No Result
View All Result
୨୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା ବ୍ଲକ୍ :-> ସ୍ତରୀୟ ମିଶ୍ରଣ ପର୍ବ ହୋଇଥିଲା । ମାହାଙ୍ଗା ବ୍ଲକ ର -୩୭ ପଞ୍ଚାୟତ ରୁ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ ଓ ଓଡ଼ିଶା ର ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଙ୍କ ଲୋକାଭିମୁଖି କାର୍ଯ୍ୟ ,

ମାହାଙ୍ଗା ରେ ସ୍କୁଲ କଲେଜ ର 5t ରେ ରୁପନ୍ତରିକରଣ ଓ ରାସ୍ତା ଘାଟ ର ଉନ୍ନତୀ , ମାହାଙ୍ଗା ରେ ପ୍ରତି ପଞ୍ଚାୟତ ଓ ଗାଁ ରେ ଆଲୋକି କାରଣ , ବୁଢ଼ା , ବୁଢ଼ୀ ଙ୍କର ଭତ୍ତା ଓ ଘରେ ଘରେ ରାସନ୍ କାର୍ଡ ର ସୁବିଧା ଓ ସବୁ ଠାରୁ ବଡ଼ କଥା ହେଲା ଜନ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ମଣିଷ ପଣିଆ ଦେଖି ବିଜୁ ଜନତା ଦଳ ରେ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଯୋଗ ଦେଇଥିଲେ ।

ଏଥିରେ ଖୁସି ହୋଇ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ର ଜନ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା କହିଥିଲେ କି ଏହି ମିଶ୍ରଣ ଯୋଗୁ ବିଜୁ ଜନତା ଦଳ ବହୁତ ମଜବୁତ୍ ହେବା ସହିତ ଆସନ୍ତା ସାଧାରଣ ନିର୍ବାଚନ ରେ ଏକ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଭୋଟ ରେ ତାଙ୍କ ସୂ ପୁତ୍ର ଶ୍ରୀଯୁକ୍ତ ଅଙ୍କିତ ପ୍ରତାପ ଜେନା ମହୋଦୟ ବିଧାୟକ ପ୍ରାଥି ଭବେ ବିଜୟ ଲାଭ କରିବେ । ।
No Result
View All Result