• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଛୋଟରାୟପୁର ସିଟିଗ୍ୟାସ ଷ୍ଟେସନ ସିଲିଣ୍ଡରରୁ ପ୍ରଚଣ୍ଡ ଶବ୍ଦ

Proprietor Abhimanyu Maharana by Proprietor Abhimanyu Maharana
February 19, 2024
in ଓଡ଼ିଶା, ଦେଶ, ଯାଜପୁର, ହୋମ୍
0
ଛୋଟରାୟପୁର ସିଟିଗ୍ୟାସ ଷ୍ଟେସନ ସିଲିଣ୍ଡରରୁ ପ୍ରଚଣ୍ଡ ଶବ୍ଦ
Share on FacebookShare on TwitterWhatsapp
  • ଲୋକେ ଭୟଭୀତ ଯନ୍ତ୍ରୀଙ୍କୁ ଘେରିଲେ ଲୋକେ

୧୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କୋରାଇ :- ଯାଜପୁର ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ ଛୋଟରାୟପୁର ଠାରେ ଥିବା ରନ୍ଧନ ଗ୍ୟାସ ଯୋଗାଣ ଜନିତ ସିଟିଗ୍ୟାସ ଷ୍ଟେସନର ସିଲିଣ୍ଡରରେ ଲିକେଜ ହୋଇ ଗ୍ୟାସ ନିର୍ଗତ ହେବା ସହ ପ୍ରଚଣ୍ଡ ଶବ୍ଦ କରିଥିଲା; ଏଥ୍‌ରେ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଅଂଚଳର ଲୋକେ ଭୟଭୀତ ହୋଇପଡିଥିଲେ । ଘଟଣା ସ୍ଥଳେ ଶହଶହ ସଂଖ୍ୟାରେ ଲୋକେ ଜମାହୋଇଯାଇଥିଲା ବେଳେ ବିଭାଗୀୟ ଯନ୍ତ୍ରୀଙ୍କୁ ଲୋକେ ଘେରାଉ କରିଥିଲେ । ସୂଚନା ଯୋଗ୍ୟଯେ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପକ୍ଷରୁ କେନ୍ଦୁଝର ଓ ଯାଜପୁର ଜିଲା ଦ୍ୱୟରେ ଘରେ ଘରେ ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ନିମନ୍ତେ ଯାଜପୁର ଜିଲାର ଛୋଟରାୟପୁର ଠାରେ ସିଟି ଗ୍ୟାସ ଷ୍ଟେସନ ସ୍ଥାପନ କରାଯାଇଥିଲା । ଷ୍ଟେସନର କାର୍ଯ୍ୟ ପୂର୍ବଙ୍ଗ ହୋଇସାରିଥିଲେହେଁ ଯୋଗାଣ କାର୍ଯ୍ୟ ବାକି ରହିଥିଲା । ନିର୍ବାଚନ ପୂର୍ବରୁ ତାହାକାର୍ଯ୍ୟକ୍ଷମ କରାଯିବା ନିମନ୍ତେ ଷ୍ଟେସନରେ ନିର୍ମିତ ୪୦୦କେଜି ସିଲିଣ୍ଡରାର ପାଂଚ ନିମନ୍ତେ ପ୍ରାକୃତିକ ଗ୍ୟାସ ଭରା ଯାଇଥିଲା ।ଆଜି ଅପରାହ୍ନରେ ସେହି ସିଲଇଣ୍ଡର ପାଇପ ଭଲବ ଲିକେଜ ହୋଇ ପ୍ରବଳ ବେଗରେ ଗ୍ୟାସ ନିର୍ଗତ ହେବା ଯୋଗୁ ପ୍ରଚଣ୍ଡ ଶବ୍ଦ କରିବା ସହ ସମଗ୍ର ଅଂଚଳ ଧୂଆଁମୟ ହୋଇଯାଇଥିଲା । ଏଥ୍ ସହି ନିର୍ଗତ ଗ୍ୟାସର ଗନ୍ଧ ଚତୁର୍ପାଶ୍ଵକୁ ବ୍ୟାପୀ ଯାଇଥିଲା । ଏନେଇ ଗ୍ରାମବାସଙ୍କ ସମେତ ଅଂଚଳବାସୀ ଭୟଭୀତ ହୋଇପଡିବା ସହ ଘଟଣା ସୁଳେ ଶହଶହ ସଂଖ୍ୟାରେ ଲୋକେ ରୁଣ୍ଡିଭୁତ ହୋଇଥିଲେ । ଗ୍ୟାସ ଷ୍ଟେସନ ସିକୁରିଟିଙ୍କ ଠାରୁ ସୂଚନା ପାଇଁ ବିଭାଗୀୟ ଯନ୍ତ୍ରୀ ଇଂ ଆସମନ ସାମଲ ପହଂଚି ସିଲିଣ୍ଡର ଗୁଡିକୁ ପାଂଚ କରି ଲିକେଜ ସିଲିଣ୍ଡରକୁ ମରାମତି କରିଥିଲେ । ଏଥ୍ ଯୋଗୁ ଆତଙ୍କିତ ଗ୍ରାମବସୀ ଯନ୍ତ୍ରୀ ଇଂ ଶ୍ରୀ ସାମଲଙ୍କୁ ଘେରାଉକରି କାହିଁକି ଏପରି ହେଲା ବୋଲି ପଚାରିଥିଲେ ।

ଷ୍ଟେସନରେ ୪୦୦କେଜିର ସିଲିଣ୍ଡର ଲାଗିଥିଲା ବେଳେ ଟେଷ୍ଟ ଲାଗି ୨୫୦କେଜିର ପ୍ରାକୃତିକ ଗ୍ୟାସ ଭରାଯାଇଥିଲା । ହେଲେ ଏକ ସିଲିଣ୍ଡରରେ ଲିକେଜ ହେବାରୁ ଏୟାର ପ୍ରେସରରେ ପ୍ରଚଣ୍ଡ ଶବ୍ଦ କରିଥିଲା । ଏହା ରନ୍ଧନ ଗ୍ୟାସ(ଜିଏନଜି) ନୁହେଁ; ପରୀକ୍ଷାମୂଳକ ଭାବେ ପ୍ରାକୃତିକ ଗ୍ୟାସ ଭରାଯାଇଥିଲା । ଏହି ଗ୍ୟାସ କ୍ଷତିକାରକ ନୁହେଁ; ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁବୋଲି କହିଥିଲେ । କିନ୍ତୁ ପ୍ରାକୃତିକ ହେଉ ବା’ ରନ୍ଧନ ଗ୍ୟାସ ହେଉ, ଯେତେବେଳେ ଷ୍ଟେସନରେ ଗ୍ୟାସ ଭରାଗଲା ସେ ନେଇ ଲୋକଙ୍କୁ କାହିଁକି ସଚେତନ ସ୍ବରୂପ ସୂଚନା ଦିଆଗଲା ନାହିଁ ବୋଲି ପ୍ରତିବାଦ କରିଥିଲେ ।

ଇଂ ଶ୍ରୀ ସାମଲ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବଗତକରି ତୁରନ୍ତ ସଚେତନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଉତ୍ୟକ୍ତ ଲୋକେ ସଠିକ ମରାମତି ଓ ସଚେତନ କରାନଯିବା ଯାଏ ଷ୍ଟେସନରେ କେହି ଅଧିକାରୀ କି କର୍ମଚାରୀ ରହିପାରିବେ ନାହିଁ ବୋଲି ଦୃଢ ଦାବିକରି ରି ସମସ୍ତଙ୍କୁ ଷ୍ଟେସନ ପରିସରରୁ ବାହାର କରିଦେଇଥିଲେ । ଗ୍ୟାସ ଷ୍ଟେସନରୁ ସୃଷ୍ଟ ଶବ୍ଦ ଓ ନିର୍ଗତ ଦୁର୍ଗନ୍ଧ ଗ୍ୟାସ ଯୋଗୁ ଆଂଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026
ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version