No Result
View All Result
୦୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଆର, ଉଦୟଗିରି ବ୍ଳକ ସଦମାସ୍ଥିତ ଆର,ଉଦୟଗିରି ଗ୍ରାମରେ ଓଆରଟିସି ଦ୍ବାରା ନିର୍ମାଣ ନୂତନ ଭାବେ ବସଷ୍ଟାଣ୍ଡ ଠାରେ ନିର୍ମାଣ ହୋଇଥିବା ଦୋକାନ ଗୃହ ବଣ୍ଟନ ଅନିୟମିତା ଭାବେ ବଣ୍ଟନ କରାଯାଇଥିବା କିଛି ବ୍ୟବସ୍ଥୟ ଅଭିଯୋଗ କରି ହାଇକୋର୍ଟ ଆଶ୍ରୟ ନେବା ପାଇଁ ସଜବାଜ ହେଉଛନ୍ତି । ଗଜପତି ଜିଲ୍ଲା ଆର,ଉଦୟଗିରି ଗ୍ରାମର ବିଦ୍ୟୁତ କାର୍ଯ୍ୟାଳୟରେ ତଥା ତହସିଲି କର୍ମଚାରୀ ବାସଭବନ ନିକଟରେ ପର୍ବତନ ଜିଲ୍ଲାପାଳ ଥିବା ତୁତ୍ବବେଧାନରେ ୨୦୧୭ରେ ଏକ ବସଷ୍ଟାଣ୍ଡ ସହ ୯ଟି ଦୋକାନ ଗୃହ ନିର୍ମାଣ ହୋଇଥିଲା ।

ଏହାକୁ ପଞ୍ଚାୟତ ଦାୟତ୍ବ ଦିଆଯାଇଥିଲା । ଦୋକାନ ଗୃହ ଗୃଡିକୁ ପଞ୍ଚାୟତ ସରପଞ୍ଚ ଏବଂ ବିଡିଓଙ୍କ ଦ୍ବାରା ଲଟିକରି ଗୃହକୁ ବଣ୍ଟନ ତାହା ସ୍ଥାନୀୟ ବ୍ୟବସ୍ଥାୟକୁ ପ୍ରଧାନ୍ୟ ନ ଦେଇ ଗଞ୍ଜମ ଜିଲ୍ଲା ଓ ଅନ୍ୟ ଜିଲ୍ଲାମାନରୁ ଆସି ରହି ବ୍ୟବସ୍ଥାୟ କରୁଥିବା ବେପାରୀଙ୍କୁ ଦୋକାନ ମିଳିଥିଲା । ଏହି ବସଷ୍ଟାଣ୍ଡ କିଛି ବର୍ଷପରେ ୨୦୨୨ ଭାଙ୍ଗି ରାଜ୍ୟ ସରକାରଙ୍କ ୨୦୨୩ରେ ନୁତନ ବସଣ୍ଡଷ କରିବା ସହ ୧୫ଟି ଦୋକାନ ଗୃହ ନିର୍ମାଣ କରାଯାଇଛି । ଏହି ଦୋକାନ ଗୃହକୁ କିଛି ଦିନ ହେବ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ ନେଇ କିଛି ଦିନ ହେବ ଉତେଜନା ଚାଲଛି ।

ଆର,ଉଦୟଗିରି ବସଷ୍ଟାଣ୍ଡରେ ହୋଇଥିବା ଦୋକାନ ଗୃହ ବଣ୍ଟନ ଅନିୟମିତା ଏବଂ ପାତରଅନ୍ତର ହୋଇଥିବା ଅଭିଯୋଗ କରି ମଙ୍ଗଳବାର ବାରୁ ଆଜି ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ହମ୍ମୁଖରେ ପ୍ରଦିପ ପତି ଓ ମିଟୁ ପାଇକ ଓ ଅନ୍ୟ ଉଠାଦୋକାନୀ ଧରଣାରେ ବସିଥିବା ଦେଥିବାକୁ ମିଳିଛି । ପୁରଣା ବସଷ୍ଟାଣ୍ଡ ଭାଙ୍ଗିବା ସମୟରେ ସେମାନଙ୍କୁ ଅଗ୍ରାଧିକାର ଭତ୍ତିରେ ଦୋକାନ ଗୃହ ଯୋଗାଇ ଦିଆଯିବା ସକାଶେ ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ତା ର ଖିଳାପ କରାଯାଇ ନୂତନ ହିତଅଧିକାରୀଙ୍କୁ ଯୋଡି ଦିଆଯାଇଥିବା ଅଭିଯୋଗ ହୋଇଛି ।

ଚୁକ୍ତି ମୁତାବକ କ୍ରମାନ୍ବୟରେ ଦୋକାନ ଗୃହ ବଣ୍ଟନ କରାଯିବା କଥା କିନ୍ତୁ ସେହିଭଳି କରାଗଲା ନାହିଁ ବୋଲି ପ୍ରଦୀପ ପତି, ମୁଟୁ ପାଇକ, ଲିଲି ପାତ୍ର କୃତିବାସ ଦଳେଇ, ସୁବାସିନୀ ମାହାନ୍ତି, ଏମ୍, ସନ୍ତୋଷ ଦୋରା, ରାମେଶ୍ବର ପାତ୍ର, ଦାମୋଦର ପ୍ରଧାନ ଓ ସୁଶାନ୍ତ ବିଷୋଇ ପ୍ରମୁଖ ଅଭିଯୋଗ କରିଛନ୍ତି । ଏନେଇ ନିର୍ବାହୀ ଅଧିକାରୀ ପ୍ରଭିକର ପ୍ରଧାନଙ୍କୁ ଯୋଗାଯୋଗ କରିବାକୁ ସେ ରାଜ୍ୟ ପରିବହନ ବିଭାଗର ଦାୟତ୍ବରେ ବସଷ୍ଟାଣ୍ଡ ଥିବାରୁ ସେଥିରେ ପଞ୍ଚାୟତର କିଛି ଭୂମିକା ନାହିଁ ବୋଲି ପ୍ରକାଶ କରିଛନ୍ତି । ଯେଉଁମାନଙ୍କୁ ବଜାରଗୃହ ଯୋଗାଇ ଦିଆଯାଇଛି ବଜାରଗୃହ ଯୋଗାଇ ଦିଆଯାଇଛି । ସେମାନଙ୍କ ଆବେଦନ ଷ୍ଟାଣ୍ଡବା ଏରେ ଥିଲା , ଏଣୁ ସେମାନଙ୍କୁ ମିଳିଛି ବୋଲି ସେ କହିଛନ୍ତି ।

ସେଥିରେ କିଛି ଖଲାପ କରାଯାଇନି ବୋଲି ସେ କହିଛନ୍ତି । ଧାରଣା ଦେଇଥିବା ଦୋକାନୀଙ୍କୁ ଦୋକାନ ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ । ଏହି ଦୋକାନ ଗୃହ ତାଲିକା ସ୍ଥାନୀୟ ସରପଞ୍ଚ, ବିଜେଡି ସଭାପତି ଓ କର୍ମୀଙ୍କୁ କାହିଁକି ଦିଗଲା କିହିକି । ବସଷ୍ଟାଣ୍ଡ ଭିତରେ ଉଠାଦୋକାନୀ ନ ଦେଇ ଏମାନଙ୍କୁ କାହିଁକି ଦିଆଗଲା କହିଥିଲେ । ପ୍ରଦୀପ ଓ ମିଟୁ ଆହୁରି କହିଛନ୍ତି ଯେ ସେମାନଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇଛନ୍ତି । ସେମାନେ ପ୍ରବଳ ଶିତସତେ ରାତ୍ର ପଞ୍ଚାୟତ ସମ୍ମୁଖରେ ସକାଳ ପଯନ୍ତ ବସି ରହିଥିଲେ ।

No Result
View All Result