• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏସିଆନ୍‍ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ବଲିଉଡ ତାରକା ରଣବୀର କପୁରଙ୍କୁ ବ୍ରାଣ୍ଡ୍‍ ଆମ୍ବାସାଡର ଭାବେ ସ୍ୱାଗତ କରୁଛି

Proprietor Abhimanyu Maharana by Proprietor Abhimanyu Maharana
March 28, 2024
in ଓଡ଼ିଶା, ମହାନଗର, ହୋମ୍
0
ଏସିଆନ୍‍ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ବଲିଉଡ ତାରକା ରଣବୀର କପୁରଙ୍କୁ ବ୍ରାଣ୍ଡ୍‍ ଆମ୍ବାସାଡର ଭାବେ ସ୍ୱାଗତ କରୁଛି
Share on FacebookShare on TwitterWhatsapp

କମ୍ପାନୀ ଆକର୍ଷଣ କଲାଭଳି ଏକ ବ୍ରାଣ୍ଡ୍‍ ଅଭିଯାନ ଏବଂ ଟିଭି କମର୍ସିଆଲ୍‍ ରଣବୀର କପୁରଙ୍କୁ ନେଇ ନିକଟ ଭବିଷ୍ୟତରେ ଶୁଭାରମ୍ଭ କରିବ ଅହମଦାବାଦ

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) :-> ଭାରତର ଅନ୍ୟତମ ଅଗ୍ରଣୀ ଟାଇଲ୍ସ, ଇଞ୍ଜିନିୟର୍ଡ ମାର୍ବଲ, କ୍ୱାର୍ଜ ଏବଂ ବାଥ୍‍ୱେର ବ୍ରାଣ୍ଡ୍‍ ଏସିଆନ୍‍ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ (ଏଜିଏଲ୍‍) ଗର୍ବର ସହିତ ବଲିଉଡ ତାରକା ରଣବୀର କପୁରଙ୍କୁ ତାହାର ବ୍ରାଣ୍ଡ୍‍ ଆମ୍ବାସାଡର ଭାବରେ ଚୁକ୍ତିବଦ୍ଧ କରିବା ସମ୍ପର୍କରେ ଘୋଷଣା କରିଛି । ନିଜର ମାଧୁର୍ଯ୍ୟ, ବିବିଧତା ଏବଂ ଯୁବସୁଲଭତା ନିମନ୍ତେ ସୁପରିଚିତ ରଣବୀର କପୁର ସମ୍ପୂର୍ଣ୍ଣ ଭାବରେ ଏସିଆନ୍‍ ଗ୍ରାନିଟୋର ବୈଶିଷ୍ଟ୍ୟ ସହିତ ମେଳ ଖାଉଛନ୍ତି- ତାହା ହେଉଛି ନବସୃଜନ, ଗତିଶୀଳତା ଏବଂ ନିରନ୍ତର ବିକାଶ । ବର୍ଷ ବର୍ଷର ଉତ୍କର୍ଷତାକୁ ନେଇ ଏକ ମଜଭୁତ ସୁଖ୍ୟାତି ସହିତ ଏସିଆନ୍‍ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ନିରନ୍ତର ନିଜର ପରିସୀମା ପରିବ୍ୟାପ୍ତ କରିଚାଲିଛି ଏବଂ ଏହି ଶିଳ୍ପରେ ନୂଆ ମାନକ ସ୍ଥାପନ କରୁଛି ।

ରଣବୀର କପୁରଙ୍କ ସହିତ ସହଭାଗୀତା ଉତ୍କର୍ଷ ଓ ନବସୃଜନ ନିମନ୍ତେ ବ୍ରାଣ୍ଡ୍‍ର ପ୍ରତିବଦ୍ଧତା ଏବଂ ଆଗକୁ ଏକ ଉଲ୍ଲସିତ ଭବିଷ୍ୟତର ପ୍ରତିଶୃତି ଦେଉଛି । ଏକ ଯୁବ ଏବଂ ଦ୍ରୁତତମ-ଅଭିବୃଦ୍ଧିଶୀଳ ବ୍ରାଣ୍ଡ୍‍ ଭାବରେ ଏସିଆନ୍‍ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ନିଜର ନବସୃଜନ ଏବଂ ବିବିଧତାରେ ସମୃଦ୍ଧ ଉତ୍ପାଦଗୁଡିକୁ ନେଇ ନିଜର ପରିସୀମା ପରିବ୍ୟାପ୍ତ କରିଚାଲିଛି ଏବଂ ଏ କ୍ଷେତ୍ରରେ ଆଗରେ ରହିବାକୁ ପ୍ରତିଶୃତିବଦ୍ଧ ରହିଛି । ରଣବୀର କପୁରଙ୍କୁ ସାଙ୍ଗରେ ନେଇ ଏହି ବ୍ରାଣ୍ଡ୍‍ ବଜାରରେ ନିଜର ଉପସ୍ଥିତି ଉର୍ଦ୍ଧ୍ୱକୁ ଉଠାଇବା ଏବଂ ପରିବ୍ୟାପ୍ତ ଦର୍ଶକ, ବିଶେଷକରି ଯୁବବର୍ଗଙ୍କ ସହିତ ଯୋଡିହେବା ଲକ୍ଷ୍ୟ ରଖିଛି ।

ଏହି ସହଭାଗୀତା ସମ୍ପର୍କରେ ମତ ଦେଇ ଶ୍ରୀ କମଳେଶ ପଟେଲ, ଚେୟାରମ୍ୟାନ୍‍ ଓ ମ୍ୟାନେଜିଂ ଡାଇରେକ୍ଟର, ଏସିଆନ୍‍ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ କହିଥିଲେ, “ଏସିଆନ୍‍ ଗ୍ରାନିଟୋ ପରିବାରକୁ ରଣବୀର କପୁରଙ୍କୁ ସ୍ୱାଗତ କରିବା ନେଇ ଆମେ ଆନନ୍ଦିତ ଅଛୁ । ତାଙ୍କର ଯାଦୁକରୀ ଏବଂ ଆବେଦନ ଆମ ବ୍ରାଣ୍ଡ୍‍ର ମୂଲ୍ୟବୋଧ ସହିତ ନିବିଡ ଭାବରେ ମେଳ ଖାଉଛି ଏବଂ ଆମେ ଏକତ୍ର ଏହି ଯାତ୍ରାରେ ଆଗକୁ ବଢିବା ନେଇ ଉଲ୍ଲସିତ ଅଛୁ । ରଣବୀର କପୁରଙ୍କୁ ଆମର ବ୍ରାଣ୍ଡ୍‍ ଆମ୍ବାସାଡର ଭାବରେ ନେଇ ଆମେ ନୂତନ ଶିଖରରେ ପହଞ୍ଚିବା ଏବଂ ଆମ ଗ୍ରାହକମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ଆଣିଦେବାକୁ ଦୃଢ ନିଶ୍ଚିତ ରହିଛୁ ।

” ଆଗାମୀ ମାସଗୁଡିକରେ ଏସିଆନ୍‍ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ଏକ ପ୍ରଭାବଶାଳୀ ବ୍ରାଣ୍ଡ୍‍ ଅଭିଯାନ ଏବଂ ଟିଭି କମର୍ସିଆଲ୍‍ ଶୁଭାରମ୍ଭ କରିବ ଯେଉଁଥିରେ ରଣବୀର କପୁର ସ୍ଥାନ ପାଇବେ । ଏହି ପ୍ରଚାର ଅଭିଯାନ କେବଳ ବ୍ରାଣ୍ଡ୍‍ର ଅନନ୍ୟ ଉତ୍ପାଦଗୁଡିକ ସମ୍ପର୍କରେ ଆଲୋକପାତ କରିବ ନାହିଁ, ତାହାସହିତ ବ୍ୟକ୍ତିତ୍ୱ ଏବଂ ଆଧୁନିକ ସମ୍ବେଦନଶୀଳତାକୁ ପ୍ରତିଫଳିତ କରୁଥିବା ଏକ ଆବାସ ସ୍ଥାନ ସୃଷ୍ଟି ଦିଗରେ ନିଜର ଉତ୍ସର୍ଗୀକୃତ ଭାବକୁ ପ୍ରଦର୍ଶିତ କରିବ । ନିଜର ଗଭୀର ଆନନ୍ଦ ପ୍ରକାଶ କରି ରଣବୀର କପୁର କହିଥିଲେ, “ଏଜିଏଲ୍‍ ଭଳି ଏକ ଯୁବ ଏବଂ ପ୍ରଗତିଶୀଳ ବ୍ରାଣ୍ଡ୍‍ ସହିତ ଯୋଡିହୋଇ ମୁଁ ନିଜକୁ ସମ୍ମାନିତ ମନେକରୁଛି,

ଯାହା ସୌନ୍ଦର୍ଯ୍ୟ, ନବସୃଜନ ଏବଂ ବିଳାସକୁ ପୃଷ୍ଠଭାଗ ଏବଂ ବାଥ୍‍ୱେର ବର୍ଗରେ ଏକତ୍ର କରୁଛି । ଏଜିଏଲ୍‍କୁ ଆଗାମୀ ବର୍ଷଗୁଡିକରେ ଏକ ପ୍ରଭାବୀ ଶକ୍ତି ଭାବରେ ମୁଁ ଲକ୍ଷ୍ୟ କରୁଛି ।” ନିଜର ନବସୃଜନ ଏବଂ ଗୋଟିଏ ଛାତ ତଳେ ବହୁବିଧ ଉତ୍ପାଦର ସମୃଦ୍ଧ ସମ୍ଭାର ନିମନ୍ତେ ସୁପରିଚିତ ଏସିଆନ୍‍ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ବିବିଧ ପ୍ରକାର ଟାଇଲ୍ସ ଏବଂ ବାଥ୍‍ୱେର ସମାଧାନ ପ୍ରତ୍ୟେକ ପସନ୍ଦ ଏବଂ ଷ୍ଟାଇଲ ଆବଶ୍ୟକତା ନିମନ୍ତେ ଯୋଗାଇ ଦେଉଛି । ସମକାଳୀନ ଡିଜାଇନ ଠାରୁ ନେଇ ଚିରନ୍ତନ କ୍ଲାସିକ୍ସ ପର୍ଯ୍ୟନ୍ତ ଉତ୍କର୍ଷତା ପ୍ରତି ଏହି ବ୍ରାଣ୍ଡ୍‍ର ପ୍ରତିବଦ୍ଧତା ଏହା ସୁନିଶ୍ଚିତ କରୁଛି ଯେ ଗ୍ରାହକମାନେ ସେମାନଙ୍କର ଆବାସ ସ୍ଥାନ ନିମନ୍ତେ ଏହି ଶ୍ରେଣୀରେ ସର୍ବୋତ୍ତମ ଉତ୍ପାଦ ଯେଭଳି ପାଇପାରିବେ ।

ଏସିଆନ୍‍ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ନିକଟରେ ଏହାର ଉତ୍ସର୍ଗୀକୃତ ପ୍ରୟାସ ସମ୍ପର୍କରେ ବର୍ଣ୍ଣନା କରିବାକୁ ଅଗ୍‍ଲିଭିକୁ ନିୟୋଜିତ କରିଛି ଯାହା ଗ୍ରାହକଙ୍କ ପସନ୍ଦ ଏବଂ ଆଶା ଆକାଂକ୍ଷା ସହିତ ମେଳ ଖାଉଛି । ଆଗାମୀ ବ୍ରାଣ୍ଡ୍‍ ଅଭିଯାନ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ଉପରେ ଆଧାରିତ ହେବା ସହିତ ଗ୍ରାହକମାନଙ୍କ ସହିତ ଗଭୀର ଭାବଗତ ସମ୍ପର୍କ ସ୍ଥାପନ ନିମନ୍ତେ ପ୍ରୟାସ କରିବାକୁ ଯାଉଛି । ଏହା ଏଭଳି ଏକ ବାସସ୍ଥାନ ସମ୍ପର୍କରେ ଦୂରଦୃଷ୍ଟି ଉପସ୍ଥାପନ କରିବାକୁ ଯାଉଛି ଯାହା କେବଳ ଏଜିଏଲ୍‍ର ଅନନ୍ୟ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବ ନାହିଁ, ତାହାସହିତ ବ୍ୟକ୍ତିତ୍ୱ ଏବଂ ସମକାଳୀନ ସମ୍ବେଦନଶୀଳତାକୁ ପ୍ରତିଫଳିତ କରିବ ଏବଂ ଏହାଦ୍ୱାରା ଗ୍ରାହକଙ୍କ ଜୀବନକୁ ଅତି ଗଭୀର ସ୍ତରରେ ସମୃଦ୍ଧ କରିବ ।

ମାତ୍ର ଦୁଇ ଦଶନ୍ଧି ମଧ୍ୟରେ ଏସିଆନ୍‍ ଗ୍ରାନିଟୋ ଇଣ୍ଡିଆ ଲିିମିଟେଡ ଭାରତର ଅଗ୍ରଣୀ ବିଳାସପୂର୍ଣ୍ଣ ପୃଷ୍ଠଭାଗ ଏବଂ ବାଥ୍‍ୱେର ସମାଧାନକାରୀ ବ୍ରାଣ୍ଡ୍‍ ଭାବରେ ପ୍ରତିଷ୍ଠା ଲାଭ କରିଛି । କମ୍ପାନୀ ବହୁବିଧ ବର୍ଗର ଟାଇଲ୍ସ, ଇଞ୍ଜିନିୟର୍ଡ ମାର୍ବଲ ଏବଂ କ୍ୱାର୍ଜ, ସାନିଟାରୀୱେର ଏବଂ ଫସେଟ୍‍ ଆଦି ଉତ୍ପାଦନ ଓ ବିପଣନ କରୁଛି । ସମଗ୍ର ଭାରତରେ ୨୩୫ରୁ ଅଧିକ ଫ୍ରାଞ୍ଚାଇଜି ସୋ ରୁମ୍‍, ୧୧ କମ୍ପାନୀ ମାଲିକାନାଧୀନ ଡିସ୍‍ପ୍ଲେ ସେଣ୍ଟର, ୧୪ହଜାରରୁ ଅଧିକ ଟଚ୍‍ ପଏଣ୍ଟ ଏବଂ ବିଶାଳ ଆବଣ୍ଟନକାରୀ ନେଟୱର୍କ ସହିତ ଏଜିଏଲ୍‍ ମଧ୍ୟ ରପ୍ତାନି ଜରିଆରେ ୧୦୦ରୁ ଅଧିକ ରାଷ୍ଟ୍ରକୁ ନିଜର ପହଞ୍ଚ ପରିବ୍ୟାପ୍ତ କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version