No Result
View All Result
୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା :- ଗୁଡ଼ାରୀ ରୁ ୪୨ଜଣ ଯାତ୍ରୀ ଙ୍କୁ ନେଇ ଆସୁଥିବା ବସ୍ ଖୋର୍ଦ୍ଧା ଉପକଣ୍ଠ ଗଡ ଖୋର୍ଦ୍ଧା ଛକ ନିକଟରେ ଛିଡ଼ା ହୋଇଥିବା ବେଳେ ହାଇୱେ ଆ ପଛରୁ ଧକ୍କା ଦେଇଥିଲା। ବସ ରେ ଥିବା ୧୭ଜଣ ଯାତ୍ରୀ ଙ୍କ ଆହତ ହୋଇଥିଲେ ।
ଯାତ୍ରୀ ମାନେ ପୁରୀ ଅଭିମୁଖେ ଯାଉଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ତରଫରୁ ଯାତ୍ରୀ ମାନଙ୍କୁ ଆବଶ୍ୟକୀୟ ସହଯୋଗ, ଚିକିତ୍ସା ପ୍ରଦାନ କରାଯାଇଛି। ସମସ୍ତ ଯାତ୍ରୀ ମାନେ ସୁସ୍ଥ ଅଛନ୍ତି। ପୋଲିସ ବସ ଏବଂ ଟ୍ରକ କୁ ଜବତ କରି ତଦନ୍ତ ଚଳାଇ ଛନ୍ତି।

No Result
View All Result