• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତରେ କ୍ରୋମା ପକ୍ଷରୁ ୫୦୦ ଷ୍ଟୋର୍ ସହ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ

Proprietor Abhimanyu Maharana by Proprietor Abhimanyu Maharana
June 21, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଭାରତରେ କ୍ରୋମା ପକ୍ଷରୁ ୫୦୦ ଷ୍ଟୋର୍ ସହ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ

1x1

Share on FacebookShare on TwitterWhatsapp

୨୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କ୍ରୋମା ପକ୍ଷରୁ ଭାରତରେ ଏହାର ୫୦୦ତମ ଷ୍ଟୋର ଖୋଲାଯାଇଛି ଯାହା କଂପାନିର ଅଭିବୃଦ୍ଧି ଓ ସମ୍ପ୍ରସାରଣ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସୃଷ୍ଟି କରିଛି । ଏହି ସଫଳତାକୁ ପାଳନ କରି କମ୍ପାନି “ହାପି ୫୦୦ ଟୁ ୟୁ” ଅଭିଯାନର ଶୁଭାରମ୍ଭ କରିଛି । ସାରା ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ଗ୍ରାହକମାନଙ୍କୁ ଉନ୍ନତ ମାନର ଇଲେକ୍ଟ୍ରୋନିକ୍ସ ଏବଂ ଅସାଧାରଣ ଗ୍ରାହକ ସେବା ପ୍ରଦାନ କରିବା ଦିଗରେ କ୍ରୋମାର ପ୍ରୟାସ ଉପରେ ଏହି ଅଭିଯାନ ଗୁରୁତ୍ୱାରୋପ କରୁଛି । ଏହି ଉଲ୍ଲେଖନୀୟ ସଫଳତାକୁ ସ୍ମରଣୀୟ କରିବା ପାଇଁ କ୍ରୋମା ପକ୍ଷରୁ ଗ୍ରାହକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ୨୦୨୪ ଜୁନ୍ ୧୯ରୁ ଜୁନ୍ ୨୩ ପର୍ଯ୍ୟନ୍ତ କ୍ରୋମା ଷ୍ଟୋର, କ୍ରୋମା (.)ଡଟ୍ କମ୍ ଏବଂ ଟାଟା ନ୍ୟୁର ସମସ୍ତ ପଏଂଟ୍‌ରେ କୁପନ୍ କୋଡ୍ “ଏଚ୍‌୫୦୦ଟିୟୁ” ବ୍ୟବହାର କରି ଗ୍ରାହକମାନେ ସେମାନଙ୍କ କ୍ରୟ ଉପରେ ୧୦% ରିହାତି ପାଇପାରିବେ ।

ଗ୍ରାହକମାନେ ବର୍ଷ ବର୍ଷ ଧରି ଦେଖାଇଥିବା ଅତୁଟ ସମର୍ଥନ ଏବଂ ବିଶ୍ୱାସ ପାଇଁ ଧନ୍ୟବାଦ ଜଣାଇବାର ଏକ ପ୍ରୟାସ ହେଉଛି କମ୍ପାନିର ଏହି ଅଫର । କ୍ରୋମା ଇନଫିନିଟି-ରିଟେଲ ଲିମିଟେଡର ଡେପୁଟି ସିଇଓ ଶିବାଶିଷ କହିଛନ୍ତି ଯେ, “ଆମର ୫୦୦ତମ ଷ୍ଟୋର ଖୋଲିବା ଏକ ବିଶେଷ ଉପଲବ୍ଧି, କାରଣ ଏହା ଗ୍ରାହକଙ୍କ ନିକଟତର ହେବାକୁ ଆମର ସମର୍ପଣକୁ ଦର୍ଶାଉଛି । ଏହା ସହିତ ଆମେ ଏବେ ଦେଶର କୋଣ ଅନୁକୋଣରେ ପହଂଚିଛୁ ଏବଂ ଦେଶର ଅଧିକ ସମ୍ପ୍ରଦାୟ ପାଖରେ ଗ୍ୟାଜେଟ୍ ପହଂଚାଇବା ସହ ନିଜର ପାଦ ବିସ୍ତାର କରିବା ଜାରି ରଖିବୁ ।” ଇଲେକ୍ଟ୍ରୋନିକ୍ସ ରିଟେଲରେ କ୍ରୋମା ଆରମ୍ଭରୁ ଘରେ ଘରେ ପରିଚିତ ହେବା ପର୍ଯ୍ୟନ୍ତ କ୍ରମାଗତ ଅଭିନବତା ଏବଂ ଗ୍ରାହକ-କେନ୍ଦ୍ରୀତ ରଣନୀତି ଦ୍ୱାରା ପରିଚାଳିତ ହୋଇଛି ।

ଆଜି କ୍ରୋମା ଭାରତର ଜାତୀୟ ବୃହତ୍ ଫର୍ମାଟ ସ୍ୱତନ୍ତ୍ର ଓମନି-ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ ଭାବେ ଉଭା ହୋଇଛି । ଏହା ୧୮୦ରୁ ଅଧିକ ପ୍ରମୁଖ ସହରରେ ୫୫୦ରୁ ଅଧିକ ବ୍ରାଣ୍ଡରେ ୧୬,୦୦୦ରୁ ଅଧିକ ଉତ୍ପାଦ ପ୍ରଦାନ କରୁଛି । ଏହି ବିଶାଳ ଉତ୍ପାଦ ପରିସର ଏବଂ ବ୍ୟାପକ ଉପସ୍ଥିତି ଗ୍ରାହକମାନେ ଅନଲାଇନ୍ ସପିଂ ହେଉ କିମ୍ବା ଷ୍ଟୋର୍‌ରେ ଇଲେକ୍ଟ୍ରୋନିକ୍ସରେ ଅତ୍ୟାଧୁନିକ ଏବଂ ସର୍ବୋତମ ଉତ୍ପାଦ ପାଇବାକୁ ସୁନିଶ୍ଚିତ କରୁଛି । “ହାପି ୫୦୦ ଟୁ ୟୁ” ଅଭିଯାନ ବିଷୟରେ ଅଧିକ ବିବରଣୀ ପାଇଁ ଏବଂ ଉତ୍ପାଦର ବ୍ୟାପକ ପରିସର ଅନୁସନ୍ଧାନ କରିବା ପାଇଁ, କ୍ରୋମା ଷ୍ଟୋର, କ୍ରୋମା (.)ଡଟ୍ କମ୍ କିମ୍ବା ଟାଟା ନ୍ୟୁ ପରିଦର୍ଶନ କରନ୍ତୁ । କ୍ରୋମା ସହିତ ଆପଣଙ୍କ ପ୍ରିୟ ଇଲେକ୍ଟ୍ରୋନିକ୍ସ ଉପରେ ରିହାତି ଉପଭୋଗ କରିବାକୁ ଏହି ସୀମିତ ସମୟ ଅଫରର ଲାଭ ନିଅନ୍ତୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

NSE launches Electronic Gold Receipts (EGRS) to strengthen India’s Gold Eco System

May 6, 2026
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

NSE launches Electronic Gold Receipts (EGRS) to strengthen India’s Gold Eco System

May 6, 2026
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version