• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ସିରିଏଲ କିଲର୍ ଙ୍କୁ ଧରିବା ରେ ରଣପୁର ପୋଲିସ୍ ଙ୍କ ସଫଳତା ।।

Proprietor Abhimanyu Maharana by Proprietor Abhimanyu Maharana
July 15, 2020
in Uncategorized, ଅପରାଧ, ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍
0
ସିରିଏଲ କିଲର୍ ଙ୍କୁ ଧରିବା ରେ ରଣପୁର ପୋଲିସ୍ ଙ୍କ ସଫଳତା ।।
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୧୫ଜୁଲାଇ୨୦୨୦,ବୁଧବାର ) ରଣପୁର :- ଦାମୀ କାର ବିଏମ୍ଡବ୍ଲ୍ୟୁରେ ବୁଲୁଥିବା ସିରିଏଲ କିଲର ମାନେ କଥାକଥାକେ ଛୁରାମାଡ଼ କରୁଥିଲେ ତ ଆଉ କେଉଁଠି ସିଧା ମର୍ଡର କରିଦେଉଥିଲେ ଏହି ଭଳି ସିରିଏଲ କିଲର ମାନେ ଭୁବନେଶ୍ୱରରେ ଦାମୀ କାରରେ ଆସି ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିବା ଘଟଣା ନୂଆପଲ୍ଳୀ ଥାନା ଅଂଚଳରେ ଏକ ଆତଙ୍କ ଖେଳାଇ ଦେଇଥିଲା । ଆହତ ଯୁବକମାନେ ହେଲେ ଗଞ୍ଜାମ ଜିଲ୍ଲାର ଅଭିନାଶ ପ୍ରଧାନ ଓ ତାଙ୍କ ସାଙ୍ଗ ମହିତ କୁମାର ପଣ୍ଡା । ଅଭିନାଶ ଖଣ୍ଡଗିରି ଥାନା ପାତ୍ରପଡା ଉଦୟଗିରି ବିହାରରେ ରୁହନ୍ତି । ଇସ୍କନ ମନ୍ଦିର ପାଖ ପେଟ୍ରୋଲ ପମ୍ପ ପଛପାର୍ଶ୍ୱ ଗ୍ୟାରେଜକୁ ଏକ ହୁଣ୍ଡାଇ କାର୍ (ଓଡି୦୨ଏଇ-୯୭୪୭) ଧରି ସଜାଡିବା ପାଇଁ ଯାଇଥିଲେ । ମରାମତିରେ ବିଳମ୍ବ ଘଟିବାରୁ ସାଙ୍ଗ ମୋହିତ କୁମାର ପଣ୍ଡାଙ୍କ ସହ ଚା’ ପିଇବାକୁ ଯାଇଥିଲେ । ଚା ପିଇ ଗଳି ଭିତରେ ଦୁହେଁ ଫେରୁଥିବା ବେଳେ ଏକ ଟର୍ଣ୍ଣିଂ ଠାରେ ଅବିନାଶ ଗାଡ଼ିର ହର୍ଣ୍ଣ ମାରିଥିଲେ ।

ସାମ୍ନାରୁ ଆସୁଥିବା ବିଏମଡବ୍ଲ୍ୟୁ ଗାଡି (ଏଚ୍ଆର-୨୬ବିଜି ୧୧୪୫) ରେ ବସିଥିବା ୪ ଯୁବକ ଗାଡି଼ରୁ ଓହ୍ଲାଇ କାହିଁକି ହର୍ଣ୍ଣ ମାରିଲୁ ବୋଲି ପଚାରିଥିଲେ । ଟର୍ଣ୍ଣିଂ ଥିବାରୁ ହର୍ଣ୍ଣ ମାରିଥିବା ନେଇ ଉତ୍ତର ରଖିବାରୁ ୪ ଯୁବକ ରାଗି ଯାଇଥିଲେ । ଜଣେ କାର୍ ଭିତରୁ ଛୁରୀ ଆଣି ଅବିନାଶଙ୍କୁ ଆକ୍ରମଣ କରିଥିଲା । ଅନ୍ୟ ଦୁଇଜଣ ମୋହିତ୍ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ସ୍ଥାନୀୟ ଲୋକ ଓ ଗ୍ୟାରେଜର କର୍ମଚାରୀ ସେଠାକୁ ଆସିବାରୁ ଆକ୍ରମଣକାରୀ ମାନେ ବିଏମ୍ଡବ୍ଲ୍ୟୁରେ ବସି ଘଟଣାସ୍ଥଳରୁ ଛୁ ମାରିଥିଲେ । ଦୁର୍ବୃତ ମାନେ ଅଭିନାଶ ଙ୍କ ମୁହଁ , ପିଠି ଓ ମୁଣ୍ଡକୁ ଛୁରୀରେ ଆକ୍ରମଣ କରିବା ଫଳରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା ଅଭିନାଶଙ୍କ ସାଙ୍ଗ ମହିତ ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଦୁହିଁଙ୍କୁ ହସ୍ପିଟାଲକୁ ନେବା ସହ ନୂଆପଲ୍ଲୀ ଥାନାକୁ ଖବର ଦେଇଥିଲେ । ଦୁର୍ବୃତମାନେ ଅଭିନାଶଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ଅଭିନାଶ ଓ ତାଙ୍କ ସାଙ୍ଗ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅପରାଧୀ ମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଥିଲା । ଅନ୍ୟ ପଟେ ସେହି ୪ ଜଣ ଦୃବ୍ରୁର୍ତ୍ତ ଖୋର୍ଦ୍ଧା ବାଇପାସ ରେ ପାଢ଼ୀ ବାରରେ ପହଞ୍ଚି ସେଠାରେ କାର ପାର୍କିଂକୁ ନେଇ ବାର୍ ସିକ୍ୟୁରିଟି ଗାର୍ଡଙ୍କ ସହ ଯୁକ୍ତିତର୍କ କରିଥିଲେ ।

କିଛି ସମୟ ପରେ ପୁଣି ଉକ୍ତ ବାର୍କୁ ଫେରି ବାର୍ ପାଚେରୀରେ ବସିଥିବା ଅମୀୟ ଓ ଅନ୍ୟ ଜଣେ କର୍ମଚାରୀ ସୁନୀଲଙ୍କ ଉପରେ ତିନି ଯୁବକ ଝପଟି ପଡିଥିଲେ । ମଦ ବାର ରେ ଝଗଡା କରି ବାର କର୍ମଚାରୀ ଅମୀୟ ବାରିକଙ୍କୁ ମର୍ଡର କରିଥିଲେ । ୪ ପଟୁ ତାଙ୍କୁ ଛୁରା ମାଡ଼ କରିଥିଲେ । ତାଙ୍କ ଶରୀରର ୧୫ରୁ ଅଧିକ ଜାଗାରେ ଚୋଟ ବାଜିଥିଲା । ସୂଚନାନୁସାରେ ଖୋର୍ଦ୍ଧା ପୁଲିସ୍ ୨୪୩/୨୦ରେ ଏକ ମାମଲା ରୁଜୁ କରିଥିଲା । ଏଭଳି ଦୃବ୍ରୁତ୍ତ କାଣ୍ଡ ଘଟାଇ ବିଏମଡବ୍ଲୁ୍ ହୋଣ୍ଡା ସିଟି ଗାଡି (ଏଚ୍ଆର-୨୬ବିଜି ୧୧୪୫) ରେ ନୟାଗଡ଼ ମୁହାଁ ହୋଇଥିବା ବେଳେ ପୁର୍ବରୁ ଜଙ୍କିଆ ପୋଲିସ ଙ୍କ ଠାରୁ ଖବର ପାଇ ରଣପୁର ପୋଲିସ ଜଗନ୍ନାଥ ରୋଡ଼ରେ ଛକି ବସିଥିଲେ ପରେ ଅପରାଧୀ ମାନେ ଭୁବନେଶ୍ୱର, ଖୋର୍ଦ୍ଧା, ପୋଲିସ ଙ୍କ ଠୁ ଖସି ପଳେଇ ଆସୁଥିବା ବେଳେ ରାତି ୧୨ ଟା ସମୟରେ ନ୍ୟୁ ଜଗନ୍ନାଥ ରାସ୍ତାରେ ରଣପୁର ପୋଲିସ ୪ ଦୃବୁତ୍ତ ମାନଙ୍କ ସହ ବିଏମଡବ୍ଲ୍ୟୁ ଗାଡି (ଏଚ୍ଆର-୨୬ବିଜି ୧୧୪୫) ଜବତ କରି ଭୁବନେଶ୍ୱର ପୋଲିସ୍ ଜିମା ରେ ଦେଇଛନ୍ତି । ଏହି ଦୃବୃତ ମାନଙ୍କୁ ଧରିବାରେ ରଣପୁର ଥାନା ଅଧିକାରୀ ଯଥା ସମ୍ଭବ ପ୍ରୟାସ କରି ସଫଳତା ହାସଲ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍‌ସନ୍ ଏଗ୍ରୋ

September 28, 2026

New Delhi hosts 3rd World Peace Conclave

ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ

September 28, 2026
New Delhi hosts 3rd World Peace Conclave

New Delhi hosts 3rd World Peace Conclave

September 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍‌ସନ୍ ଏଗ୍ରୋ

September 28, 2026
HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version