No Result
View All Result
୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ ଅବସରରେ ବେଗୁନିଆ ବ୍ଲକ ଅନ୍ତର୍ଗତ ଭୋଗଡା ଗ୍ରାମସ୍ଥିତ ମା ଡାହାଳିଆଣି ଦେବୀଙ୍କ ପୀଠରେ ଖଣ୍ଡାୟତ କ୍ଷତ୍ରିୟ କଳ୍କୀ ସେନାର ସାଙ୍ଗଠନିକ ବୈଠକ ଓ ଜନ୍ମ ଜୟନ୍ତୀ ପାଳନ ହୋଇଛି । ଏଥିରେ ଖଣ୍ଡାୟତ କ୍ଷତ୍ରିୟ କଳ୍କୀ ସେନାର ରାଜ୍ୟ ସଭାପତି ଯୋଗୀନାଥ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଉପସଭାପତି ଭୀମସେନ ବିଶ୍ଵାଳ ଓ ବିରାଟ ବଳିୟାରସିଂହ ଉପଦେଷ୍ଟା ନବ କିଶୋର ବିଧାର ଓ ଦିବାକର ସୁନ୍ଦରାୟ,ରାଜ୍ୟ ସମ୍ପାଦକ ବିଷ୍ଣୁ ଚରଣ ସାମନ୍ତରାୟ,

ଯୁଗ୍ମ ସମ୍ପାଦକ ସତ୍ୟବାନ ଶ୍ରୀ ଚନ୍ଦନ ଓ ଶ୍ରୀ ନିବାସ ରଣସିଂହ, ମିଡ଼ିଆ ସେଲ ଅଧ୍ୟକ୍ଷ ସମୀର ସୁନ୍ଦରାୟ,ବେଗୁନିଆ ବ୍ଲକ ସମ୍ପାଦକ ସନ୍ତୋଷ ବଳିୟାରସିଂହ, କଣାସ ବ୍ଲକ ସଦସ୍ୟ ବବ୍ରୁବାହାନ ପରିଡ଼ା,ଗଡଖାରଦ ଦଳବେହେରା, କେଦାରଶ୍ୱର ଜଗଦେବ,ବୋଲଗଡ ଉପସଭାପତି ସର୍ବେଶ୍ଵର ମାର୍ଥା, କୋଷାଧ୍ୟକ୍ଷ ପଞ୍ଚୁ ପଣ୍ଡିତ,ପଂଚାୟତ ସମ୍ପାଦକ ସନାତନ ବରାଡ,ସଂଯୋଜକ ବିଶ୍ଵାଳ ଓ ଜମ୍ବେଶ୍ଵର ମଙ୍ଗରାଜ,

ହାଟବସ୍ତ ପାଇକ ଆଖଡ଼ା ସମ୍ପାଦକ ମାଗି ବେହେରା ସୁରେଶ ସଦସ୍ୟ ନୃସିଂହ ଛୋଟରାୟ,ବିନୋଦ ରାଉତରାୟ,ମାଗି ବେହେରା,ଯୋଗେଶ୍ୱର ଛୋଟରାୟ, ବିଭୂତି ଭୂଷଣ ଗୁମାନସିଂହ,ବସନ୍ତ ଜୟସିଂହ ଓ କାହ୍ନୁ ଚରଣ ମାନସିଂହ ସମେତ ଭୋଗଡ଼ା ଗ୍ରାମବାସୀ ଉପସ୍ଥିତ ରହି ସଙ୍ଗଠନକୁ ସୁଦୃଢ଼ କରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ନିଖିଳ ଓଡ଼ିଶା ପାଇକ ମହସଂଘ ସଭାପତି ଶମ୍ଭୁଦତ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result