• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାସ୍ତାପର୍ଶ୍ବ ପାଲଟିଛି ଆବର୍ଜନା ଡମ୍ପିଂୟାର୍ଡ

Proprietor Abhimanyu Maharana by Proprietor Abhimanyu Maharana
December 6, 2023
in ଓଡ଼ିଶା, ଗଜପତି, ହୋମ୍
0
ରାସ୍ତାପର୍ଶ୍ବ ପାଲଟିଛି ଆବର୍ଜନା ଡମ୍ପିଂୟାର୍ଡ
Share on FacebookShare on TwitterWhatsapp

ଆର,ଉଦୟଗିରି :-> ଗଜପତି ଜିଲ୍ଲାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ରସ୍ଥଳ ଆର,ଉଦୟଗିରି ହାଇସ୍କୁଲ ରାସ୍ତାପାର୍ଶ୍ବରେ ପଡୁଛି ଗଦା ଗଦା ଅଳିଆ ଅବର୍ଜନା । ଆର,ଉଦୟଗିରି ବଜାରର ଅଳିଆକୁ ଆଣି ଅଙ୍ଗନବାଡି କେନ୍ଦ୍ର ନିକଟ ଓ ହାଇସ୍କୁଲ ରାସ୍ତାପାଶ୍ର୍ବରେ ଦୀର୍ଘ ବର୍ଷ ଧରି ଏଠାରେ ଖୋଲାମେଲାରେ ଫିଙ୍ଗା ଯାଉଥିବାରୁ ଆଖପାଖ ପରିବେଶ ପ୍ରଦୂଷିତ ହେଉଛି । ଅଳିଆ ପାଇଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଲିଣି । ବର୍ଷିାଯୋଗୁଁ ଅଳିଆ ଆବର୍ଜନା ଗୁଡିକ ପଚିସଢି ଦୁର୍ଗନ୍ଧ ହେଉଥିବାରୁ ଉକ୍ତ ରାସ୍ତାରେ ଯାଉଥିବା ସାଧାରଣ ଯାତାୟତ କରୁଥିବା ରାସ୍ତାପାର୍ଶ୍ବରେ ଆବର୍ଜନା ପକାଯାଉଥିବା ବେଳେ ଏଥିପ୍ରତି କାହାର ନଜର ନାହିଁ ।

ଏନେଇ ପୂର୍ବରୁ ବହୁବାର ବିଭିନ୍ନ ଖବର ପ୍ରକାଶ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ତେବେ ଏ ବାବଦରେ ସ୍ଥାନୀୟ ସରପଞ୍ଚଙ୍କ ଜାମେଶ ରାଇକାଙ୍କୁ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିବାରୁ ମୁଁ ଏହି ନେଇ କୌଣସି ମତାମତ ଦେଇପାରିବି ନାହିଁ ବୋଲି କହିଥିଲେ । ଏହିପରେ ପଞ୍ଚାୟତ ପିଇଓ ପ୍ରଭାକର ପ୍ରଧାନ ସହ ଯୋଗଯୋଗ କରିବାକୁ ପଞ୍ଚାୟତ କାର୍ଯ୍ୟିିାଳୟ ଯାଇଥିଲୁ ସେ ସେଠାରେ ଅନୁଉପସ୍ଥିତ ଥିଲେ । ଏହାପରେ ତାଙ୍କ ମୋବାଇଲି ଫୋନକୁ ବାରମ୍ବାର କରିଥିଲୁ ଫୋନ୍ ଲିଙ୍ଗ ହୋଇଥିଲେ ସେ ଜାଣିସୁଣି ଫୋନ ଉଠାଇନଥି । ପ୍ରତି ଏହି ରାସ୍ତା ଦେଇ କୋମଳମତି ଛାତ୍ରଛାତ୍ରୀମନେ ପାଠପଢିକୁ ଯାଆନ୍ତି ।

ଦୁର୍ଗନ୍ଦ ହେଉଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ନାକ ହାତଦେଇ ଯାଉଥିବା ଦେଖିବାକୁ ମିଳିଛି । ପ୍ରତି ପଞ୍ଚାୟତ ଦ୍ବାରା ଗ୍ରାମର ଅଳିଆ ସଫାକରାଯିବାର କାଗଜ ପତ୍ରରେ ଦଶାଯାଇ ପ୍ରତି କୌଣସି ସାହି କିମ୍ବା ବଜାର ସଫା କରିବର ଦେଖିବାକୁ ମିଳୁନି । ପଞ୍ଚାୟତ ଦ୍ବାରା ପ୍ରତିବର୍ଷ ସଫେଇ କରାଯାଉଥିବା ନେଇ ଲକ୍ଷ ବିଲି କରାଯାଇଛି । ଏହି ପଞ୍ଚାୟତ ଦ୍ବାରା ନିର୍ମାଣ କାମଗୁଡିକୁ ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ ପ୍ରକୃତ ରହସ୍ୟା ମିଳିପାରନ୍ତା ବୋଲି ଗ୍ରାମର ଯୁବକ ସଂଘ ଦାବି କରିଛନ୍ତି ।

ଏହି ପଞ୍ଚାୟତ ଦ୍ବାରା ନିର୍ମାଣ ହୋଇଥିବା ଦୋକାନ ଗୃହ ବଣ୍ଟନ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଏହି ପଞ୍ଚାୟତ ପିଇଓ ସଠିକ୍ ତଥ୍ୟ ନଳିବାରୁ ପଞ୍ଚାୟତ ସୁଚନାଆଇନି ଅଧିକାର ତଥ୍ୟ ମାଗିଲେ ବିଭିନ୍ନ ଆଲା ଦେଖାଇ ତଥ୍ୟା ଦିଅନ୍ତି ନାହିଁ । ଦେଇଦେଳେ କାଳେ ପଞ୍ଚାୟତ ହୋଇଥିବା ଦୋକାନ ଗୃହ ବଣ୍ଟନ ପଦାକୁ ଆସିବା ଭୟ ଦିଅନ୍ତି ବୋଲି ଅଭିଯୋଗ ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

October 6, 2026
 ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

 ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

October 6, 2026
ଭକ୍ତଙ୍କ ଗହଣରେ ପ୍ରେମ ପ୍ରଭାହିନୀ ରଥ ବାଣ୍ଟୁଛି ପ୍ରେମ, ସେବା ଓ ଆଧ୍ୟାତ୍ମିକତାର ବାର୍ତ୍ତା

ଭକ୍ତଙ୍କ ଗହଣରେ ପ୍ରେମ ପ୍ରଭାହିନୀ ରଥ ବାଣ୍ଟୁଛି ପ୍ରେମ, ସେବା ଓ ଆଧ୍ୟାତ୍ମିକତାର ବାର୍ତ୍ତା

October 6, 2026
Chandi Bhandar Unveils the “Aaranya” Edit for Durga Puja

Chandi Bhandar Unveils the “Aaranya” Edit for Durga Puja

October 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

October 6, 2026
 ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

 ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

October 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version