• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ପହଂଚିଲା ଏମଜିର ସ୍ମାର୍ଟ ଓ ସଷ୍ଟେନେବୁଲ କୋମେଟ ଓ ଜେଡଏସ ଇଭି ଡ୍ରାଇଭ

Proprietor Abhimanyu Maharana by Proprietor Abhimanyu Maharana
April 27, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଭୁବନେଶ୍ୱରରେ ପହଂଚିଲା ଏମଜିର ସ୍ମାର୍ଟ ଓ ସଷ୍ଟେନେବୁଲ କୋମେଟ ଓ ଜେଡଏସ ଇଭି ଡ୍ରାଇଭ
Share on FacebookShare on TwitterWhatsapp

୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ୧୦୦ ବର୍ଷ ପୁରୁଣା ବିରାସତ ସହିତ ଏକ ବ୍ରିଟିଶ ଅଟୋମୋବାଇଲ ଏମ୍‌ଜି (ମୋରିସ୍ ଗ୍ୟାରେଜେସ୍‌) ଏମ୍‌ଜି କୋମେଟ ଇଭି ଓ ଜେଡ୍‌ଏସ୍ ଇଭି ସହିତ ଭାରତରେ ସବୁଜ ଯାତାୟତ ବା ଗ୍ରୀନ ମୋବିଲିଟିର ଦ୍ରୁତ ଗ୍ରହଣୀୟତା ଦିଗରେ ନିଜର ପ୍ରତିଶ୍ରୁତିକୁ ଦୋହରାଇଛି । ୧୭ରୁ ଅଧିକ ରାଜ୍ୟକୁ କଭର୍ କରିବା ପରେ ସ୍ମାର୍ଟ ଓ ସଷ୍ଟେନେବୁଲ ଏମ୍‌ଜି କୋମେଟ ଇଭି ଓ ଜେଡ୍‌ଏସ୍ ଇଭି ଡ୍ରାଇଭ୍ ଆଜି ଭୁବନେଶ୍ୱରରେ ପହଂଚିଛି । ଏହି ପଦକ୍ଷେପର ପ୍ରାଥମିକ ଲକ୍ଷ୍ୟ ହେଉଛି ଭୁବନେଶ୍ୱର ଭଳି ସହରରେ ଏକ ସ୍ଥାୟୀ, ବ୍ୟବହାରିକ ଓ ମୂଲ୍ୟସାପେକ୍ଷ ଯାତାୟତ ସମାଧାନ ଭାବେ ଇଲେକ୍‌ଟ୍ରିକ ଯାନ (ଇଭି)ଗୁଡିକ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ।

ଏମ୍‌ଜି ମୋଟର ଇଣ୍ଡିଆ ୧୯.୯୮ ଲକ୍ଷ ଟଙ୍କାର ଏକ ଆକର୍ଷଣୀୟ ମୂଲ୍ୟରେ ଡୁଆଲ ପାନୋରାମିକ ସ୍କାଏ ରୁଫ୍ ସହିତ ଏହାର ଫ୍ଲାଗ୍‌ସିପ ଇଭି- ଏମ୍‌ଜି ଜେଡ୍‌ଏସ୍‌ର ଏକ ନୂଆ ଭାରିଆଂଟ୍ ‘ଏକ୍ସାଇଟ ପ୍ରୋ’ ଏବଂ ଫାଷ୍ଟ୍ ଚାର୍ଜିଙ୍ଗ ବିକଳ୍ପ ସହିତ ଏମ୍‌ଜି କୋମେଟ୍ ନେଇଆଣି ଇଭିଗୁଡିକ ପ୍ରତି ନିଜର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛି । ସ୍ମାର୍ଟ ଇଭି- ଏମ୍‌ଜି କୋମେଟ୍‌ର ରେଞ୍ଜ ୬.୯୮ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହା ୫ଟି ଭିନ୍ନ ଭିନ୍ନ ଭାରିଆଂଟ୍ ଯଥା ଏକ୍ସକ୍ଲୁସିଭ, ଏକ୍ସକ୍ଲୁସିଭ ଏଫ୍‌ସି, ଏକ୍ସାଇଟ୍‌, ଏକ୍ସାଇଟ୍ ଏଫ୍‌ସି ଓ ଏକ୍‌ଜିକ୍ୟୁଟିଭ୍ ଆଦିରେ ଉପଲବ୍ଧ ହେଉଛି ।

କୋମେଟ ଇଭିର ବ୍ୟବହାରିକ ଓ ସ୍ମାର୍ଟ ଡିଜାଇନ (ଭିତରେ ବଡ ଓ ବାହାରେ କମ୍ପାକ୍ଟ), ଏହାକୁ ଚାଳନା, ନିୟନ୍ତ୍ରଣ ଓ ଗହଳିପୂର୍ଣ୍ଣ ସ୍ଥାନଗୁଡିକର ପାର୍କ କରିବାକୁ ସହଜ କରୁଛି, ଯାହା ଏହାକୁ ଏକ ଉପଯୁକ୍ତ ସିଟି କାର୍‌ରେ ପରିଣତ କରୁଛି । ଏହା ଆଇ-ସ୍ମାର୍ଟ ଇନ୍‌ଫୋଟେନ୍‌ମେଂଟ୍ ସହିତ ସୁସଜ୍ଜିତ ହୋଇଆସୁଛି, ଯାହା ୫୫ରୁ ଅଧିକ କନେକ୍ଟେଡ ଫିଚର ପ୍ରଦାନ କରୁଛି ଯେଉଁଥିରେ ଏସି ଷ୍ଟାର୍ଟ, ଲକ୍‌, ଅନ୍‌ଲକ୍ ଓ ଷ୍ଟାଟସ ଚେକ୍ ଭଳି ରିମୋଟ ଭେଇକିଲ ଫଙ୍କ୍‌ଶନ ସମେତ ଲାଇଭ ଲୋକେଶନ ସେୟାରିଂ ଓ ଟ୍ରାକିଙ୍ଗ୍ ଆଦି ସାମିଲ ରହିଛି ।

ଏହା ଇଭିକୁ ନିୟନ୍ତ୍ରଣ କରିବା ପାଇଁ ୧୦୦ରୁ ଅଧିକ ଭଏସ୍ କମାଣ୍ଡ ପ୍ରଦାନ କରୁଛି ଯେଉଁଥିରେ ୩୫ରୁ ଅଧିକ ହିଂଲିଶ କମାଣ୍ଡ ସାମିଲ ରହିଛି । କୋମେଟ୍ ଏକାଧିକ ସୁରକ୍ଷା ଓ ଅତ୍ୟାଧୁନିକ ଫିଚର ଯେପରିକି ଇଲେକ୍‌ଟ୍ରୋନିକ ପାର୍କିଙ୍ଗ୍ ବ୍ରେକ୍‌, ଇଲେକ୍‌ଟ୍ରୋନିକ ଷ୍ଟାବିଲିଟି କଂଟ୍ରୋଲ, ରିୟର ଡିସ୍କ ବ୍ରେକ୍‌, ହିଲ୍‌-ହୋଲ୍ଡ କଂଟ୍ରୋଲ, ପାୱାର ଫୋଲ୍ଡେବୁଲ ଓଆର୍‌ଭିଏମ୍‌, ଟର୍ଣ୍ଣ ଇଣ୍ଡିକେଟର ଇଂଟିଗ୍ରେଟେଡ ଡିଆର୍‌ଏଲ୍‌, କ୍ରିପ୍ ମୋଡ୍ ଓ ଏସି ଫାଷ୍ଟ୍ ଚାର୍ଜିଙ୍ଗ ବିକଳ୍ପଗୁଡିକ ସହିତ ବଡି-କଲର୍‌ଡ ଓଆର୍‌ଭିଏମ୍ ଆଦି ସହିତ ଆସୁଛି । ଏମ୍‌ଜି ଜେଡ୍‌ଏସ୍ ଇଭି ଏକ ଉତମ ଅନ୍‌-ରୋଡ୍ ଉପସ୍ଥିତି, ଚାଳନା ସୁବିଧା, ପ୍ରଶସ୍ଥ ଓ ବିଳାସପୂର୍ଣ୍ଣ ଇଂଟେରିୟର ପ୍ରଦାନ କରୁଛି ।

ଏହା ଏକ୍‌ଜିକ୍ୟୁଟିଭ, ଏକ୍ସାଇଟ ପ୍ରୋ, ଏକ୍ସକ୍ଲୁସିଭ ପ୍ଲସ୍ ଓ ଏସେନ୍ସରେ ଉପଲବ୍ଧ ହେଉଛି । ଭାରତର ପ୍ରଥମ ଇଲେକ୍‌ଟ୍ରିକ ଏସ୍‌ୟୁଭି ୭୫ରୁ ଅଧିକ କନେକ୍ଟେଡ ଫିଚର ଏବଂ ଏକ ସିଙ୍ଗଲ୍ ଚାର୍ଜରେ ୪୬୧ କିମି ସାର୍ଟିଫାଏଡ୍ ରେଞ୍ଜ୍ ସହିତ ସେଗ୍‌ମେଂଟ୍‌ର ସବୁଠାରୁ ବଡ ୫୦.୩ କେଡବ୍ଲ୍ୟୁଏଚ୍‌, ପ୍ରିସ୍‌ମାଟିକ ସେଲ୍ ଆଇପି୬୯ ରେଟେଡ୍‌, ଏଏସ୍‌ଆଇଏଲ୍‌-ଡି ଓ ୟୁଏଲ୍‌୨୫୮୦ ବ୍ୟାଟେରୀ ସହ ଏକ ପାୱାର-ପ୍ୟାକ୍‌ଡ ଇଲେକ୍‌ଟ୍ରିକ ଯାତାୟତ ଅନୁଭୂତି ଦେଉଛି, ଯାହା ଏହାକୁ ଏକ ମୁଲ୍ୟସାପେକ୍ଷ ଯାତାୟତ ସମାଧାନରେ ପରିଣତ କରୁଛି ।

ଜେଡ୍‌ଏସ୍ ଇଭି ସେଗ୍‌ମେଂଟ୍‌ର ପ୍ରଥମ ଡିଜିଟାଲ କୀ ଲକିଙ୍ଗ ଓ ଅନ୍‌ଲକିଂ ପ୍ରଦାନ କରୁଛି ଯାହା ଗ୍ରାହକଙ୍କୁ ବିନା କୌଣସି ଚାବିରେ କାର୍‌କୁ ଷ୍ଟାର୍ଟ କରିବା ଓ ଚଳାଇବା ପାଇଁ ଅନୁମତି ଦେଉଛି । ଏହା ଚାଳନା ଅନୁଭୂତି ଓ ଯାତ୍ରୀମାନଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଏଡିଏଏସ୍ ଲେଭେଲ ୨ ସହ ଆସୁଛି । ଏମ୍‌ଜି କୋମେଟ ଇଭିର ଏକ୍‌ଜିକ୍ୟୁଟିଭ୍‌, ଏକ୍ସାଇଟ,

ଏକ୍ସାଇଟ ଏଫ୍‌ସି, ଏକ୍ସକ୍ଲୁସିଭ୍ ଏବଂ ଏକ୍ସକ୍ଲୁସିଭ୍ ଏଫ୍‌ସି ଭାରିଆଂଟର ମୂଲ୍ୟ ଯଥାକ୍ରମେ ୬,୯୮,୮୦୦ ଟଙ୍କା, ୭,୮୮,୦୦୦ ଟଙ୍କା, ୮,୨୩,୮୦୦ ଟଙ୍କା, ୮୭୮,୦୦୦ ଟଙ୍କା ଏବଂ ୯୧୩,୮୦୦ ଟଙ୍କା ରହିଛି । ସେହିଭଳି ଏମ୍‌ଜି ଜେଡ୍‌ଏସ୍ ଇଭିର ଏକ୍‌ଜିକ୍ୟୁଟିଭ୍‌, ଏକ୍ସାଇଟ୍ ପ୍ରୋ, ଏକ୍ସକ୍ଲୁସିଭ୍ ପ୍ଲସ୍ ଏବଂ ଏସେନ୍ସ ଭାରିଆଂଟର ମୂଲ୍ୟ ଯଥାକ୍ରମେ ୧୮,୯୮,୦୦୦ ଟଙ୍କା, ୧୯,୯୮,୦୦୦ ଟଙ୍କା, ୨୩,୯୮,୦୦୦ ଟଙ୍କା ଏବଂ ୨୪,୯୮,୦୦୦ ଟଙ୍କା ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version