• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ରକ୍ଷା ବନ୍ଧନର ମାନ…

Proprietor Abhimanyu Maharana by Proprietor Abhimanyu Maharana
August 3, 2020
in Uncategorized, ଓଡ଼ିଶା, ଦେଶ, ମନୋରଞ୍ଜନ, ହୋମ୍
0
ରକ୍ଷା ବନ୍ଧନର ମାନ…
Share on FacebookShare on TwitterWhatsapp

ଭାଇ ଭଉଣୀର ଅଦ୍ଭୁତ ସମ୍ପର୍କ
ସୃଷ୍ଟିର ଅନନ୍ୟ ଧାରା
ଭଉଣୀ ଅବଳା ଭାଇ ପାଇଁ କରେ
ମାଗୁଣି ଧାରା ଅସରା ।

ଭ୍ରାତୃ ଦ୍ୱିତୀୟା ଭାଇ ଜିଉନ୍ତିଆ
ସ୍ଥାନ ବିଶେଷେ ପାଳନ
ଓଡିଆ ଭଉଣୀ ସୁତ୍ରଟିଏ ବାନ୍ଧି
ଭାଇକୁ କରେ ମନନ।

ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ
ରକ୍ଷା ବନ୍ଧନର ବିଧି
ସୁତାଟିଏ ବାନ୍ଧି ନିରିମାଖୀ ଭଗ୍ନୀ
ମାଗେ ତା ମନର ସିଦ୍ଧି।

ପ୍ରତି ବଦଳରେ ଭାଇ ଦାନ କରେ
ସୁରକ୍ଷାର ପ୍ରତିଶ୍ରୁତି
ଶ୍ୱଶୁରାଳୟରେ ବିପଦ ଶୁଣିଲେ
ଭାଇ ପତାଇବ ଛାତି।

ବସ୍ତୁବାଦ କଲା ବସ୍ତୁ ସରବସ୍ୱ
ଉପହାର ଭଗ୍ନୀ ମାଗେ
ଭାଇ ଉପହାର ଦେଇ ଭୁଲିଯାଏ
ଭଉଣୀର ଦୁଃଖ ଆଗେ।

ରକ୍ଷା ସୁତ୍ର ନୁହେଁ ସୁତାଟିଏ ଆଜି
ଚିକିମିକି ଜରିପାଟ
ଦାମିକା ରାକ୍ଷୀର ଦାମୀ ଉପହାର
ପରେ ନାହିଁ ଭେଟଭାଟ।

ସାତ ସାଧବଙ୍କ ସୁନାନାକି ଭଗ୍ନୀ
ଦୁଃଖର ପାହାଡ ତଳେ
ଭାଇଙ୍କର ଶୁଭ ମନାସି ତପୋଇ
ଖୁଦୁରୁକୁଣୀଙ୍କୁ ଭାଳେ।

ପ୍ରାଣର ପିତୁଳା ତଅପୋଇ ବାଳା
ଦେଖି ତାର ଦୁଃଖ କଷ୍ଟ
ସାତ ଭାଇ ମିଶି ଦୁଷ୍ଟା ପତ୍ନୀ ସହ
ସମ୍ପର୍କ କୁ କଲେ ନଷ୍ଟ।

ଆଜିର ଭାଇଟି ଭାଉଜ କାନିରେ
ବନ୍ଧା ଜୀବଟିଏ ମାତ୍ର।

ପିତାମାତା ଅନ୍ତେ ଝିଅଟିଏ ଆଜି
ବାପ ଘର ଆଶା ଛାଡି
ଆପଣା କରମ ଆଦରି ରହୁଛି
ମାଟି ତଳେ ମୁହିଁ ମାଡି।

ରକ୍ଷା ବନ୍ଧନର ରକ୍ଷା ସୁତ୍ର ହେଉ
ସମ୍ପର୍କର ମହାସୁତ୍ର
ହେ ଭାଇ ଭଉଣୀ ବଦଳି ନ ଯାଅ
ମନେରଖି ଏହି ମନ୍ତ୍ର ।
(ରିପୋର୍ଟ- ଦୀପ୍ତିମାନ ପତି)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026
ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ପ୍ରଶାନ୍ତ ସ୍ୱାଇଁଙ୍କ ହସ୍ତକ୍ଷେପରେ ଆୟୁଷ୍ମାନ କାର୍ଡ ପ୍ରାପ୍ତ, ଗୁରୁତର ରୋଗୀଙ୍କୁ ନିଶୁଳ୍କ ଚିକିତ୍ସା ଉପଲବ୍ଧ କରାଇବାକୁ ନିର୍ଦ୍ଧେଶ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026
ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version