• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଦିବାସୀ ମାନଙ୍କ ସହରାୟ ବରବ ବା ବନ୍ଦଣା ପରବ – ଗୋଠ ପୂଜା ପାଳିତ

Proprietor Abhimanyu Maharana by Proprietor Abhimanyu Maharana
November 15, 2023
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ଆଦିବାସୀ ମାନଙ୍କ ସହରାୟ ବରବ ବା ବନ୍ଦଣା ପରବ – ଗୋଠ ପୂଜା ପାଳିତ
Share on FacebookShare on TwitterWhatsapp

୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର – ଦୀପର ପରବ ଦୀପାବଳି କୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଅମାବାସ୍ୟା ତିଥିରେ ଧୁମଧାମ୍ ପାଳନ କରିଥାନ୍ତି । ଏହି ବନ୍ଦଣା ପରକୁ ଆଦିବାସୀ ମାନେ କୃଷି ଭିତ୍ତିକ ପର୍ବ ରୂପେ ପାଳନ କରିଥାନ୍ତି । ବିଶେଷ ଭାବରେ ଗୋ ମାତା ତଥା ଗୋବର୍ଦ୍ଧନ ପୂଜା କରିବା ଦେଖିବାକୁ ମିଳିଥାଏ । ବନ୍ଦଣା ପରବକୁ ତିନିଦିନ ଧରି ପାଳନ କରିଥାନ୍ତି ।

ପ୍ରଥମ ଦିନ ଗୋଠ ପୂଜା ଦ୍ବିତୀୟ ଦିନ ଗୁହାଳ ପୂଜା ତୃତୀୟ ଦିନ ଡୁଙ୍ଗୁଆନ୍ ପୂଜା ସହିତ ନୃତ୍ଯ ର ଆସର ଜମିଥାଏ । ୪ର୍ଥ ଦିନ ଗୋରୁ ଖୁଣ୍ଟା କରି ବଦଳଦ ମାନଙ୍କୁ ବନ୍ଦାପଣା କରିଥାନ୍ତି । ୫ମ ଦିନ ଶେଷ ପୂଜା ଏହି ପୂଜାରେ ଗ୍ରାମ ଦେବୀ ତଥା ମାତା ବସୁନ୍ଧରା କୁ ପୂଜା କରି କିଭଳି ପରିବାରରେ ସୁଖଃ ଶାନ୍ତି କାମନା ପୂର୍ବକ ମାରାଂ ବୁରୁ ଆଦିବାସୀଙ୍କ ଇଷ୍ଟ ଦେବତାଙ୍କୁ ଆରାଧନା କରିବାର ବିଧିରହିଛି ।

ଗୋଠ ପୂଜାରେ ଦେହୁରୀ ଙ୍କୁ ମାଦଲ ର ତାଳେ ତାଳେ ଜାହେରା ନିକଟ ଥିବା ପଡିଆ କିମ୍ବା ଗାଁ ମୁଣ୍ଡ ରେ ପୂଜା ସ୍ଥଳକୁ ନୃତ୍ଯ ର ଆସରରେ ଅଣିଥାନ୍ତି । ପୂଜା ଦିନତମାମ ଚାଲେ ଅପରାହ୍ନ ରେ ଗାଁ ର ବଳଦ ମାନଙ୍କୁ ସଜାଇ ବନ୍ଦାପଣା କରି ଅଣ୍ଡା ମାଡିବା ପରଂପରା ରହିଛି ।

ପୂଜା ହୋଇଥିବା ଅଣ୍ଡା କୁ ଯେଉଁ ବଳଦ ମାଡିବ ସେହି ବଦଳଦ କୁ ଦେହୁରୀ ବା ନାଏକେ ବାବା ବନ୍ଦାଣ କରିଥାନ୍ତି ଓ ବଳଦ ମାଲିକ କୁ ଭାବ୍ଯବାନ ବୋଲି ଧରାଯାଏ। ଉକ୍ତ ବଳଦ ମାଲିକକୁ ନାଏକେ ବାବା ଉପହାର ପ୍ରଦାନ କରିଥାନ୍ତି । ବହଦ ମାଲିକକୁ ଗାଁ ଲୋକେ ଭାବ୍ଯବାନ ମଣି ତାଙ୍କୁ କାନ୍ଦରେ ବସାଇ ମାଦଲ ର ତାଳେ ତାଳେ ନାଚ ଗୀତ କରି ନାଏକେ ବାବାଙ୍କ ଘରକୁ ଅଣାଯାଇଥାଏ ।

ଏହା ହେଉଛି ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ସହରାୟ ପରବ ବା ବନ୍ଦାଣ ପରବ ବୋଲି ଅଭିହିତ । ଏହି ଭଳି ସହରାୟ ପରବ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ବାଇଦାପୋଷି ଗାଁରେ ପାଳିତ ହୋଇଯାଇଛି। ନାଏକେ ବାବା ଭାବେ ପୂର୍ବତନ ବିଧାୟକ ଶ୍ଯାମ ଚରଣ ହାଁସଦାଃ ପୂଜାବିଧିର ମୁଖିଆ ସାଜିଥିଲେ ।

ଯଗ ମାଝୀ ଭାବେ ବୁତୃ ମାଝୀ , ଚୈତନ ଟୁଡୁ କାର୍ଯ୍ୟ ତୁଲାଇଥିଲେ ସହଯୋଗ ରେ ମାନୁ ସୋରେନ୍ , ବାବଲୁ ଟୁଡୁ , ଶଙ୍କର ମାଝୀ , ଶଙ୍କର ମୁର୍ମୁ , ମିଟୁ ହଁସଦାଃ , ଗୁଡୁ ସୋରେନ , ଦୀପୁ ସୋରେନ ,ପିଣ୍ଟୁ ହାଁସଦାଃ , ରାଜୁ ଟୁଡୁ, ସାନ ହାଁସଦାଃ , ଚନ୍ଦନ ହାଁସଦାଃ , ବାଇଧର ହାଁସଦାଃ ଓ ଗୋବିନ୍ଦ ହାଁସଦାଃ ପ୍ରମୁଖ ସହଯୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version