମୁଖ ଆଗ୍ରହ ପାଲଟିଛି । ଆମେ ଦୃଢ ନିଶ୍ଚିତ ଯେ ଆଜିର କାର୍ଯ୍ୟକ୍ରମ ଓଡ଼ିଶାରେ ବ୍ୟବସାୟିକ ସଂସ୍ଥାଗୁଡିକ ନିମନ୍ତେ ବହୁବିଧ ଅର୍ଥନୈତିକ, ବାଣିଜ୍ୟ ଏବଂ ନିବେଶ ସୁଯୋଗର ଫାଇଦା ଉଠାଇବାକୁ ସୁନିଶ୍ଚିତ କରିବା ଦିଗରେ ଉପଯୋଗୀ ହେବ, ଯାହା ସିଇପିଏ ସ୍ୱାକ୍ଷର ଜରିଆରେ ଯୋଗାଇ ଦିଆଯିବ ।”

ନିଜର ବକ୍ତବ୍ୟରେ ଶ୍ରୀ ଅଲ୍‌ଜନିବି ୟୁଏଇ ସହିତ ଓଡ଼ିଶାର ମୋଟ ବାଣିଜ୍ୟରେ ଦ୍ରୁତ ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ । “୨୦୨୩-୨୪ ଆର୍ଥିକ ବର୍ଷରେ ୟୁଏଇ ଏବଂ ଓଡ଼ିଶା ମଧ୍ୟରେ ବାଣିଜ୍ୟ କାରବାର ୨.୬୩ ବିଲିଅନ ଆମେରିକୀୟ ଡଲାରରେ ପହଞ୍ଚିଥିଲା, ଏବଂ ଭାରତର୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ୟୁଏଇ ପାଇଁ ଓଡ଼ିଶା ଅଷ୍ଟମ ବୃହତ୍‌ ବାଣିଜି୍ୟକ ଅଂଶୀଦାର ଥିଲା । ଏହି ଗଠନମୂଳକ ବାଣିଜ୍ୟ ସମ୍ପର୍କକୁ ଅଧିକ ସୁଦୃଢ କରିବା ଏବଂ ପାରସ୍ପରିକ ଫାଇଦାଜନକ ଅଭିବୃଦ୍ଧି ନିମନ୍ତେ ନୂତନ ସୁଯୋଗ ଅନୁସନ୍ଧାନ କରିବା ଜରୁରୀ ହୋଇଛି । ଆଇସିସି ସହିତ ଅଂଶୀଦାର ବ୍ୟବସ୍ଥାରେ ୟୁଆଇସିସି ଓଡ଼ିଶାର ବ୍ୟବସାୟ ସଂସ୍ଥାଗୁଡିକୁ ସେମାନଙ୍କର ଆନ୍ତର୍ଜାତିକ ବାଣିଜ୍ୟ ଓ ନିବେଶ ଆକାଂକ୍ଷା ପୂରଣ ନିମନ୍ତେ ସମର୍ଥନ କରିବାକୁ ପ୍ରତିବଦ୍ଧ ରହିଛି ।”
ଓଡ଼ିଶା ହେଉଛି ଭାରତର ସର୍ବବୃହତ ଷ୍ଟିଲ, ଷ୍ଟେନଲେସ୍‌ ଷ୍ଟିଲ, ଫେରୋଆଲୟଜ୍‌, ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦନକାରୀ ରାଜ୍ୟ । ଭାରତରେ ଗଚ୍ଛିତ ନିକେଲ, ବକ୍ସାଇଟ, ଲୁହାପଥର ଏବଂ କୋଇଲା ଆଦିର ଉଲ୍ଲେଖନୀୟ ଅଂଶ ଓଡ଼ିଶାରେ ରହିଛି । ଚଳିତ ବର୍ଷଗୁଡିକରେ ୟୁଏଇ ଏବଂ ଭାରତ ମଧ୍ୟରେ ନିବିଡ ବାଣିଜ୍ୟକ ସହଭାଗୀତା ଏବଂ ନିବେଶ ନିମନ୍ତେ ଗଠନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଜୁନ୍‌ ମାସରେ ଓଡ଼ିଶା ସରକାର ଏବଂ ୟୁଏଇ କମ୍ପାନୀଗୁଡିକ ମଧ୍ୟରେ ୨.୭୬ ବିଲିଅନ ଆମେରିକୀୟ ଡଲାର ମୂଲ୍ୟର ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସବୁଠାରୁ ଉଲ୍ଲେଖଯୋଗ୍ୟ ହେଉଛି ଲୁଲୁ ଗ୍ରୁପ୍‌ ଓଡ଼ିଶାରେ ହାଇପରମାର୍କେଟ, ସପିଂ ମଲ୍‌ ଏବଂ କୃଷି ଓ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ହବ୍‌ ସ୍ଥାପନ କରିବା ସୁଯୋଗ ଅନୁଧ୍ୟାନ କରିବାକୁ ପ୍ରତିବଦ୍ଧ ରହିଛି । ୟୁଏଇ ଏବଂ ଭାରତ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ସିଇପିଏର ମୁଖ୍ୟ ଭୂମିକା ରହିଛି ଏବଂ ଦୁଇ ଦେଶମଧ୍ୟରେ ବାଣିଜ୍ୟ କାରବାର ୨୦୨୩-୨୪ ଆର୍ଥିକ ବର୍ଷରେ ୮୩.୬୪ ବିଲିଅନ ଆମେରିକୀୟ ଡଲାର ହୋଇଥିଲା । ମୂଲ୍ୟବାନ ମଣି ମାଣିକ୍ୟ ପଥର, ଗହଣା, ଡ୍ରଗ୍‌ସ୍‌ ଏବଂ ଫାର୍ମାସୁ୍ୟଟିକାଲ୍‌ସ୍‌ ଏବଂ ଫଳ ଓ ପନିପରିବା ଆଦି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଉଲ୍ଲେଖନୀୟ ବାଣିଜି୍ୟକ ଅଭିବୃଦ୍ଧି ସିଇପିଏର ଗୁରୁତ୍ୱକୁ ପ୍ରତିପାଦିତ କରୁଛି, ଯାହା ୨୦୨୩-୨୪ ଆର୍ଥିକ ବର୍ଷରେ ଯଥାକ୍ରମେ ୬୪ ପ୍ରତିଶତ, ୩୯ ପ୍ରତିଶତ ଏବଂ ୩୫ ପ୍ରତିଶତ ବୃଦ୍ଧିପାଇଛି । ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ୍‌ ରପ୍ତାନି ସ୍ଥଳ, ତୃତୀୟ ସର୍ବବୃହତ୍‌ ବାଣିଜି୍ୟକ ଅଂଶୀଦାର ଏବଂ ଚତୁର୍ଥ ସର୍ବବୃହତ ନିବେଶକ ରାଷ୍ଟ୍ର ।

୨୦୨୪ରେ ସ୍ଥାପିତ ୟୁଆଇସିସି ସିଇପିଏ ସ୍ୱାକ୍ଷରିତ ହେବା ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗର ଫାଇଦା ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସିଇପିଏର ପରିଣତି ବିପୁଳ ହୋଇଛି, ଯାହା ନିବେଶ କ୍ଷେତ୍ରରେ ବିଲିଅନ ଡଲାର ଆଣିବାରେ ନିର୍ଣ୍ଣାୟକ ଭୂମିକା ନେବା ସହିତ ବ୍ୟବସାୟିକ ଆସ୍ଥାଭାବ ସ୍ତରକ୍ତ ଏଭଳି ଏକ ଉଚ୍ଚତର ସ୍ତରକୁ ନେଇଛି ଯାହା ବହୁ ଶିଳ୍ପକୁ ପରିବ୍ୟାପ୍ତ ହୋଇଛି । ସିଇପିଏ କେବଳ ସହଜ ବଜାର ସୁଯୋଗ ସୃଷ୍ଟି ଏବଂ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ହ୍ରାସ କରିନାହିଁ, ତାହାସହିତ ସାମଗ୍ରୀ ଓ ପୁଞ୍ଜିନିବେଶର ପ୍ରଗତିଶୀଳ ବିନିମୟକୁ ଉତ୍ସାହିତ କରିଛି, ଯଦ୍ଦ୍ୱାରା ୟୁଏଇ ଏବଂ ଭାରତ ମଦ୍ୟରେ ଅର୍ଥନୈତିକ ସହଭାଗୀତା ବିବିଧକୃତ ହୋଇଛି ।
ୟୁଆଇସିସି ୟୁଏଓ ଏବଂ ଭାରତୀୟ ବ୍ୟବସାୟିକ ସଂସ୍ଥାଗୁଡିକ ମଧ୍ୟରେ ପାରସ୍ପରିକ ଅଭିବୃଦ୍ଧି ଓ ସମୃଦ୍ଧିକୁ ଆଗେଇନେବା ନିମନ୍ତେ ମୁକ୍ତ ଆଲୋଚନାକୁ ପ୍ରୋତ୍ସାହିତ କରିବା ସହିତ ଦୀର୍ଘସ୍ଥାୟୀ ସହଯୋଗକୁ ସୁଗମ କରୁଛି ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ତ୍ୱରାନ୍ୱିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version