No Result
View All Result
୧୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ମୁଖ୍ୟ ଅତିଥି ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ଉଦଘାଟନ କରିଥିଲେ.ସଂମାନୀନ ଅତିଥି ଜିଲ୍ଲାପରିଷ ଅଧକ୍ଷ ଦେବାଶିଷ ପଟ୍ଟନାୟକ,ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ଉପଧ୍ୟାକ୍ଷା ଗୁରୁପ୍ରସାଦ ଜେନା,ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ,କଲେଜ ର ଅଧକ୍ଷ ଅଶ୍ୱିନୀ କୁମାର ନାୟକ,

ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ମମତା ନାୟକ,ଅଧ୍ୟାପକ ଦିଲ୍ଲୀପ ମିଶ୍ର,ସୂର୍ଯ୍ୟ ନାରାୟଣ ପ୍ରଧାନ, ରବି ବେହେରା ମଞ୍ଚାସିନ ଥିଲେ. ଅଧ୍ୟାପକ ଆଶୁତୋଷ ମିଶ୍ର ମଞ୍ଚ ପରିଚାଳନା କରିଥିଲେ. ବିଧାୟକ ଡ଼. ଅରୁଣ କୁମାର ସାହୁ କଲେଜ ର ଛାତ୍ର ଛାତ୍ରୀ ପାଠପଢିବା,ଖେଳାକୁଦ ନାଚଗୀତ,

ପରିବେଶ କିପରି ସୁରକ୍ଷା ରହିବ ସେଥିପାଇଁ ସମସ୍ତେ ଧ୍ୟାନଦେବା ଦରକାର ବୋଲି ସମସ୍ତଙ୍କୁ ସୂଚନା ଓ ଅନୁରୋଧ କରିଥିଲେ. ଆଜି 800ରୁ 1000ଜଣ କଲେଜ ଛାତ୍ର ଛାତ୍ରୀ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ. ଆସନ୍ତା କାଲି କଲେଜ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ.

No Result
View All Result