No Result
View All Result
୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୬ ନମ୍ବର ୱ।ର୍ଡ଼ କାଜିପାଟଣା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ରବିବାର ଦିନ ଞାନଜ୍ୟୋତୀ ଫାଉଣ୍ଡେସନ ପକ୍ଷରୁ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଉପଲକ୍ଷେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଇଞ୍ଜିନିୟର ଦୁର୍ଗା ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥଲା ।

ଏହି ଶିବିରରେ ମୁଖ୍ୟ ଅତିଥିଭାବେଯୋଗ ଦେଇଥିଲେ କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ , ଅବସରପ୍ରା ସିଡ଼ିଏମଓ ଡାକ୍ତର ଅଶୋକ ଦାଶ, ଡାକ୍ତର ପ୍ରିୟଙ୍କା ସ୍ୱାଇଁ ,ପ୍ରମୁଖ ଯୋଗଦେଇ ଆଖପାଖ ଅଞ୍ଚଳର ଶତାଧିକ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରିଥିଲେ ।

ଏଥିରେ ବସନ୍ତ କୁମାର ପଣ୍ଡା , ବିଜୟ ପୃଷ୍ଟି , ବାଉରୀଆ ଭାଇ , ,ସରୋଜ ଵେହେରା ,ଅଶୋକ କୁମାର ସାହୁ,ମୃତ୍ୟୁଜଂୟ ନାୟକ , ରିପୁନ ଲେଙ୍କା , ମୁନା ବେହେରା , ପଦ ବେହେରା, କୁନୁ ପରିଜା , ବାବି ଭାଇ ପ୍ରମୁଖ ଯୋଗ ଦେଇ ଶିବିରକୁ ପରିଚାଳନା କରିଥିଲେ ।


No Result
View All Result