• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱର କେନ୍ଦ୍ରର ଏକ ବର୍ଷ ପୂର୍ତି ପାଳନ କରିଛି ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫ

Proprietor Abhimanyu Maharana by Proprietor Abhimanyu Maharana
December 6, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଭୁବନେଶ୍ୱର କେନ୍ଦ୍ରର ଏକ ବର୍ଷ ପୂର୍ତି ପାଳନ କରିଛି ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫ
Share on FacebookShare on TwitterWhatsapp

୬ଟି ଆଇଭିଏଫ୍ ବିଫଳତା ପରେ ଜ ୩୮ ବର୍ଷୀୟାଙ୍କୁ ଦେଇଛି ମାତୃତ୍ୱର ଆନନ୍ଦ

୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସିକେ ବିର୍ଲା ଗ୍ରୁପ୍‌ର ଭାରତର ସବୁଠାରୁ ବିଶ୍ୱସ୍ତ ତଥା ଦ୍ରୁତ ବିକଶିତ ଆଇଭିଏଫ୍ ଚେନ, ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫ୍ ପକ୍ଷରୁ ଏହାର ଭୁବନେଶ୍ୱର କେନ୍ଦ୍ରର ୧ ବର୍ଷ ପୂର୍ତି ଉତ୍ସବ ପାଳନ କରାଯାଇଛି । ୨୦୨୨ମସିହାରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ର କେବଳ ଭୁବନେଶ୍ୱର ନୁହେଁ, ବରଂ ପୁରୀ, ବ୍ରହ୍ମପୁର, ସମ୍ବଲପୁର ଓ ଭଦ୍ରକ ଭଳି ଆଖପାଖ ଅଂଚଳରେ, ସାମଗ୍ରିକ ପ୍ରଜନନ ସେବା ଏବଂ ବିଶ୍ୱସ୍ତରୀୟ ଭିତିଭୂମି ମାଧ୍ୟମରେ ଦମ୍ପତିଙ୍କୁ ପିତାମାତା ହେବାର ଆନନ୍ଦ ପ୍ରଦାନ କରିଛି ।

ଏହି ଅବସରରେ ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫ୍‌ର ସେଂଟର ମୁଖ୍ୟ ଓ କନସଲଟାଂଟ ଡା. ଲିପ୍ସା ମିଶ୍ରଙ୍କ ସହ ଅନେକ ରୋଗୀ ଯୋଗ ଦେଇଥିଲେ, ଯେଉଁମାନେ ପିତାମାତା ହେବାର ସେମାନଙ୍କର ଉଲ୍ଲେଖନୀୟ ଯାତ୍ରା ବାଂଟିଥିଲେ । ଡା. ମିଶ୍ର ଜଣେ ୩୮ ବର୍ଷୀୟ ରୋଗୀଙ୍କ ଏକ ଆକର୍ଷଣୀୟ କେସ୍ ଷ୍ଟଡି ଉପରେ ଆଲୋକପାତ କରିଥିଲେ, ଯିଏ କି ପ୍ରାଥମିକ ସବ୍‌-ଫର୍ଟିଲିଟି ଏବଂ ୬ଟି ବିଫଳ ଆଇଭିଏଫ୍ ଚକ୍ର ସହିତ ଅନ୍ୟାନ୍ୟ ଡାକ୍ତରୀ ଜଟିଳତାରେ ପୀଡ଼ିତ ଥିଲେ ଏବଂ କିଭଳି ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫର ଦକ୍ଷତା ବଳରେ ଏହି ଦମ୍ପତି ବର୍ତମାନ ସେମାନଙ୍କର ପ୍ରଥମ ସନ୍ତାନର ଆଶା ରଖିଛନ୍ତି ତାହା ମଧ୍ୟ ବର୍ଣ୍ଣନା କରିଥିଲେ ।

୩୮ ବର୍ଷୀୟ ଏହି ରୋଗୀ ଦୀର୍ଘ ୧୦ ବର୍ଷ ଧରି ପ୍ରାଥମିକ ସବ୍‌-ଫର୍ଟିଲିଟି ସହ ସଂଘର୍ଷ କରୁଥିଲେ ଏବଂ ଅସ୍ପଷ୍ଟ ଉପ-ପ୍ରଜନନ ସମସ୍ୟା ଜଟିଳତାକୁ ଆହୁରି ବଢ଼ାଇ ଦେଇଥିଲା । ଫଳରେ ଆଇଭିଏଫ୍ ଚକ୍ର ବିଫଳ ହୋଇଥିଲା । ପରେ ରୋଗୀ ଏବଂ ତାଙ୍କ ସାଥୀଙ୍କର ଏକ ଡୋନର ଏଗ୍ ଆଇଭିଏଫ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଏହା ପରେ ଇନଟ୍ରାସିଟୋପ୍ଲାଜମିକ ସ୍ପର୍ମ ଇଞ୍ଜେକ୍ସନ (ଆଇସିଏସଆଇ) କରାଯାଇଥିଲା । ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫର ଏହି ଟିମ୍ ୨୧,୦୦୦ରୁ ଅଧିକ ଚକ୍ରର ମିଳିତ ଅଭିଜ୍ଞତା ସହିତ ଏକ କଷ୍ଟମାଇଜ ହୋଇଥିବା ପ୍ଲାନ୍ ଜରିଆରେ ରୋଗୀଙ୍କ ଚିକିତ୍ସା କରିଥିଲେ, ଯାହାକି ତାଙ୍କୁ ଏକ ଦଶନ୍ଧିର ନିରାଶା ପରେ ଗର୍ଭଧାରଣ କରିବାରେ ସାହାଯ୍ୟ କରିଥିଲା ।

ଏହି ପ୍ରସଙ୍ଗ ଉପରେ ମତବ୍ୟକ୍ତ କରି ବିରଲା ଫର୍ଟିଲିଟି ଏବଂ ଆଇଭିଏଫ କନସଲଟାଂଟ ଡା. ଲିପ୍ସା ମିଶ୍ର କହିଛନ୍ତିଯେ, “ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫ୍ ପିତାମାତା ହେବା ଆହ୍ୱାନର ମୁକାବିଲା କରୁଥିବା ଦମ୍ପତିଙ୍କୁ ଉଚ୍ଚ ଗୁଣବତାର ବ୍ୟକ୍ତିଗତ ଯତ୍ନ ପ୍ରଦାନ କରି ସୁଯୋଗର ଏକ କ୍ଷେତ୍ର ପ୍ରଦାନ କରିଛି । ଆମର ବ୍ୟାପକ ଉନ୍ନତ ଚିକିତ୍ସା, ଅତ୍ୟାଧୁନିକ ସୁବିଧା, ଅଭିଜ୍ଞ ଡାକ୍ତରୀ ଦଳ ଏବଂ ସୁଲଭତା ପ୍ରତି ପ୍ରତିବଦ୍ଧତା ସହିତ, ଆମେ କ୍ରମାଗତ ଭାବରେ ପହଂଚଯୋଗ୍ୟ ପ୍ରଜନନ ସମାଧାନ ପ୍ରଦାନ କରିଛୁ । ଏକ ଦଶନ୍ଧିର ଅଣ-ପ୍ରଜନନ ଏବଂ ୬ଟି ବିଫଳ ଆଇଭିଏଫ୍ ପ୍ରୟାସ ସହିତ ସଂଘର୍ଷ କରୁଥିବା ଏହି ଦମ୍ପତିଙ୍କ ପାଇଁ ସକାରାତ୍ମକ ଗର୍ଭଧାରଣ ଅତୁଳନୀୟ ଆନନ୍ଦ ଏବଂ କୃତଜ୍ଞତା ଆଣିଦେଇଛି । ଆଜି ରୋଗୀଙ୍କ ଉପସ୍ଥିତି ଉନ୍ନତ ପ୍ରଜନନ ଚିକିତ୍ସା ଏବଂ ଅନୁକମ୍ପାମୂଳକ ଯତ୍ନ ପ୍ରଦାନ କରିବା ପାଇଁ ଆମର ସ୍ଥାୟୀ ପ୍ରତିବଦ୍ଧତାକୁ ଉଦାହରଣ ଦେଉଛି ଯାହା ଆମ ବ୍ରାଣ୍ଡର ଗୁଣକୁ ଦର୍ଶାଏ ।”

ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫର ପରାମର୍ଶଦାତା ଡା. ରୋହାନୀ ନାୟକ ଆହୁରି କହିଛନ୍ତି, “ବନ୍ଧ୍ୟାତ୍ୱ ହେଉଛି ଭାରତରେ ଏକ ନୀରବତାରେ ବୃଦ୍ଧି ପାଉଥିବା ମହାମାରୀ । ଏହି ଅବସ୍ଥା ଏବଂ ଉପଲବ୍ଧ ଚିକିତ୍ସା ବିଷୟରେ ପର୍ଯ୍ୟାପ୍ତ ବୁଝାମଣାର ଅଭାବ, ବନ୍ଧ୍ୟାତ୍ୱ ସମସ୍ୟାର ସମାଧାନ ପାଇଁ ଅନିଚ୍ଛା, ଚିକିତ୍ସା ଖର୍ଚ୍ଚ ଏବଂ ମୂଲ୍ୟରେ ଅସ୍ପଷ୍ଟତା ରୋଗ ବୋଝକୁ ଆହୁରି ବଢ଼ାଇ ଦେଇଥାଏ । ତଥାପି, ଡାକ୍ତରୀ ଜ୍ଞାନକୌଶଳର ଆବିର୍ଭାବ, ଉପଲବ୍ଧତା ଏବଂ ସାମର୍ଥ୍ୟର ଦ୍ୱୈତ ଆହ୍ୱାନର ମୁକାବିଲା କରିବାରେ ସାହାଯ୍ୟ କରିଛି, ଯାହା ପିତାମାତା ହେବାକୁ ସମସ୍ତଙ୍କ ପାଇଁ ବାସ୍ତବତାରେ ପରିଣତ କରିଛି । ତେଣୁ ଲୋକମାନେ ଏହି ଅବସ୍ଥା ବିଷୟରେ ସଚେତନ ହେବା, ଏହାକୁ ଗ୍ରହଣ କରିବା ଏବଂ ଠିକ୍ ସମୟରେ ଡାକ୍ତରୀ ହସ୍ତକ୍ଷେପ ନେବା ଜରୁରୀ । ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫ୍ ସେଂଟରରେ ଜଣେ ପରାମର୍ଶଦାତା ଭାବରେ, ଆମେ କରିଥିବା ଗୁଣାତ୍ମକ କାର୍ଯ୍ୟ ପାଇଁ ମୁଁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛି ।

ଏହି ବାର୍ଷିକୀ ରେ ଆମର ଯାତ୍ରା ବିଶ୍ୱାସ ଏବଂ ସଫଳତାର ଅଗଣିତ କାହାଣୀ ରେ ଚିହ୍ନିତ ହୋଇଛି । ଉନ୍ନତ ପ୍ରଜନନ ଚିକିତ୍ସା ଏବଂ ସହାନୁଭୂତିମୂଳକ ଯତ୍ନ ପ୍ରତି ଆମର ସ୍ଥାୟୀ ପ୍ରତିବଦ୍ଧତା ଆମ ବ୍ରାଣ୍ଡର ମୂଳ ମୂଲ୍ୟବୋଧର ପ୍ରମାଣ ।”ସମସ୍ତ ପ୍ରଜନନ ଏବଂ ଆଇଭିଏଫ ଚିକିତ୍ସା ପାଇଁ ବିରଲା ଫର୍ଟିଲିଟି ଏବଂ ଆଇଭିଏଫ ଏକ ବ୍ୟାପକ କେନ୍ଦ୍ର ଭାବେ ସ୍ୱୀକୃତି ପ୍ରାପ୍ତ । ଏହି କାର୍ଯ୍ୟକ୍ରମରେ ପ୍ରଜନନ ଚିକତ୍ସା କରାଇଥିବା ରୋଗୀମାନେ ଯୋଗ ଦେଇଥିଲେ ଏବଂ ଯେଉଁମାନେକି ବର୍ତମାନ ଆନନ୍ଦର ସହ ସେମାନଙ୍କର ପିତାମାତା ହେବାର ଯାତ୍ରାକୁ ଉପଭୋଗ କରୁଛନ୍ତି । ଏହି ଉତ୍ସବ ପାଳନ ସମୟରେ ବର୍ଣ୍ଣିତ ବିଭିନ୍ନ ମାଇଲଖୁଂଟ ଡାକ୍ତରୀ ଉତ୍କର୍ଷତା ଏବଂ ରୋଗୀ-କୈନ୍ଦ୍ରିକ ଯତ୍ନ ପ୍ରତି ବ୍ରାଣ୍ଡର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛି । ଦମ୍ପତିଙ୍କ ହସହସ ଚେହେରା ରେ ସେମାନେ ଅତିକ୍ରମ କରିଥିବା ଆହ୍ୱାନ ଏବଂ ପ୍ରତିବନ୍ଧକ ସହିତ ସମଗ୍ର ଯାତ୍ରାରେ ସେମାନଙ୍କର ସ୍ଥିରତା ଏବଂ ସଂକଳ୍ପ ପ୍ରତିଫଳିତ ହୋଇଥିଲା ।

ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫ୍ ଏହାର ଦକ୍ଷତା ଏବଂ ସ୍ଥାୟୀ ପ୍ରତିବଦ୍ଧତା ମାଧ୍ୟମରେ ସେମାନଙ୍କର ପିତାମାତା ହେବା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସେମାନଙ୍କ ଉପସ୍ଥିତି ଉତ୍ସବରେ ଏକ ଅର୍ଥପୂର୍ଣ୍ଣ ଏବଂ ବ୍ୟକ୍ତିଗତ ସ୍ପର୍ଶ ଯୋଡ଼ିଥିଲା ଏବଂ ବ୍ୟକ୍ତି ବିଶେଷ ଏବଂ ପରିବାର ଉପରେ ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫର ସକାରାତ୍ମକ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲା । ବିରଲା ଫର୍ଟିଲିଟି ଏବଂ ଆଇଭିଏଫ ପ୍ରଜନନ ସମସ୍ୟା ଥିବା ଦମ୍ପତିଙ୍କ ପାଇଁ କ୍ଲିନିକାଲ ରୂପେ ଭରସାଯୋଗ୍ୟ ଚିକିତ୍ସା, ସୁଲଭ ଏବଂ ସ୍ପଷ୍ଟ ମୂଲ୍ୟ, ଏବଂ ସହାନୁଭୂତିପୂର୍ଣ୍ଣ ଓ ବିଶ୍ୱାସନୀୟ ଯତ୍ନର ପ୍ରତିଶ୍ରୁତି ଦେଉଛି । ସ୍ୱଳ୍ପ ଅବଧି ମଧ୍ୟରେ ଏହି ଉଦ୍ୟୋଗ ୨୧,୦୦୦ରୁ ଅଧିକ ଚକ୍ରର ଏକ ମିଳିତ ଅଭିଜ୍ଞତା ମାଧ୍ୟମରେ ବନ୍ଧ୍ୟାତ୍ୱ ରୋଗୀଙ୍କ ପାଇଁ ଅଗ୍ରଣୀ ଫଳାଫଳ ସୃଷ୍ଟି କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026

Recent News

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version