No Result
View All Result
୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବ୍ଲକ୍ ଅନ୍ତର୍ଗତ ରାଜ ସୁନାଖଳା ବିଦ୍ୟୁତ୍ ସବ୍ ଷ୍ଟେସନରେ ପୋଡ଼ା ଟ୍ରାନନ୍ସଫରମର ଗୁଡ଼ିକ ପଡ଼ିରହି ବିଷାକ୍ତ ସର୍ପ ମାନଙ୍କ ଆଶ୍ରୟ ସ୍ଥଳୀ ହୋଇଥିବା ଖବର ଗତ ୨୦୨୩ ଡିସେମ୍ବର ୩୦ ତାରିଖରେ ପ୍ରସାରଣ ପରେ ଟାଟା ପାୱାର କର୍ତ୍ତୃପକ୍ଷ ବିଚାର କରି ଶୀଘ୍ର ତତ୍ପରତା ପ୍ରକାଶ କରି

ଗତ ଦୁଇ ଦିନ ତଳେ ପ୍ରାୟ ଦୁଇଟି ଗାଡ଼ିରେ ୭୦ ଟି ପୋଡ଼ା ଟ୍ରାନ୍ସଫରମର ଲୋଡ କରି ଡ଼ିପୋକୁ ନେଇ ଯାଇ ଥିବାର ଖବର ମିଳିଛି। ଏଣୁ ବିଭାଗୀୟ କର୍ମଚାରୀ ଓ ସାଧାରଣ ଜନତା ଧନ୍ୟବାଦ ଜଣାଇଛନ୍ତୀ କିନ୍ତୁ ଆଉ ପ୍ରାୟ ୪୦ ଟି ଟ୍ରାନ୍ସଫରମର ପଡ଼ି ରହି ବିପଦ ମୁକ୍ତ ହୋଇ ନଥିବା ଜଣା ପଡିଛି। ଏଣୁ ଅନ୍ୟ ଗୁଡିକୁ ମଧ୍ୟ ଯଥାଶୀଘ୍ର ଖାଲି କରିବା ପାଇଁ ସାଧାରଣ ଉପଭୋକ୍ତା ଦାବୀ ପୁନର୍ବାର ଦାବି ରଖିଛନ୍ତି।

No Result
View All Result