• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦୋକାନ ଗୃହ ଆବଣ୍ଟନ ଅନିୟମିତା ପ୍ରତିବାଦରେ ବନ୍ଦ ପାଳନ : ୧୫ ଟି ବଜାର ଗୃହ ବିନା ନୋଟିସିରେ ବଣ୍ଟନ

Proprietor Abhimanyu Maharana by Proprietor Abhimanyu Maharana
November 20, 2023
in ଓଡ଼ିଶା, ଗଜପତି, ହୋମ୍
0
ଦୋକାନ ଗୃହ ଆବଣ୍ଟନ ଅନିୟମିତା ପ୍ରତିବାଦରେ ବନ୍ଦ ପାଳନ : ୧୫ ଟି ବଜାର ଗୃହ ବିନା ନୋଟିସିରେ ବଣ୍ଟନ
Share on FacebookShare on TwitterWhatsapp

୨୦ ଦିନରେ ଯଦି ଆମର ଦାବି ସମାଧାନ ନହୁଏ ତାହାହେଲେ ପୁଣି ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି ।

୨୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ଗ୍ରାମରେ ନୁତନ ବସଷ୍ଟାଣ୍ଡରେ ନିମିତ୍ତ ହୋଇଥିବା ଦୋକାନ ଗୃହ ଆବଣ୍ଟନ ଅନିୟମିତାକୁ ନେଇ ଗ୍ରାମର ଯୁବଗୋଷ୍ଠୀ ସୋମବାର ୧୨ ଘଟିଆ ଦୋକାନ ବଜାର ବନ୍ଦ କରିଥିଲେ । ଗଜପତି ଜିଲ୍ଲା ଆର,ଉଦୟଗିରି ସହରରେ OSRTC ବିଭାଗ ଦ୍ବାରା ୨ କୋଟି ଉଦ୍ଦ୍ବ ଟଙ୍କା ଖଚ୍ଚକରି ନୁତନ ବସଷ୍ଟାଣ୍ଡ ସହ ୧୫ ଗୋଟି ବଜାର ଗୃହ ନିର୍ମାଣ କରାଯାଇଛି । କିଛି ମାସ ତଳେ ମୂଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫ୍ରେସନ୍ ମାଧ୍ୟମରେ ଉଦ୍ଘାଟନ କରିଥିଲେ ।

ନିର୍ମାଣ ବଜାର ଗୃହକୁ OSRTC ବିଭାଗର ନିର୍ଦେଶରେ କିଛି ଦିନ ତଳେ ସ୍ଥାନୀୟ ବ୍ଳକ ପ୍ରଶାସନ ତରଫରୁ ୧୫ ଟି ବଜାର ଗୃହ ବିନା ନୋଟିସିରେ ବଣ୍ଟନ କରିଥିଲେ । ପୂର୍ବରୁ ପାଇଥିବା ୯ଜଣ ଦୋକାନୀ ଘର ଅଣ୍ଟନରେ ପାତରଅନ୍ତର ହେବା ଏହାକୁ ପ୍ରତିବାଦ କରି କିଛିଦିନ ତଳେ ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଦୁଇଜଣ ଦୋକାନୀ ଅନଶନ କରିଥିଲେ । ବଳକା ୬ ବଜାର ଗୃହକୁ ଦୋକାନ ନକରୁ ବ୍ୟକ୍ତି ସହ ଏକ ନିଦିଷ୍ଟ ଦଳର ନେତା ଓ କର୍ମୀଙ୍କୁ ବଜାର ଗୃହ ଦିଆଯାଇଥିବାକୁ ନେଇ ଗ୍ରାମର ରାସ୍ତାକଡରେ କରୁଥିବା ଉଠା ଦୋକାନୀ,

ଗ୍ରାମର ଯୁବଗୋଷ୍ଠୀ ଓ ଗ୍ରାମବାସୀ ଏକତ୍ରିତ ଯଦି ଏହି ବଜାର ଗୃହର ଆବଣ୍ଟନକୁ ରବ୍ଦୁ କରି ପୂର୍ନବାର ବଜାର ଗୃହକୁ ନୋଟିସ୍ କରିବା ସହ ଲଟିରି ମାଧ୍ୟମରେ ବଣ୍ଟନ କରିବା ଦାବି ନେଇ ସୋମବାର ଦିନ ସକାଳୁ ୬ଟାରେ ଗ୍ରାମର ଯୁବଗୋଷ୍ଠ ବିଲି ବୁଲି ଗ୍ରାମର ସମସ୍ତ ଦୋକାନ ବନ୍ଦ କରିଥିଲେ । ୯ଟା ସମୟରେ ଗ୍ରାମବାସୀ ଓ ଯୁବଗୋଷ୍ଟୀ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହୋଇ । ଯୁବଗୋଷ୍ଠି ହାତରେ ଫ୍ଲାକାର୍ଡ ସ୍ଥାନୀୟ ବିଡିଓ, ସରପଞ୍ଚ ଓ ବିଜେଡି ବ୍ଳକ ସଭାପତି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମର ହାଟପଦା ଯାଇ ସେଠାରେ ଏକ ସାଧାରଣ ସଭା କରିବା ପରେ ରାଲିରେ ବ୍ଳକ କାର୍ଯ୍ୟିିାଳୟ ପହଞ୍ଚି ବ୍ଳକ ଘେରାଉ କରି ବିଡିଓ, ସରପଞ୍ଚ ଓ ବିଜେଡି ବ୍ଳକ ସଭାପତି ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

ଆବଣ୍ଟନ ଦୋକାନ ବଣ୍ଟନକୁ ରବ୍ଦୁ କରିବା ସହ ଦୋକାନ ଗୃହକୁ ଲଟେରି ବାଧ୍ୟମରେ ବଣ୍ଟନ କରିବା ଦାବି କରିଥିଲେ । ସେଠାରେ ସ୍ଥାନୀୟ ତହସିଲଦାର ଯ୍ୟୋତିମୟୀ ଦାସ, ବିଡିଓ ଲରିମନ ଖର୍ସେଲ ଓ ଥାନା ଅଧିକାରୀ ପ୍ରଶାନ୍ତ ମଳିକ ତାଙ୍କ ସଦଳବଳଧରି ବ୍ଳକ କାର୍ଯ୍ୟାଳୟରେ ଥିଲେ । ଯୁବଗୋଷ୍ଠି ଏବଂ ବିଡିଓ ଶ୍ରୀ ଖର୍ସେଲ ମଧ୍ୟ ଦୋକାନ ଗୃହ ବଣ୍ଟନ ଅନିୟମିତା ନେଇ ଆଲୋଚନା ହୋଇଥିଲା । ବିଡିଓଙ୍କ କୌଣସି କଥା ସୁଣିନଥିଲେ ନିଜ ଜିଦିରେ ଅଟଳହୋଇଥିଲେ । ବିଡିଓ ଏହି ନେଇ ଜିଲ୍ଲାପାଳ ଆଲୋଚନା କରି ଯୁବଗୋଷ୍ଠି ୨୦ ଦିନ ଭିତରେ OSRTC ଉର୍ଚ କତ୍ତୃପକ୍ଷଙ୍କ ସହ କଥା ସମସ୍ତ ସମାଧାନ କରିବା ପ୍ରତିଶୃତି ପରେ ଯୁବଗୋଷ୍ଠି ବ୍ଳକ ଘେରାଉ ହଟିଥିଲା ।

୨୦ ଦିନରେ ଯଦି ଆମର ଦାବି ସମାଧାନ ନହୁଏ ତାହାହେଲେ ପୁଣି ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ଗ୍ରାମର ସାତାହିକ ହାଟ ଥିଲା ବନ୍ଧ ଥିଲା । ଅଞ୍ଚଳର ଯାତ୍ରୀମାନେ ଯାତାୟତ ଯେପରି କି ନଭୋଗିବେ ନେଇ ଗ୍ରାମର ଯୁବଯୋଷ୍ଠୀ ଏହି ବନ୍ଦ ଯାତ୍ରୀବାସ କିମ୍ବା କୌଣସି ଗାଡି ବନ୍ଦ କରିଥିଲେ । ସୋମବାର ଦିନ ସକାଳୁ ୬ଟାରେ ଗ୍ରାମର ଯୁବଗୋଷ୍ଠ ବିଲି ବୁଲି ଗ୍ରାମର ସମସ୍ତ ଦୋକାନ ବନ୍ଦ କରିଥିଲେ । ୯ଟା ସମୟରେ ଗ୍ରାମବାସୀ ଓ ଯୁବଗୋଷ୍ଟୀ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହୋଇ ।

ଯୁବଗୋଷ୍ଠି ହାତରେ ଫ୍ଲାକାର୍ଡ ସ୍ଥାନୀୟ ବିଡିଓ, ସରପଞ୍ଚ ଓ ବିଜେଡି ବ୍ଳକ ସଭାପତି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମର ହାଟପଦା ଯାଇ ସେଠାରେ ଏକ ସାଧାରଣ ସଭା କରିବା ପରେ ରାଲିରେ ବ୍ଳକ କାର୍ଯ୍ୟିିାଳୟ ପହଞ୍ଚି ବ୍ଳକ ଘେରାଉ କରି ବିଡିଓ, ସରପଞ୍ଚ ଓ ବିଜେଡି ବ୍ଳକ ସଭାପତି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଆବଣ୍ଟନ ଦୋକାନ ବଣ୍ଟନକୁ ରବ୍ଦୁ କରିବା ସହ ଦୋକାନ ଗୃହକୁ ଲଟେରି ବାଧ୍ୟମରେ ବଣ୍ଟନ କରିବା ଦାବି କରିଥିଲେ । ସେଠାରେ ସ୍ଥାନୀୟ ତହସିଲଦାର ଯ୍ୟୋତିମୟୀ ଦାସ, ବିଡିଓ ଲରିମନ ଖର୍ସେଲ ଓ ଥାନା ଅଧିକାରୀ ପ୍ରଶାନ୍ତ ମଳିକ ତାଙ୍କ ସଦଳବଳଧରି ବ୍ଳକ କାର୍ଯ୍ୟାଳୟରେ ଥିଲେ । ଯୁବଗୋଷ୍ଠି ଏବଂ ବିଡିଓ ଶ୍ରୀ ଖର୍ସେଲ ମଧ୍ୟ ଦୋକାନ ଗୃହ ବଣ୍ଟନ ଅନିୟମିତା ନେଇ ଆଲୋଚନା ହୋଇଥିଲା ।

ବିଡିଓଙ୍କ କୌଣସି କଥା ସୁଣିନଥିଲେ ନିଜ ଜିଦିରେ ଅଟଳହୋଇଥିଲେ । ବିଡିଓ ଏହି ନେଇ ଜିଲ୍ଲାପାଳ ଆଲୋଚନା କରି ଯୁବଗୋଷ୍ଠି ୨୦ ଦିନ ଭିତରେ OSRTC ଉର୍ଚ କତ୍ତୃପକ୍ଷଙ୍କ ସହ କଥା ସମସ୍ତ ସମାଧାନ କରିବା ପ୍ରତିଶୃତି ପରେ ଯୁବଗୋଷ୍ଠି ବ୍ଳକ ଘେରାଉ ହଟିଥିଲା । ୨୦ ଦିନରେ ଯଦି ଆମର ଦାବି ସମାଧାନ ନହୁଏ ତାହାହେଲେ ପୁଣି ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ଗ୍ରାମର ସାତାହିକ ହାଟ ଥିଲା ବନ୍ଧ ଥିଲା । ଅଞ୍ଚଳର ଯାତ୍ରୀମାନେ ଯାତାୟତ ଯେପରି କି ନଭୋଗିବେ ନେଇ ଗ୍ରାମର ଯୁବଯୋଷ୍ଠୀ ଏହି ବନ୍ଦ ଯାତ୍ରୀବାସ କିମ୍ବା କୌଣସି ଗାଡି ବନ୍ଦ କରିଥିଲେ । ଥାନା ଅଧିକାରୀ ତାଙ୍କ ଷ୍ଟାପ ଧରି ଶାନ୍ତି ସୁରକ୍ଷା ରଖିଥିଲେ । ଏହି ବନ୍ଦପାଳରେ ଗ୍ରାମର ସତାହିକ ପୁରଷ ଓ ମହିଳା ଯୋଗଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

October 8, 2026
ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 8, 2026
ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

October 8, 2026
ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ

ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ

October 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

October 8, 2026
ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version