No Result
View All Result
୩୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଆର,ଉଦୟଗିରି ବ୍ଳକସଭାଗୃହ ପରିସରରେ ରବିବାର ପାଲିତ ଅନୁଷ୍ଠିତ ହୋଇଥିଲା । ବିଡିଓ ଲରିମନ ଖର୍ସେଲଙ୍କ ଅଧ୍ୟକ୍ଷତାରେ ଜିପିଇଓ ସସାଙ୍କ ଶେଖର ସୁବୁଦ୍ଧି, ସମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦଭାନୁ ଫାଇରି ଅଫିସର, କଲେଜ କର୍ମଚାରୀ ଓ ଡାଇଭର ସଂଘର ସଭାପତି ପ୍ରମୁଖ ଯୋଗଦେଇଥିଲେ ।

ମାଧ୍ୟମିକ ବିଦ୍ୟାଳୟ ପରିସର ଠାରୁ ବ୍ଳକ କାର୍ଯ୍ୟାଳୟ ରାଲି ସହର ପରିକ୍ରମା କରିଥିଲେ ଏହା ପରେ ବ୍ଲକ ପରିସର ଠାରେ ବୈଠକ କରି ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଉପରେ ଅଗ୍ନିଶମ ବିଭାଗ ଅଧିକାରୀ ବୁଝିଥିଲେ । ଏଥିରେ କଲେଜ ଛାତ୍ରଛାତ୍ରୀ, ମହିଳା ମଣ୍ଡଳ ସଦସ୍ୟ ଉପସ୍ଥିତ ଥିଲେ ।

No Result
View All Result