୦୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଟାଙ୍ଗୀ :-> ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ.। ରାଜ୍ୟ ସରକାଙ୍କ ପକ୍ଷରୁ ଆରମ୍ଭ ହୋଇଛି ୨ୟ ପର୍ଯ୍ଯାୟ ଆମ ବ୍ୟାଙ୍କ ସେବା | ବ୍ୟାଙ୍କ ନଥିବା ପଞ୍ଚାୟତରେ ଆରମ୍ଭ ହୋଇଛି ଏହି ସେବା | ଆମ ବ୍ୟାଙ୍କ୍ ସେବା ୨ୟ ପର୍ଯ୍ଯାୟରେ ୨ହଜାର ସିଏସ୍ପି ପ୍ଲସ୍ ଶାଖାର ଶୁଭ ଉଦ୍ଘାଟନ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବଡ଼ପୋଖରୀଆ ପଞ୍ଚାୟତରେ ଉଦଘାଟନ ହୋଇଯାଇଛି ଆମ ବ୍ୟାଙ୍କ | ଏହି ଅବସରରେ ଯୋଗ ଦେଇଛନ୍ତି.















