• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ରାସ୍ତା ଓ ୟେତିର ନୂଆ ଆଉଟଲେଟର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
April 1, 2024
in ଓଡ଼ିଶା, ମହାନଗର, ହୋମ୍
0
ଭୁବନେଶ୍ୱରରେ ରାସ୍ତା ଓ ୟେତିର ନୂଆ ଆଉଟଲେଟର ଶୁଭାରମ୍ଭ
Share on FacebookShare on TwitterWhatsapp

୩୧ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଲୋକପ୍ରିୟ ରାସ୍ତା ଓ ହିମାଳୟାନ୍ କିଚେନ ୟେତି ଭୁବନେଶ୍ୱରରେ ନିଜର ଗ୍ରାଣ୍ଡ୍ ଓପ୍‌ନିଙ୍ଗ ସମ୍ପର୍କରେ ଘୋଷଣା କରିଛି । ‘ରାସ୍ତା’ର ଏହି ୯ମ ଆଉଟଲେଟର ଶୁଭାରମ୍ଭ ଏହାର ବଢ଼ୁଥିବା ଲୋକପ୍ରିୟତାକୁ ଦର୍ଶାଉଛି । ଭୁବନେଶ୍ୱରର ପଣ୍ଡା ଆଣ୍ଡ କୋ, ୫ମ ମହଲା, ପ୍ଲଟ୍‌-୭ ଓ ୮, ଝାରପଡା, ୨, ପୁରୀ-କଟକ ରୋଡ, ଲକ୍ଷ୍ମୀସାଗର, ବ୍ରାଇଟ୍ ଷ୍ଟିଲ୍ ନିକଟରେ ଅବସ୍ଥାପିତ ରାସ୍ତା ୧୦୮୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ରହିଛି ଯେଉଁଥିରେ ଏକ ଟେରସ୍ ଓ ତଳ ଫ୍ଲୋର୍ ରହିଛି ଯାହ ଏକ ଅତୁଳନୀୟ ଲାଇଫ୍‌ଷ୍ଟାଇଲ ଅନୁଭୂତି ପାଇଁ ଚମତ୍କାର ପରିବେଶ ପ୍ରଦାନ କରୁଛି ।

ଭୁବନେଶ୍ୱର ଆଉଟଲେଟ୍ ଉତ୍କର୍ଷତା ପ୍ରତି ରାସ୍ତାର ପ୍ରତିବଦ୍ଧତା ପ୍ରତି ଏକ ପ୍ରମାଣ ଅଟେ । ଏକ ବୋହେମିଆନ ଭାଇବ୍ ସହ ମିଶ୍ରଣ ହୋଇଥିବା ଭିଂଟେଜ ରେଗା ଆଏସ୍ଥେଟିକ ସହିତ ଏହି ସ୍ଥାନଟି ଲାଲ, ସବୁଜ, ହଳଦିଆ ଆଦି ରଙ୍ଗରେ ସୁସଜ୍ଜିତ ହୋଇଛି, ଯାହା ବୋହୋ-ଚିକ୍ ଓ ରାସ୍ତା ସୌନ୍ଦର୍ଯ୍ୟତାକୁ ଧାରଣ କରିଛି । ଏହି ଜୀବନ୍ତ ଓ ଆକର୍ଷଣୀୟ ପରିବେଶ ବବ୍ ମାର୍‌ଲି ଓ ତାଙ୍କ ପତ୍ନୀ ରୀଟା ମାର୍‌ଲିଙ୍କ ବୃହତ୍ ପ୍ରତିମୂର୍ତି ଦ୍ୱାରା ପରିପୂର୍ଣ୍ଣ ହୋଇଛି ଯାହା ଏହାକୁ ଏକ ସ୍ୱତନ୍ତ୍ର ଗନ୍ତବ୍ୟସ୍ଥଳୀରେ ପରିଣତ କରୁଛି ଏବଂ ଏହା ସଙ୍ଗୀତର କିମ୍ବନ୍ଦନ୍ତୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ରାସ୍ତାର ପ୍ରତିଷ୍ଠାତା ଜୟ ସିଂହ ଏହି ନୂଆ ସ୍ଥାନ ସମ୍ପର୍କରେ ନିଜର ମତାମତ ବ୍ୟକ୍ତ କରି କହିଛନ୍ତି, “ ଭୁବନେଶ୍ୱରରେ ଆମର ନୂଆ ରାସ୍ତା ଆଉଟ୍‌ଲେଟ ପୂର୍ବ ଉପକୂଳର ଉତ୍ସାହକୁ କାରିବିଆନର ଲେଡ୍‌-ବ୍ୟାକ୍‌, ଫ୍ରି-ସ୍ପିରିଟେଡ ଭାଇବ୍ ସହ ଏକତ୍ରିତ କରିଛି । ଦୁଇଟି ମହଲାରେ ପରିବ୍ୟାପ୍ତ ଆମର ଡିଜାଇନ ଅତିଥିମାନଙ୍କୁ ସଙ୍ଗୀତ, ସ୍ୱାଧୀନତା ଓ ସଂସ୍କୃତିର ଏକ ଦୁନିଆକୁ ନେଇଯାଉଛି । ଆମର ଟେରାସ୍ ଓ ତଳ ମହଲାରେ ୨୮୧ ଜଣ ଅତିଥିଙ୍କ ବସିବା ପାଇଁ କ୍ଷମତା ରହିଥିବା ବେଳେ, ଆମେ ଏଭଳି ଏକ ସ୍ଥାନ ପ୍ରଦାନ କରିବା ପାଇଁ ଉତ୍ସାହିତ ରହିଛୁ ଯେଉଁଠାରେ ଲୋକମାନେ ବାସ୍ତବରେ ରାସ୍ତାର ଜୀବନଶୈଳୀ ଆପଣାଇପାରିବେ ।” ରାସ୍ତା ନିକଟରେ ୟେତି ରେଷ୍ଟୁରାଂଟ୍ ଏହାର ୧୧୩୦ ବର୍ଗଫୁଟ ସ୍ଥାନରେ ହିମାଳୟର ଲୋକପ୍ରିୟ ଖାଦ୍ୟଗୁଡିକ ସହିତ ଏକ ଆରାମଦାୟକ ସ୍ଥାନ ପ୍ରଦାନ କରୁଛି । ୪୮ ଜଣ ଅତିଥିଙ୍କ ବସିବା ବ୍ୟବସ୍ଥା ସହିତ ୟେତି ଅଥେଂଟିକ ଫ୍ଲେଭର ଓ ପାରମ୍ପରିକ ଆତିଥ୍ୟରେ ପରିପୂର୍ଣ୍ଣ ଏକ ଅନ୍ତରଙ୍ଗ ଡାଇନିଂ ଅନୁଭୂତିର ପ୍ରତିଶ୍ରୁତି ଦେଉଛି ।

ୟେତିର ସ୍ଥାନୀୟ ଫ୍ରାଂଚାଇଜି ପାର୍ଟନର ରାହୁଲ ସ୍ୱାଇଁ ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତି, “ରାସ୍ତା ସହିତ ଭୁବନେଶ୍ୱରକୁ ୟେତି ରେଷ୍ଟୁରାଂଟକୁ ଆଣିବା ଏକ ସ୍ୱପ୍ନ ପୂରଣ ହେବା ଭଳି ଅଟେ । ମୁଁ ସହର ସହିତ ହିମାଳୟର ଖାଦ୍ୟଗୁଡିକର ସ୍ୱତନ୍ତ୍ର ସ୍ୱାଦକୁ ବାଂଟିବା ପାଇଁ ଉତ୍ସାହିତ ରହିଛି ଯାହା ନିଜର ସମୃଦ୍ଧ ସ୍ୱାଦ ଓ ରୋଷେଇ ପରମ୍ପରା ମାଧ୍ୟମରେ ଏକ ଯାତ୍ରା ପ୍ରଦାନ କରୁଛି ।” ରାସ୍ତା ଓ ୟେତିର ଶୁଭାରମ୍ଭ ଭୁବନେଶ୍ୱର ସାଂସ୍କୃତିକ ଓ ଖାଦ୍ୟ ପରିଦୃଶ୍ୟ ପାଇଁ ଏକ ସଫଳ ଇଭେଂଟ୍‌ରେ ପରିଣତ ହେବା ପାଇଁ ପ୍ରସ୍ତୁତ ରହିଛି । ଲାଇଭ ମ୍ୟୁଜିକ ଓ ଥିମ୍‌ଡ ନାଇଟ୍ ପାଇଁ ନିଜର ପ୍ରତିଶ୍ରୁତି ସହିତ ରାସ୍ତା ସଙ୍ଗୀତପ୍ରେମୀଙ୍କ ପାଇଁ ଏକ ଲୋକପ୍ରିୟ ଗନ୍ତବ୍ୟସ୍ଥଳୀରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି ।

ଅନ୍ୟପକ୍ଷଷର ୟେତି ଖାଦ୍ୟ ପ୍ରେମୀଙ୍କୁ ହିମାଳୟ ଅଂଚଳର ସ୍ୱାଦିଷ୍ଟ ଖାଦ୍ୟଗୁଡିକୁ ଆବିଷ୍କାର କରିବା ପାଇଁ ଆମନ୍ତ୍ରିତ କରୁଛି । ଜୟ ସିଂହ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ୱରକୁ ଚୟନ କରିବା ଏକ ରଣନୈତିକ ଓ ହୃଦୟସ୍ପର୍ଶୀ ନିଷ୍ପତି ଥିଲା । ରାହୁଲଙ୍କ ସହ ଆମର ସହଭାଗିତା ତତ୍କାଳ ସଠିକ୍ ଅନୁଭବ ହୋଇଥିଲା, ଯାହା ଉତମ ସଙ୍ଗୀତ, ସମ୍ପ୍ରଦାୟର ଭାବନା ଓ ସ୍ୱତନ୍ତ୍ର ଖାଦ୍ୟକୁ ପାଳନ କରୁଥିବା ଏକ ସ୍ୱତନ୍ତ୍ର ଅଫରିଂ ପାଇଁ ମଂଚ ପ୍ରସ୍ତୁତ କରିଥିଲା । ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାସ୍ତା ଓ ୟେତିରେ ଏହି ମ୍ୟାଜିକାଲ ବ୍ଲେଣ୍ଡ୍‌ର ଅନୁଭୂତି ପାଇବା ପାଇଁ ସ୍ୱାଗତ କରୁଛୁ ।” ରାସ୍ତା ଓ ୟେତି ଏବେ ଭୁବନେଶ୍ୱରରେ ଦିନ ୧୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ, ଯାହା ସମସ୍ତଙ୍କୁ ଏହାର ସଙ୍ଗୀତ, ସଂସ୍କୃତି ଓ ଖାଦ୍ୟ ଉତ୍କର୍ଷତାର ଜୀବନ୍ତ ଦୁନିଆକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

June 18, 2026
ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version