No Result
View All Result
୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଟାଙ୍ଗି – ଖୋରଧା ଜିଲ୍ଲା :-> ଟାଙ୍ଗି ବ୍ଲକ୍ କୁଞ୍ଜୁରୀ ପଞ୍ଚାୟତ ଦୀକ୍ଷିତପଡ଼ା ସ୍ଥିତ ଅବଦୁଲ କଲାମ ଖେଳ ପଡିଆରେ ଦୁଇ ଦିନିଆଁ ଜିଲ୍ଳା ସ୍ତରୀୟ ଇଜ୍ ତମା ଧର୍ମ ସମ୍ମିଳନୀ ସମାପନ । ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ମୁସଲିମ ସମ୍ପ୍ରଦାୟର ଭାଇମାନେ ଶହ ଶହ ସଂଖ୍ୟାରେ ଉକ୍ତ ସମ୍ମିଳନୀ ରେ

ଯୋଗଦେଇ ଭଗବାନଙ୍କ ନୀତି ଆଦର୍ଶ ଓ ମହତ ବାଣିକୁ ଶ୍ରବଣ କରିବା ସହ ସାରା ବିଶ୍ଵର ମଙ୍ଗଳ କାମନା ପାଇଁ ସାମୁହିକ ପ୍ରାର୍ଥନା କରିଥିଲେ । ଏହି ଅବସରରେ ସ୍ଥାନୀୟ ଓ ରାଜ୍ୟ ସ୍ତରର ରାଜନେତା, ବୁଦ୍ଧିଜୀବୀ ସମେତ ବହୁ ମାନ୍ୟଗନ୍ୟ ବେକ୍ତି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକତ୍ରିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

No Result
View All Result