No Result
View All Result
୨୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ୫ ଆହତ ୨ ଗୁରୁତର, ଗୁରୁତର ଙ୍କୁ ବଲାଙ୍ଗୀର ଜିଲ୍ଲା ଡାକ୍ତରଖାନା ସ୍ଥାନାନ୍ତର ପାଟଣାଗଡ଼ ଧୁମାଭଟା ପାଟଣାଗଡ଼ ରାସ୍ତା ଦରଦରା ପାଳି ନିକଟରେ ଦୁଇ ବାଇକ୍ ମୁହଁ ମୁଁହିଁ ଧକ୍କା ୫ ଗୁରୁତର ପାଟଣାଗଡ଼ ଡାକ୍ତରଖାନା ରେ ଭର୍ତି। ଗୁରୁତର ମାନେ ହେଲେ ତେନ୍ତୁଳି ମୁଣ୍ଡା ର ସଞ୍ଜୟ ଭୁଏ,

ରମେଶ ନାଗ ଦୁହେଁ ଚି ଙ୍ଗ ର ବନ୍ଧ କପା ମିଲ୍ କୁ ଭାତ ନେଇ ଦେଉଥିଲେ। ଓ କୁରେନ ବାହାଲି ର ବାଦଲ ଭୋଇ, ଅରୁଣ ଭୋଇ ଓ ଟୁନାଭୋଇ ପାଟଣାଗଡ ରୁ କାମ ସାରି ଘରକୁ ଫେରିଥିଲେ। ତେନ୍ତୁଳି ମୁଣ୍ଡା ର ସଂଜୟଓ ରମେଶ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।


No Result
View All Result